ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ଥିବା ମା ବଗଳାମୁଖୀ ମନ୍ଦିର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ନିକଟରେ ଥିବା ନାଳରେ ପ୍ରବଳ ବର୍ଷା ଜଳ ସ୍ରୋତରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଇଥିବା ଏକ କାର୍ ଭାସି ଯାଇଛି। ଏହି ଦୁର୍ଘଟଣାରେ ଭୁବନେଶ୍ବର ସ୍ଥିତ ଜୟଦେବ ବିହାରର ଗୋଟିଏ ପରିବାରର ତିନି ଜଣ ଶିଶୁ, ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷ ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ସ୍ଥାନୀୟ ଏକ ଟ୍ରାଭେଲ ଏଜେନ୍ସିର […]
Continue readingCategory Archives: Uncategorized
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୂଆ ଗେଜେଟ୍ ବିଜ୍ଞପ୍ତି,୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୂଆ ଗେଜେଟ୍ ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ତେବେ ୨,୦୦୦ରୁ ଅଧିକ କାରବାର ଉପରେ ତୁରନ୍ତ କୌଣସି ନୂଆ ଫି’ ଲାଗୁ ହୋଇନାହିଁ । ଏହା କେବଳ ଭବିଷ୍ୟତରେ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ଶୁଳ୍କ ଲଗାଇବା ପାଇଁ ଆଇନଗତ ଭିତ୍ତି ପ୍ରସ୍ତୁତ କରିଛି । ବ୍ୟାଙ୍କ […]
Continue readingନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରୀୟ ସଂଚାର ବ୍ୟୁରୋ, ସମ୍ବଲପୁର ଶାଖା ପକ୍ଷରୁ ଧମାରେ ଆୟୋଜିତ ସଚେତନତା ଅଭିଯାନ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ସମ୍ବଲପୁର ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ଧମା ଗ୍ରାମ ପଞ୍ଚାୟତରେ ‘ନିଶାମୁକ୍ତ ଭାରତ ଏବଂ ବିକଶିତ ଭାରତ ପାଇଁ ମୋ ଯୁବ ଭାରତର ସଙ୍କଳ୍ପ’ ବିଷୟବସ୍ତୁ ଉପରେ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ୭ ଓ ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ନିଶାମୁକ୍ତ ଭାରତ […]
Continue readingଦିଲ୍ଲୀର ଜନ୍ତର ମନ୍ତରରେ ପୁଣି ଥରେ ଏକ ବଡ଼ ପ୍ରଦର୍ଶନ, ସଂରକ୍ଷଣ ବିରୋଧରେ ଆନ୍ଦୋଳନ , ଆନ୍ଦୋଳନ କରୀଙ୍କୁ ଉଠାଇନେଲା ପୋଲିସ
ଦିଲ୍ଲୀର ଜନ୍ତର ମନ୍ତରରେ ପୁଣି ଥରେ ଏକ ବଡ଼ ପ୍ରଦର୍ଶନ ହେଉଛି । ଏଥର, ଅଣ-ସଂରକ୍ଷିତ (ସାଧାରଣ) ବର୍ଗର ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ଏକତ୍ରିତ ହୋଇଛନ୍ତି । ପ୍ରଦର୍ଶନକାରୀମାନେ, ମୁଖ୍ୟତଃ ୟୁଜିସିର ସମାନତା ନିୟମ ବିରୋଧରେ ପ୍ରତିବାଦ ଏବଂ ଜାତି-ଭିତ୍ତିକ ସଂରକ୍ଷଣରେ ସଂସ୍କାର ଦାବି କରୁଛନ୍ତି । ଏହି ପ୍ରତିବାଦରେ ରାଜସ୍ଥାନର “ଜେନେରାଲ୍ ସେନା” ଏବଂ “ଚାଣକ୍ୟ ସେନା” ସହିତ “କରଣୀ ସେନା” ମଧ୍ୟ ଯୋଗ ଦେଇଥିଲେ । ପ୍ରତିବାଦ ପାଇଁ ଅନୁମତି ନେଇ ଦ୍ୱନ୍ଦ୍ୱ ମଧ୍ୟରେ ଏହି […]
