ଜନ୍ମ ନୁହେଁ, ବରଂ ଗୁଣ, କର୍ମ ଓ ଜ୍ଞାନ ଆଧାରରେ ବ୍ରାହ୍ମଣତ୍ୱ ହୁଏ ନିର୍ଦ୍ଧାରିତ

ପ୍ରଦ୍ୟୁମ୍ନ ଶତପଥୀ ବନ୍ଧୁ ରଣଜିତ ପ୍ରଧାନଙ୍କ ସହିତ ମୁଖ ପୁସ୍ତକରେ ବନ୍ଧୁତାର ଷଷ୍ଠ ବାର୍ଷିକୀ ଅବସର , ଗତକାଲି ତାଙ୍କର ପ୍ରଶଂସାର ଭାଷା, ଯେଉଁଥିପାଇଁ ଆମେ ସେଭଳି ଯୋଗ୍ୟ ମଧ୍ୟ ନୋହୁଁ , ତାଙ୍କର ପ୍ରଶ୍ନ, ଆମର ଉତ୍ତର । ଜନ୍ମ ନୁହେଁ, ବରଂ ଗୁଣ, କର୍ମ ଓ ଜ୍ଞାନ ଆଧାରରେ ବ୍ରାହ୍ମଣତ୍ୱ ହୁଏ ନିର୍ଦ୍ଧାରିତ।​ ଉପନିଷଦ ଓ ବେଦାନ୍ତ ଦର୍ଶନରେ “ବ୍ରହ୍ମ” ବା “ବ୍ରାହ୍ମଣ” ହେଉଛନ୍ତି ସୃଷ୍ଟିର ସର୍ବୋଚ୍ଚ, ଅନାଦି, ଅନନ୍ତ ଓ ନିରାକାର ପରମ […]

Continue reading
ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା

ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା

ପ୍ରଦ୍ୟୁମ୍ନ ଶତପଥୀ ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା । ହଜାର ହଜାର ବର୍ଷ ଧରି ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଇଆସୁଅଛି ।ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମ ଗ୍ରହଣ କରିଥିଲେ । ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ ।ଏହାଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା । ଶାନ୍ତନୁ […]

Continue reading
ସ୍ମୃତିରେ ଜୁଲାଇ ୨୫ ତାରିଖ

ସ୍ମୃତିରେ ଜୁଲାଇ ୨୫ ତାରିଖ

ଆଜି ୧୪୩୩ ସାଲ,୧୯୪୮ଶକାଦ୍ଦ , ଆଷାଢ଼ ଶୁକ୍ଳ ଏକାଦଶୀ/ ଦ୍ଵାଦଶୀ, ଜୁଲାଇ ୨୫ ତାରିଖ, ଶନିବାର । ଆଜିର ସ୍ମରଣୀୟ ଘଟଣା ହେଲା , ଠିକ୍ ୨୪ ବର୍ଷ ତଳେ ଆଜିର ତାରିଖରେ ଦେଶର ଏକାଦଶତମ ରାଷ୍ଟ୍ରପତି ଭାବେ ବହୁମୁଖି ପ୍ରତିଭାସମ୍ପନ୍ନ , ଇତିହାସ ସିଦ୍ଧ ପୁରୁଷ ଡଃ ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ଶପଥଗ୍ରହଣ କରିଥିଲେ । ସେହିପରି ଆଜିର ତାରିଖରେ,୨୦୧୨ ମସିହାରେ ବରେଣ୍ୟ ପ୍ରଣବ ମୁଖାର୍ଜୀ ଦେଶର ତ୍ରୟୋଦଶତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ […]

Continue reading
ମନ ଜିଣିଲେ ଧର୍ମେନ୍ଦ୍ର ପ୍ରଧାନ

ମନ ଜିଣିଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମସ୍ତଙ୍କ ମନ ଜଣିଲେ ଧର୍ମେନ୍ଦ୍ର ପ୍ରଧାନ । ଇସ୍ତଫା ସହ ଧର୍ମେନ୍ଦ୍ରଙ୍କ ଦୁଇ ପୃଷ୍ଠା ସମ୍ବଳିତ ଲେଖା ମୋର ଯୁବ ସାଥୀମାନେ,ମୁଁ ଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ ରହିଛି। ମୋର ସଦାବେଳେ ଏହି ବିଶ୍ୱାସ ରହିଛି ଯେ ଏକ ସଶକ୍ତ, ସମାବେଶୀ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ସଶକ୍ତ ରାଷ୍ଟ୍ରର ଆଧାରଶୀଳା ଅଟେ।ମୁଁ ଦେଶର ଯୁବକମାନଙ୍କର […]

