ଆଫଗାନିସ୍ତାନ ୧୫୨ ରନ୍‌ରେ ଅଲ୍‌ଆଉଟ୍‌

ଆଫଗାନିସ୍ତାନ ୧୫୨ ରନ୍‌ରେ ଅଲ୍‌ଆଉଟ୍‌

ସ୍ଥାନୀୟ ମହାରାଜା ୟଦବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ଏହି ମୁକାବିଲାର ଆଜି ହେଉଛି ତୃତୀୟ ଦିନ। ଆଫଗାନିସ୍ତାନ ଟିମ୍‌ ପ୍ରଥମ ପାଳିରେ ୧୫୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଟିମ୍‌କୁ ଏବେ ଫଲୋଅନ୍‌ ଖେଳିବାକୁ ପଡ଼ିବ। ଭାରତ ତରଫରୁ ସ୍ପିନ ମାନବ ସୂତାର ନିଜର ପଦାର୍ପଣ ଇନିଂସରେ ୬ଟି ୱିକେଟ୍‌ ହାସଲ କରିଛନ୍ତି। ପ୍ରଥମ ପାଳି ଆଧାରରେ ଭାରତକୁ ୪୧୨ ରନ୍‌ର ଅଗ୍ରଣୀ ମିଳିଛି। ଭାରତୀୟ ଟିମ୍‌ର ୨୩ ବର୍ଷୀୟ […]

Continue reading →
କ୍ରୀଡ଼ା କେବଳ, ମେଡାଲ, ରେକର୍ଡ କିମ୍ବା ଜୟ-ପରାଜୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଜୀବନରେ ଅନୁଶାସନ

କ୍ରୀଡ଼ା କେବଳ, ମେଡାଲ, ରେକର୍ଡ କିମ୍ବା ଜୟ-ପରାଜୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଜୀବନରେ ଅନୁଶାସନ

କ୍ରୀଡ଼ା କେବଳ, ମେଡାଲ, ରେକର୍ଡ କିମ୍ବା ଜୟ-ପରାଜୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଜୀବନରେ ଅନୁଶାସନ, ଟିମ୍ ୱାର୍କ ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଧୈର୍ଯ୍ୟ ଶିଖାଇଥାଏ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ର ଉଦ୍‌ଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ କ୍ରୀଡ଼ାର ବିକାଶ […]

Continue reading →