Continue readingଆଇନ୍ ବନର ପାଇନ ବୃକ୍ଷ ରେ ସଦା ତୁଷାରର ଝଡ଼
ପ୍ରଦ୍ୟୁମ୍ନ ଶତପଥୀ ——————+ବ୍ରିଟିଶ ଶାସନ ସମୟର ଜମିଜମା ନଥିପତ୍ର, ଯେପରି କି ବିକ୍ରି କବଲା, ପଟ୍ଟା ଦେଖିବା ସମୟରେ ସେଥିରେ ଉଲ୍ଲେଖ ଥିବା ସାଙ୍କେତିକ ଚିହ୍ନଯଥା-ପି.=ପିତା, ଜା.-ଜାତି,ବା-ବାସସ୍ଥାନ, ସ୍ବା.-ସ୍ବାମୀ,ବି.-ବିଜେ,ମା.-ମାରଫତ୍ ,ସେ.-ସେବାୟତ,ଖା.-ଖାରଜଖାତା,ଦା.-ଦାଖଲ,ତ.-ତରଫ,ସ୍ମ.-ସମ୍ବନ୍ଧୀୟ,ମୌ.-ମୌଜା,ଓ.-ଓଗେର,ଜ.ଦ.-ଜବରଦଖଲ,ଖା.ପୁ.-ଖାନାପୁରୀ,ଜ.ସ.- ଜରସମନ,ଵ.ସୁ.ଦ.-ବନ୍ଧକ ସୂତ୍ରେ ଦଖଲ,ଖ.ସୁ.ଦ.-ଖରିଦ ସୂତ୍ରେ ଦଖଲ,ଦା.ସୁ.ଦ.- ଦାନ ସୂତ୍ରେ ଦଖଲ ଇତ୍ୟାଦି ଇତ୍ୟାଦି ସାଙ୍କେତିକ ଚିହ୍ନ ସମ୍ପ୍ରତି ବୈଷୟିକ ଜମିଜମା ସଂପର୍କିତ ନଥିପତ୍ରରେ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ପଞ୍ଚମ ଶ୍ରେଣୀରେ ଆମେ ମାପର ସାରଣୀ ପଢି ମନେ ରଖୁଥିଲୁ ବୃତ୍ତି ପରୀକ୍ଷାରେ ପ୍ରଶ୍ନ […]
Continue readingଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ, ୯ହଜାର ୪୫୦ କୋଟିର ୪ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି
ଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ । ୯ହଜାର ୪୫୦ କୋଟିର ୪ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି । ଖଡ଼ଗପୁର–ଭଦ୍ରକ, ଭଦ୍ରକ–ହରିଦାସପୁର ଓ କଟକ–ପାରାଦୀପ କରିଡର ସାମିଲ; ୪୧୦ କିମି ବଢ଼ିବ ରେଳ ନେଟୱର୍କ । ଦେଶର ଚାରିଟି ରାଜ୍ୟରେ ରେଳ ନେଟୱର୍କର କ୍ଷମତା ବୃଦ୍ଧି ପାଇଁ ଚାରିଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ କାର୍ଯ୍ୟକାରୀ ହେବାକୁ ଥିବା ଏହି […]
Continue readingରାତି ପାହିଲେ ୮୦ତମ ସ୍ୱାଧୀନତା ଦିବସ ପାଳନ କରିବ ଭାରତ: ଏଆଇ ଆଧାରିତ ୧୦୦୦ରୁ ଅଧିକ ସିସିଟିଭି କ୍ୟାମେରା ନଜରରେ ଲାଲକିଲା
ଜାତୀୟ ରାଜଧାନୀ ଦିଲ୍ଲୀ ଲାଲକିଲାରେ ଶନିବାର ହେବାକୁ ଥିବା ୮୦ତମ ସ୍ୱାଧୀନତା ଦିବସ ସମାରୋହ ଦୃଷ୍ଟିରୁ ଏହି ଐତିହାସିକ ସ୍ମାରକର ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି। ପୋଲିସ ବହୁ ସ୍ତରୀୟ ଆତଙ୍କବାଦ ନିରୋଧୀ ପ୍ରତିକ୍ରିୟା ପ୍ରସ୍ତୁତ କରିବା ସହିତ ଏଆଇ ଆଧାରିତ ୧୦୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଇଛି। ଜନୈକ ବରିଷ୍ଠ ପୋଲିସ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୁରକ୍ଷା ଏଜେନ୍ସୀମାନେ ଉତ୍ସବ କାଳରେ ଉନ୍ନତ ସମନ୍ୱୟ ସୁନିଶ୍ଟିତ କରିବା ପାଇଁ […]