Continue reading
ସ୍ମୃତିରେ ଜୁଲାଇ ୨୫ ତାରିଖ

ସ୍ମୃତିରେ ଜୁଲାଇ ୨୫ ତାରିଖ

ଆଜି ୧୪୩୩ ସାଲ,୧୯୪୮ଶକାଦ୍ଦ , ଆଷାଢ଼ ଶୁକ୍ଳ ଏକାଦଶୀ/ ଦ୍ଵାଦଶୀ, ଜୁଲାଇ ୨୫ ତାରିଖ, ଶନିବାର । ଆଜିର ସ୍ମରଣୀୟ ଘଟଣା ହେଲା , ଠିକ୍ ୨୪ ବର୍ଷ ତଳେ ଆଜିର ତାରିଖରେ ଦେଶର ଏକାଦଶତମ ରାଷ୍ଟ୍ରପତି ଭାବେ ବହୁମୁଖି ପ୍ରତିଭାସମ୍ପନ୍ନ , ଇତିହାସ ସିଦ୍ଧ ପୁରୁଷ ଡଃ ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ଶପଥଗ୍ରହଣ କରିଥିଲେ । ସେହିପରି ଆଜିର ତାରିଖରେ,୨୦୧୨ ମସିହାରେ ବରେଣ୍ୟ ପ୍ରଣବ ମୁଖାର୍ଜୀ ଦେଶର ତ୍ରୟୋଦଶତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ […]

Continue reading
ବିଶ୍ଵ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ଓ ଓଡ଼ିଶା ପ୍ରୀତି ସମ୍ପର୍କରେ ଏଯାବତ୍ ସଠିକ୍ ଆଲୋଚନା ହୋଇନାହିଁ

ବିଶ୍ଵ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ଓ ଓଡ଼ିଶା ପ୍ରୀତି ସମ୍ପର୍କରେ ଏଯାବତ୍ ସଠିକ୍ ଆଲୋଚନା ହୋଇନାହିଁ

ବିଶ୍ଵ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ଓ ଓଡ଼ିଶା ପ୍ରୀତି ସମ୍ପର୍କରେ ଏଯାବତ୍ ସଠିକ୍ ଆଲୋଚନା ନହେବା ଅବା ସଠିକ୍ ଭାବରେ ଇତିହାସରେ ବିସ୍ତୃତ ଭାବରେ ବର୍ଣ୍ଣନା ନହେବା କେବଳ ଏକ ବିଡମ୍ବନା ନୁହେଁ, ଅଧିକନ୍ତୁ କୃତଜ୍ଞତା ତଥା ଚକ୍ରାନ୍ତିଆ ମସୀଲିପ୍ତ ଷଡ଼ଯନ୍ତ୍ର ବୋଲି ଆମର ନିଜସ୍ୱ ମତ ।‌ ” ମୋତେ ତୁମ୍ଭେମାନେ ରକ୍ତ ଦିଅ, ମୁଁ ତୁମ୍ଭମାନଙ୍କୁ ସ୍ବାଧୀନତା ଦେବି” ଏହି ଦୃପ୍ତ କଣ୍ଠର ଆହ୍ବାନ ଥିଲା ଓଡ଼ିଶାର ପାଣି ପବନରେ […]

Continue reading
ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଆବଶ୍ୟକ ‘ଭୋଟର ଲିଷ୍ଟ’

ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଆବଶ୍ୟକ ‘ଭୋଟର ଲିଷ୍ଟ’

