ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,DA ରେ ୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,DA ରେ ୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତା ବା ଡିଏ (DA)ରେ ୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମୂଳ ଦରମାର ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦୀର୍ଘଦିନ ଧରି ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା […]

Continue reading →
ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ – ବିଜେପି ହାତରୁ ଖସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର

ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ – ବିଜେପି ହାତରୁ ଖସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର

ଉତ୍ତରପ୍ରଦେଶ ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ଆସିଯାଇଛି। ଏଥିରେ ବିଜେପି ୬ଟି ଆସନ ହାତେଇଥିବା ବେଳେ ବିରୋଧୀ ଦଳ ସମାଜବାଦୀ ପାର୍ଟି (ସପା) ହାତରୁ ୩ଟି ଆସନ ଯାଇଛି। ବାକି ଆସନ ଲାଗି ଭୋଟଗଣନା ଜାରି ରହିଛି। ଏହି ଏମଏଲସି ନିର୍ବାଚନରୁ ରାଜ୍ୟରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ସପା ମଧ୍ୟରେ ସମ୍ମାନର ଲଢେଇ ଭାବେ ଦେଖା ଯାଉଛି। ନିର୍ବାଚନରେ ବାରଣାସୀ ଶିକ୍ଷକ ନିର୍ବାଚନମଣ୍ଡଳିରେ ସମାଜବାଦୀ ପାର୍ଟିର ଲାଲବିହାରୀ […]

Continue reading →