କ୍ୟାମ୍ପସରେ ରାଜନୀତିର ବିଷବଳୟ: ଗଣତନ୍ତ୍ରର ଶିକ୍ଷା ନା ହିଂସାର ଆଖଡ଼ା?

କ୍ୟାମ୍ପସରେ ରାଜନୀତିର ବିଷବଳୟ: ଗଣତନ୍ତ୍ରର ଶିକ୍ଷା ନା ହିଂସାର ଆଖଡ଼ା?

ଦୀର୍ଘ ଆଠ ବର୍ଷର ନୀରବତା ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୁଣି ଥରେ ଛାତ୍ର ନିର୍ବାଚନର ଡାକରା ଶୁଣିବାକୁ ମିଳିଲା। ଛାତ୍ରଛାତ୍ରୀଙ୍କ ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିଜ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବାର ଆଶା ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଶେଷରେ ଯେଉଁ ରୂପ ନେଲା, ତାହା ସମଗ୍ର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ସହ ରାଜଧାନୀର ଶିକ୍ଷାନୁଷ୍ଠାନ ଉତ୍କଳ […]

ସରିଛି ଛାତ୍ର ସଂସଦ ନିର୍ବାଚନ , କେଉଁଠି କିଏ ଜିତିଲେ

ସରିଛି ଛାତ୍ର ସଂସଦ ନିର୍ବାଚନ , କେଉଁଠି କିଏ ଜିତିଲେ

ସରିଛି ଛାତ୍ର ସଂସଦ ନିର୍ବାଚନ । ଆଜି ପ୍ରକାଶ ପାଉଛି ଗୋଟିଏ ପରେ ଗୋଟିଏ କଲେଜର ନିର୍ବାଚନ ରେଜଲ୍ଟ । କ୍ୟାମ୍ପସକୁ ମିଳିଛନ୍ତି ନୂଆ ନେତା । କାଁଭାଁ ହିଂସାକାଣ୍ଡକୁ ଛାଡ଼ି ଦେଲେ ଶାନ୍ତିଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ସରିଛି । ୮ବର୍ଷ ପରେ ନିର୍ବାଚନ ପାଇଁ ଆଜି ବିଭିନ୍ନ କ୍ୟାମ୍ପସ ହୋଇଥିଲା ସରଗରମ । ଉତ୍ସାହର ସହ ଆସି ଭୋଟ ଦେଇଥିଲେ ଛାତ୍ରଛାତ୍ରୀ । ବାଲାଟ ବକ୍ସ ଖୋଲାଯାଇ ଭୋଟ ଗଣତି ପରେ ଫଳାଫଳ […]

ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।  ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପରିବହନ ଗାଡ଼ି ପାର୍କିଂ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ।  ରାଜପଥ ଓ ଶିଳ୍ପାଞ୍ଚଳରେ ମାଳମାଳ ବଡ ଗାଡ଼ି ଓ ଟ୍ରକ୍ ପାର୍କିଂ ଯୋଗୁଁ ବଢୁଥିବା ସଡ଼କ ଦୁର୍ଘଟଣା ଓ ଲୋକଙ୍କ ସୁରକ୍ଷା ପ୍ରତି ଚିନ୍ତାପ୍ରକଟ କରିଛନ୍ତି ଧର୍ମେନ୍ଦ୍ର। ରାଜ୍ୟରେ ଖଣି ଓ ଶିଳ୍ପ କରିଡରଗୁଡ଼ିକରେ ଟ୍ରକଗୁଡ଼ିକ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଧାଡ଼ି କରି […]

କାଲି ଛାତ୍ର ସଂସଦ ନିର୍ବାଚନ,ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

କାଲି ଛାତ୍ର ସଂସଦ ନିର୍ବାଚନ,ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

କାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କୌଣସି ହିଂସା ନକରି ଶାନ୍ତିଶୃଙ୍ଖଳାର ସହ ମତଦାନ କରିବାକୁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହା ମାଧ୍ୟମରେ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖାଯାଉଛି । ନିରନ୍ତର ସମୀକ୍ଷା ଚାଲିଛି । ଶାନ୍ତିଶୃଙ୍ଖଳା […]

କଳିଙ୍ଗନଗରରେ ୩୯,୩୮୩ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗନଗରରେ ୩୯,୩୮୩ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଶିଳ୍ପାୟନ ଓ ଆର୍ଥିକ ବିକାଶକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ କଳିଙ୍ଗନଗରରେ ୩୯,୩୮୩ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପ କ୍ଷେତ୍ରକୁ ନୂଆ ଦିଗ ଦେବା ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ମୋଟ ୪୨,୫୧୨ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ଦ୍ୱାରା […]

Wheather

BHUBANESWAR PUR WEATHER
October 2026
M T W T F S S
 1234
567891011
12131415161718
19202122232425
262728293031