ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁରଙ୍କ୧୨୩ ତମ ଜୟନ୍ତୀ

ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁରଙ୍କ୧୨୩ ତମ ଜୟନ୍ତୀ

ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁର ଶ୍ରୀବାସ୍ତବ ବା ଶାସ୍ତ୍ରୀଙ୍କର ୧୨୩ ତମ ଜୟନ୍ତୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ପାଳିତ ହେବାକୁ ଯାଉଛି । ରାଜଧାନୀରେ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସକାଳ ସାଢେ଼ ନଅଟା ସମୟରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରେ ବିଧାନସଭା ସମ୍ମୁଖରେ ଏବଂ ସାଢେ଼ ଆଠଟା ସମୟରେ ବିଧାନସଭା ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ […]

Continue reading →
“କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ “

“କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ “

ଧର୍ମୀୟ ଓ ଦାର୍ଶନିକ ଉକ୍ତି  “କେହି ରହି ନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ ” ହିଁ ନିର୍ବିବାଦୀୟ ସତ୍ୟ , ଯାହା ମଣିଷ ଜୀବନର ନଶ୍ୱରତା ଏବଂ ସଂସାରର ଅସ୍ଥାୟୀ ରୂପକୁ  ସୂଚେଇ ଦେଇଥାଏ । ଏହି ଅସୀମ ନାଟକର ମଞ୍ଚ ହେଉଛି ଆମର ଏହି ପୃଥିବୀ, ଆଉ ଆମେ ସମସ୍ତେ ନିଜ ନିଜର ଭୂମିକା ତୁଲାଉଥିବା ଜଣେ ଜଣେ କଳାକାର ବା ଅଭିନେତା ବା […]

Continue reading →
ଦାୟିତ୍ୱବୋଧ ହିଁ ମଣିଷକୁ ପରିପକ୍ୱ କରେ

ଦାୟିତ୍ୱବୋଧ ହିଁ ମଣିଷକୁ ପରିପକ୍ୱ କରେ

ଆଜିକାଲି ପ୍ରାୟ ସବୁ ବାପା–ମା’ଙ୍କର ଗୋଟିଏ ଧାରଣା—”ପିଲାଟା ପାଠ ପଢ଼ୁଛି, ତାକୁ ଆଉ ଘରକାମ କରିବାକୁ କାହିଁକି କହିବା?” ଏହି ଭାବନାରୁ ଆମେ ତା’ର ବହି ସଜାଡ଼ିବା, ବିଛଣା ପକାଇବା, ପାଣି ଆଣିଦେଉ, ଖାଇସାରି ଥାଳି ମଧ୍ୟ ଉଠାଇ ରଖିଦେଉ। ଆମକୁ ଲାଗେ ଏହା ହିଁ ସ୍ନେହ। କିନ୍ତୁ ଅଜାଣତରେ ଆମେ ତା’ଠାରୁ ଜୀବନର ଏକ ବଡ଼ ଶିକ୍ଷା ଛଡ଼ାଇ ନେଉଛୁ। ଇଂରାଜୀରେ ଗୋଟିଏ ସୁନ୍ଦର କଥା ଅଛି—”Responsibility makes maturity.” ଅର୍ଥାତ୍ ଦାୟିତ୍ୱବୋଧ ହିଁ ମଣିଷକୁ […]

Continue reading →
ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା, ପିଲାଙ୍କୁ ମିଳିବ ନୂଆ ବହି

ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା, ପିଲାଙ୍କୁ ମିଳିବ ନୂଆ ବହି

୨ ସପ୍ତାହ ହେଲାଣି ବହିରେ ତ୍ରୁଟିକୁ ନେଇ ସାରା ରାଜ୍ୟ ହୁଲ୍‌ସ୍ତୁଲ୍‌ ହେଉଛି । ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଠିଆ ହୋଇଛି ପ୍ରଶ୍ନ ଚିହ୍ନ । ଅଭିଭାବକ ଚିନ୍ତାରେ । ଶିକ୍ଷକ ଚିନ୍ତାରେ । ଛାତ୍ରଛାତ୍ରୀ ମଧ୍ୟ ଚିନ୍ତାରେ । ସମସ୍ତଙ୍କ ମନରେ ଅସନ୍ତୋଷ ।  ଏମିତି ସ୍ଥିତିରେ ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା ସାମ୍ନାକୁ ଆସିଛି  । ସେ କହିଛନ୍ତି ସରକାର ଏ ତ୍ରୁଟିଗୁଡିକୁ ଗମ୍ଭୀରତାର ସହ ନେଇଛନ୍ତି । […]

Continue reading →
ପାନଖିଆ ରସିକ ପାଟି

ପାନଖିଆ ରସିକ ପାଟି

ପ୍ରଦ୍ୟୁମ୍ନ ଶତପଥୀ ପରମ ସମ୍ମାନନୀୟ/ ଆଦରଣୀୟ ବନ୍ଧୁ ବର୍ଗ ! ଆପଣମାନଙ୍କ ସପରିବାର ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ଶୁଭ ସକାଳ । ଆଜ୍ଞା ! ଆପଣ ମାନେ ଭଲ ଭାବରେ ଅବଗତ ଯେ ଆମେ ଜଣେ ପାନୁଆ , ଏହା ଗର୍ବର ସହିତ ସ୍ବୀକାର କରି ଆମେ ଅନେକ ସମୟରେ ପାନ, ଖିଲିପାନ ଶୀର୍ଷକରେ ଅନେକ କବିତା ମାଧ୍ୟମରେ ସମାଜର ବାସ୍ତବ ସ୍ଥିତି ଆପଣ ମାନଙ୍କ ଦୃଷ୍ଟି ଆକର୍ଷଣ […]

Continue reading →