ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୌଦାନ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ବିଜେପି ସାଂସଦ ସମ୍ବିତ ପାତ୍ର ଏବଂ ଦଳର ବରିଷ୍ଠ ନେତା ଭୁବନେଶ୍ୱର ବିମାନ ବନ୍ଦରରେ ସୌଦାନଙ୍କୁ ପୁSaudan Singhଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି । ନିକଟରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଏବଂ ବିହାର ଦାୟିତ୍ବ ଗ୍ରହଣ କରିଥିଲେ ସୌଦାନ […]
Continue readingCategory Archives: ରାଜନୀତି
୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍ ପାଇଲାନାହିଁ- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍ ପାଇଲାନାହିଁ । ବିରୋଧୀଙ୍କ କାମ ହେଲା ସରକାରଙ୍କୁ ସମାଲୋଚନା କରିବା ଏବଂ ଭୁଲ୍କୁ ଠିକ୍ କରିବା । କିନ୍ତୁ ଏଠି ବିରୋଧୀ ଦଳ ସବୁ ଭଲକୁ ବିରୋଧ କରୁଛନ୍ତି । ଏମିତି କିଛି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ବିଜେପି । ଯାହାକୁ ନେଇ […]
Continue readingବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦ୍ଵିତୀୟ ଦିବସ : ଯେମିତି ରାଜ୍ୟରେ ବିଜେପି ସରକାର କରିବ ସେ ନେଇ ଗୁରୁମନ୍ତ୍ର ଦେଲେ ବି ଏଲ ସନ୍ତୋଷ
ଆମେ ଏଠାରେ କାହିଁକି ଅଛୁ ? ଆମେ ଏଠାରେ କଣ କରୁଛୁ ? ଆମେ ଅନ୍ୟମାନଙ୍କଠାରୁ କେତେ ଭିନ୍ନ ? ଏଭଳି କିଛି କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ପ୍ରଶ୍ନ କରି ଆତ୍ମସମୀକ୍ଷା କରିବାକୁ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ | ଅନେକ ଦିନ ପରେ ରାଜ୍ୟରେ ଦଳ କ୍ଷମତାକୁ ଆସିଛି, ଆଗାମୀ ଦିନରେ ସରକାର ଯେମିତି ରିପିଟ କରିବ ଏବଂ ଲମ୍ବା ସମୟ ଧରି ରାଜ୍ୟରେ ବିଜେପି ସରକାର କରିବ ସେ ନେଇ […]
Continue readingବିଜେପି ପାର୍ଟିର ନୂଆ ସୋସିଆଲ ମିଡିଆ ସଂଯୋଜକ ଭାବେ ନିଯୁକ୍ତ ହେଲେ ଦୀପକ ମହସ୍କେ
କେତେକ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ବିଜେପି ପାର୍ଟିର ଜାତୀୟ ଟିମ୍ ରେ ପରିବର୍ତ୍ତନ କରାଯାଇଛି। ଏଥିରେ ଦୀପକ ମହସ୍କେ ନୂଆ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ମହସ୍କେଙ୍କୁ ସୋସିଆଲ ମିଡିଆ ସହସଂଯୋଜକ ନିଯୁକ୍ତ ପ୍ରୀତି ଗାନ୍ଧି, ଶିବାନନ୍ଦ ଦ୍ୱିବେଦୀ, ଆଲୋକ ଭଟ୍ଟ ଓ ଅଋଣ ଯୋଦବଙ୍କ ସହଯୋଗ ମିଳିବ। ସେହିପରି ପାର୍ଟି ଅନିଲ ବଲୁନୀଙ୍କୁ ମିଡିଆ ସମନ୍ୱୟକ ନିଯୁକ୍ତ କରିଛି। ଯୁଗ୍ମ ସମନ୍ୱୟକ ଆଶିଷ ଉଷା ଅଗ୍ରୱାଲ, ପ୍ରଦୀପ ଭଣ୍ଡାରୀ ଓ ସିଦ୍ଧାର୍ଥ […]
Continue readingନୂଆ ଟିମ ଘୋଷଣା କଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ,ପାର୍ଟିର ନୂଆ ଟିମରେ ବିନୋଦ ତାୱଡେ ଏବଂ ସ୍ମୃତି ଇରାନୀଙ୍କୁ ‘ରାଷ୍ଟ୍ରୀୟ ମହାସଚିବ’ ଦାୟିତ୍ୱ
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି । ନୂଆ ରାଷ୍ଟ୍ରୀୟ ଟିମରେ ବହୁ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ଘୋଷଣା କରିଛି । ବିଜେପିର ନୂଆ ଟିମରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜଣେ ରାଷ୍ଟ୍ରୀୟ ମହାସଚିବ (ସଂଗଠନ), ଦୁଇ ଜଣ ରାଷ୍ଟ୍ରୀୟ ଉପ-ମହାସଚିବ (ସଂଗଠନ), ଆଠ ଜଣ […]
Continue readingକଂଗ୍ରେସ ମୁଖ୍ୟାଳୟରେ ଜାତୀୟ ଗାନ ଏବଂ ଜାତୀୟ ପ୍ରତିକ ତ୍ରିରଙ୍ଗା ପ୍ରତି ଉଦ୍ଦେଶ୍ୟମୁଳକ ଭାବେ ଅସମ୍ମାନ ପ୍ରଦର୍ଶନ ପ୍ରସଙ୍ଗରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ନୀରବ ଶୋଭାଯାତ୍ରା
ଗତ କାଲି ଦିଲ୍ଲୀରେ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବରିଷ୍ଠ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ, କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖାଡଗେ, ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଜାତୀୟ ଗାନ ଏବଂ ଜାତୀୟ ପ୍ରତିକ ତ୍ରିରଙ୍ଗା ପ୍ରତି ଯେଉଁ ଭଳି ଉଦ୍ଦେଶ୍ୟମୁଳକ ଭାବେ ଅସମ୍ମାନ ପ୍ରଦର୍ଶନ କରିଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ଣ୍ଣ ବନ୍ଦେ ମାତରମ୍ ଗାନ ଶୁଣି ଶ୍ରୀମତୀ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡଗେ […]
Continue readingଗଣତନ୍ତ୍ରର ସୁରକ୍ଷା ପାଇଁ ଜରୁରୀ ନିର୍ଭୁଲ ଭୋଟର ତାଲିକା?
