ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା,ଆଇଆଇଟି ପ୍ରଫେସର ସେମାନଙ୍କୁ ଟ୍ରେନିଂ ଦେବେ

ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା,ଆଇଆଇଟି ପ୍ରଫେସର ସେମାନଙ୍କୁ ଟ୍ରେନିଂ ଦେବେ

ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା। ଆଇଆଇଟି ପ୍ରଫେସର ସେମାନଙ୍କୁ ଟ୍ରେନିଂ ଦେବେ। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ଆଇଆଇଟି ନିର୍ଦେଶକ ଶ୍ରୀପଦ କରମାକରଙ୍କ ମଧ୍ୟରେ ବୁଝାମଣା ହୋଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୩ ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଲକ୍ଷପତି ଦିଦିଙ୍କୁ କୋଟିପତି […]

Continue reading
ବିଶାଖାପାଟ୍ଟଣା ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା ,ଜୀବନ ହାରିଲେ ୮ରୁ ଅଧିକ ଶ୍ରମିକ

ବିଶାଖାପାଟ୍ଟଣା ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା ,ଜୀବନ ହାରିଲେ ୮ରୁ ଅଧିକ ଶ୍ରମିକ

ବିଶାଖାପାଟ୍ଟଣା ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା । ଜୀବନ ହାରିଲେ ୮ରୁ ଅଧିକ ଶ୍ରମିକ । ଆନ୍ଧପ୍ରଦେଶର ବିଶାଖାପାଟଣା ସ୍ଥିତ ଷ୍ଟିଲ୍ ପ୍ଲାଣ୍ଟରେ ତରଳ ଷ୍ଟିଲ୍ ପାଇଁ ବଡ ଅଘଟଣ ଘଟିଥିବା କୁହାଯାଉଛି । ରିପୋର୍ଟ ଅନୁସାରେ, ପ୍ଲାଣ୍ଟର ଏସଏସଏମ୍-୨ ଏବଂ ଏସଟିସି-୩ ହିଟ୍ ଫ୍ୟାସିଲିଟିରେ ବିପୁଳ ମାତ୍ରାରେ ତରଳା ଯାଇଥିଲା ଲୁହା ଏବଂ ଷ୍ଟିଲ୍ କାରଣରୁ ୮ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ହୋଇଛନ୍ତି । କିଛି ଜଣଙ୍କ ଅବସ୍ଥା […]

Continue reading
କାଳବୈଶାଖୀର ତାଣ୍ଡବ, କାଳବୈଶାଖୀ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ

କାଳବୈଶାଖୀର ତାଣ୍ଡବ, କାଳବୈଶାଖୀ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ରାଜ୍ୟରେ କାଳବୈଶାଖୀ ଜନିତ ପ୍ରବଳ ଝଡ଼ତୋଫାନ ଓ ବର୍ଷା ଯୋଗୁଁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ହଠାତ୍ ପାଗ ଖରାପ ହେବା ଏବଂ କାଳବୈଶାଖୀର ପ୍ରକୋପ ଯୋଗୁଁ ତାଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ (Emergency Landing) କରାଯାଇଥିଲା । ଅନ୍ୟପଟେ, ଏହି ପ୍ରଳୟଙ୍କରୀ କାଳବୈଶାଖୀ ଝଡ଼ ଯୋଗୁଁ ସାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ସାଧାରଣ ଲୋକେ ହନ୍ତସନ୍ତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, […]

Continue reading
ଆଫଗାନିସ୍ତାନ ୧୫୨ ରନ୍‌ରେ ଅଲ୍‌ଆଉଟ୍‌

ଆଫଗାନିସ୍ତାନ ୧୫୨ ରନ୍‌ରେ ଅଲ୍‌ଆଉଟ୍‌

ସ୍ଥାନୀୟ ମହାରାଜା ୟଦବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ଏହି ମୁକାବିଲାର ଆଜି ହେଉଛି ତୃତୀୟ ଦିନ। ଆଫଗାନିସ୍ତାନ ଟିମ୍‌ ପ୍ରଥମ ପାଳିରେ ୧୫୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଟିମ୍‌କୁ ଏବେ ଫଲୋଅନ୍‌ ଖେଳିବାକୁ ପଡ଼ିବ। ଭାରତ ତରଫରୁ ସ୍ପିନ ମାନବ ସୂତାର ନିଜର ପଦାର୍ପଣ ଇନିଂସରେ ୬ଟି ୱିକେଟ୍‌ ହାସଲ କରିଛନ୍ତି। ପ୍ରଥମ ପାଳି ଆଧାରରେ ଭାରତକୁ ୪୧୨ ରନ୍‌ର ଅଗ୍ରଣୀ ମିଳିଛି। ଭାରତୀୟ ଟିମ୍‌ର ୨୩ ବର୍ଷୀୟ […]

Continue reading
ଆହୁରି ୩ ଦିନ କଲବଲ କରିବ ଝଡବର୍ଷା

ଆହୁରି ୩ ଦିନ କଲବଲ କରିବ ଝଡବର୍ଷା

ଦିନରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହେଉଛି । ତେବେ ଆହୁରି ଆଗାମୀ କିଛି ଦିନ ଏଭଳି ସ୍ଥିତି ରହିବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସାତ ଜିଲାକୁ ଝଡ଼ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ଓ୍ବାର୍ନିଂ ଜାରି କରାଯାଇଛି । […]

Continue reading

ପ୍ରତିଭା, ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଦେଶକୁ ନୂଆ ଉଚ୍ଚତାକୁ ନେବାକୁ ପ୍ରସ୍ତୁତ ଭାରତର ଯୁବପିଢ଼ି

ଦିଲ୍ଲୀର ତ୍ୟାଗରାଜ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ‘ ବିକଶିତ ଭାରତ ପାଇଁ ଯୁବପିଢି: ମାଇ ଭାରତ ଯୁବ ସମ୍ମିଳନୀ’ରେ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀରେ ସାରାଦେଶରୁ ଆସିଥିବା ୬୦୦୦ ରୁ ଅଧିକ ଯୁବକଯୁବତୀ ଯୋଗଦେଇଥିଲେ। ସେମାନେ ଛାତ୍ର, ଯୁବ ପେସାଦାର, ଯୁବତୀ, ଉଦ୍ୟୋଗୀ, କଣ୍ଟେଣ୍ଟ୍‌ କ୍ରିଏଟର୍‌, ନବସୃଜନକାରୀ, ଉଦୀୟମାନ ନେତା ଏବଂ କୃତିତ୍ୱ ହାସଲକାରୀଙ୍କ ସମେତ ବିବିଧ ପୃଷ୍ଠଭୂମିର […]

Continue reading