ଗଣତନ୍ତ୍ରର ସବୁଠାରୁ ବଡ଼ ମୂଳଦୁଆ ହେଉଛି ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା। ଯଦି ଭୋଟର ତାଲିକାରେ ଅନିୟମିତତା ରହେ, ତେବେ ତାହା ସୁଶାସନ ପ୍ରକ୍ରିୟାକୁ ବାଧିତ କରିଥାଏ। ଭୋଟର ତାଲିକାକୁ ନିର୍ମଳ କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହେଉଛି ଭୋଟର କାର୍ଡ (EPIC) ସହିତ ଆଧାର ନମ୍ବରର ସମ୍ପୂର୍ଣ୍ଣ ସଂଯୋଗୀକରଣ। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ବାୟୋମେଟ୍ରିକ୍ ତଥ୍ୟ ସହଜରେ ଯାଞ୍ଚ କରାଯାଇପାରିବ। ଯେଉଁମାନେ ଭିନ୍ନ ଭିନ୍ନ ସ୍ଥାନରେ ନକଲି ନାମ କିମ୍ବା […]

Continue reading
ପାନଖିଆ ରସିକ ପାଟି

ପାନଖିଆ ରସିକ ପାଟି

ପ୍ରଦ୍ୟୁମ୍ନ ଶତପଥୀ ପରମ ସମ୍ମାନନୀୟ/ ଆଦରଣୀୟ ବନ୍ଧୁ ବର୍ଗ ! ଆପଣମାନଙ୍କ ସପରିବାର ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ଶୁଭ ସକାଳ । ଆଜ୍ଞା ! ଆପଣ ମାନେ ଭଲ ଭାବରେ ଅବଗତ ଯେ ଆମେ ଜଣେ ପାନୁଆ , ଏହା ଗର୍ବର ସହିତ ସ୍ବୀକାର କରି ଆମେ ଅନେକ ସମୟରେ ପାନ, ଖିଲିପାନ ଶୀର୍ଷକରେ ଅନେକ କବିତା ମାଧ୍ୟମରେ ସମାଜର ବାସ୍ତବ ସ୍ଥିତି ଆପଣ ମାନଙ୍କ ଦୃଷ୍ଟି ଆକର୍ଷଣ […]

Continue reading
ଆମେରିକା-ଇରାନ ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ

ଆମେରିକା-ଇରାନ ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ

ପଶ୍ଚିମ ଏସିଆ (ମଧ୍ୟ ପ୍ରାଚ୍ୟ) ବର୍ତ୍ତମାନ ପୁଣି ଏକ ଯୁଦ୍ଧ ସ୍ଥିତିରେ ପହଞ୍ଚିଛି। ଆମେରିକା ଏବଂ ଇରାନ ମଧ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଚାଲିଥିବା କ୍ଷେପଣାସ୍ତ୍ର ମାଡ଼ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ନିକଟତର କରିଦେଇଛି। ଏହି ସଂଘର୍ଷ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାଂଘାତିକ ବୟାନ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଇରାନକୁ ଏକ ବଡ଼ ଧମକ ଦେଇ କହିଛନ୍ତି ଯେ, ଇରାନ […]

Continue reading
ବେଙ୍ଗଲରେ ପୁଣି ରକ୍ତାକ୍ତ ରାଜନୀତି: ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା; ପୁଣି ‘ରାଜନୈତିକ ହତ୍ୟାକାଣ୍ଡ’ର କଳା ଚିତ୍ର

ବେଙ୍ଗଲରେ ପୁଣି ରକ୍ତାକ୍ତ ରାଜନୀତି: ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା; ପୁଣି ‘ରାଜନୈତିକ ହତ୍ୟାକାଣ୍ଡ’ର କଳା ଚିତ୍ର

ପଶ୍ଚିମବଙ୍ଗ ରାଜନୀତିର ପାରଦ ଏବେ ଶିଖରରେ ଥିବା ବେଳେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ମଧ୍ୟମଗ୍ରାମ ନିକଟରେ ଗୁଳି କରି ହତ୍ୟା କରାଯାଇଛି। ବିଧାନସଭା ପାସ୍ ଲାଗିଥିବା ଗାଡ଼ି ଭିତରେ ଚନ୍ଦ୍ରନାଥଙ୍କୁ ଆତତାୟୀମାନେ ଟାର୍ଗେଟ୍ କରିଥିଲେ। ବିଜେପି ଏହାକୁ ଏକ ‘ସୁନିୟୋଜିତ ହତ୍ୟାକାଣ୍ଡ’ ବୋଲି କହିଥିବା ବେଳେ ଟିଏମସି ଏହାର ନିନ୍ଦା […]

Continue reading