Continue reading‘ହର୍ ଘର୍ ତିରଙ୍ଗା’ ଅଭିଯାନ ଜାତୀୟତାବୋଧର ଅନନ୍ୟ ଶିହରଣ ସୃଷ୍ଟି କରିଛି – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ସ୍ଥିତ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ସାଂସଦ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର “ହର୍ ଘର୍ ତ୍ରିରଙ୍ଗା” ଅଭିଯାନରେ ଭୁବନେଶ୍ୱର ସ୍ଥିତ ନିଜ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପତାକା ଉତ୍ତୋଳନ କରିବା ପରେ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ‘ହର୍ ଘର୍ ତିରଙ୍ଗା’ […]
Continue readingଓଡ଼ିଶା-ଝାଡ଼ଖଣ୍ଡରେ ଚାଲିଥିଲା ଅନ୍ତଃରାଜ୍ୟ ଠକେଇ ସିଣ୍ଡିକେଟ୍; ୩.୫ କୋଟିରୁ ଅଧିକ ଟଙ୍କାର କାରବାର ଠାବ
ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନାଁରେ ନକଲି ମୋବାଇଲ୍ ଆପ୍ (ଏପିକେ) ମାଧ୍ୟମରେ ସାଇବର ଠକେଇ ଚଳାଇଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍କୁ ଧରିବାରେ ରାଉରକେଲା ପୁଲିସ ସଫଳ ହୋଇଛି। ମାମଲାର ତଦନ୍ତକୁ ଆଗକୁ ବଢ଼ାଇ ମାମଲାର ତଦନ୍ତ କରୁଥିବା ଉଦିତନଗର ପୁଲିସ ଝାଡ଼ଖଣ୍ଡର ଦେଓଘରରୁ କିଙ୍ଗପିନ୍ ସମେତ ୪ ଜଣଙ୍କୁ ଗିରଫ କରିଛି। ସାଇବର ଠକେଇ ତଦନ୍ତ ସମୟରେ ଗତ ୬ ଅଗଷ୍ଟ ୨୦୨୬ ରେ ଏହି ନେଟୱର୍କ ସମ୍ପର୍କରେ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା। ଅଭିଯୁକ୍ତମାନେ ସରକାରୀ […]
Continue readingଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ ବାରମ୍ବାର ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧୀ – ଧର୍ମେନ୍ଦ୍ର ପ୍ରଧାନ
କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଏବଂ ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ କ୍ରମାଗତ ଭାବେ ମିଥ୍ୟା ଓ ଭ୍ରାନ୍ତିକର ତଥ୍ୟ ପ୍ରସାରଣ କରୁଛନ୍ତି ବୋଲି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ। ନିୟମିତ ଭାବେ ମିଛ କହିବା ଅଭ୍ୟାସରେ ପରିଣତ କରିଥିବା ଏହି ବିରୋଧୀ ଦଳ ନେତା ନା ସଂସଦକୁ […]
Continue reading