ଭାରତୀୟ ନିର୍ବାଚନ କମିଶନ ଦେଶର ଭୋଟର ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଚାଲୁ ରହିଥିବା ବିଶେଷ ସଂଶୋଧନ ପ୍ରକ୍ରିୟା ଅଧୀନରେ, ନୂତନ ଭୋଟରମାନେ ନାମ ପଞ୍ଜୀକରଣ ପାଇଁ ଫର୍ମ-୬ ଆବେଦନ କରିବା ସମୟରେ ସେମାନଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମା’ଙ୍କ ପୂର୍ବ SIR ତାଲିକାରେ ଥିବା ବିବରଣୀ ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି। କମିଶନଙ୍କ ସୂଚନା ଅନୁଯାୟୀ, ମୂଳ ଫର୍ମ-୬ରେ କୌଣସି ଆଇନଗତ ସଂଶୋଧନ କରାଯାଇ […]
Continue readingଆମ ଦଳରେ ବିବାଦ ନାହିଁ କି ଝଗଡା ନାହିଁ
ଝାରସୁଗୁଡାରେ ବିଜେପି କନ୍ଦଳ ପ୍ରସଙ୍ଗରେ ଏବେ ଚର୍ଚା ଜୋର ଧରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ବିଜେପିରେ ସମସ୍ତେ ଏକ ହୋଇ କାମ କରୁଥିବା କହିଛନ୍ତି । ମନମୋହନ କହିଛନ୍ତି ଏକ ହୋଇ ନଥିଲେ ଖଣ୍ଡେ ଭୋଟ୍ ମିଳିନଥାନ୍ତା । ଏକାଠି ଅଛୁ ବୋଲି ସରକାର କରିଛୁ ଓ ୨୦ ସାଂସଦ ଜିତିଛୁ ବୋଲି ମନମୋହନ କହିଛନ୍ତି । ମନମୋହନ କହିଛନ୍ତି, ଆମ ଦଳରେ ବିବାଦ ନାହିଁ କି ଝଗଡା […]
Continue readingସମୁଦ୍ରରେ ଶତ୍ରୁର କାଳ ସାଜିବ ‘INS ମହେନ୍ଦ୍ରଗିରି
ଭାରତୀୟ ନୌସେନାର ସାମୁଦ୍ରିକ ସୁରକ୍ଷା ରଣନୀତିରେ ଯୋଡ଼ି ହୋଇଛି ଏକ ଶକ୍ତିଶାଳୀ ମହାଅସ୍ତ୍ର। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ‘ଆଇଏନ୍ଏସ୍ ମହେନ୍ଦ୍ରଗିରି’ ଏବେ ସମୁଦ୍ରରେ ଶତ୍ରୁ ପକ୍ଷକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି। ଓଡ଼ିଶାର ଗଜପତି ଜିଲ୍ଲାରେ ଅବସ୍ଥିତ ପବିତ୍ର ଓ ଐତିହାସିକ ‘ମହେନ୍ଦ୍ରଗିରି’ ପର୍ବତମାଳା ନାମରେ ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜର ନାମକରଣ କରାଯାଇଛି, ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଗୌରବର ବିଷୟ। ମୁମ୍ବାଇର ମାଜଗାଓଁ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ (MDL) […]
Continue readingରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ,ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ
ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ। ଦୀର୍ଘ ଦିନ ଧରି ଶଙ୍ଖ ଦଳର ପ୍ରମୁଖ ଚେହେରା ସାଜିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶହ ଶହ ସମର୍ଥକଙ୍କ ଗହଣରେ ଆସି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ ବିଶ୍ଵାଳ। ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ […]
Continue reading








