ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ

ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ

ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ ।  ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୌଦାନ ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ବିଜେପି ସାଂସଦ ସମ୍ବିତ ପାତ୍ର ଏବଂ ଦଳର ବରିଷ୍ଠ ନେତା ଭୁବନେଶ୍ୱର ବିମାନ ବନ୍ଦରରେ ସୌଦାନଙ୍କୁ ପୁSaudan Singhଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି । ନିକଟରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଏବଂ ବିହାର ଦାୟିତ୍ବ ଗ୍ରହଣ କରିଥିଲେ ସୌଦାନ […]

Continue reading →
ସିଜେପି ପ୍ରଦର୍ଶନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ବଡ଼ କ୍ଷତି ,ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି

ସିଜେପି ପ୍ରଦର୍ଶନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ବଡ଼ କ୍ଷତି ,ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି

ଦିଲ୍ଲୀରେ ଶନିବାର କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନର ପ୍ରଭାବ ସବୁଠି ଦେଖିବାକୁ ମିଳିଥିଲା । ରବିବାର ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସିଜେପି ପ୍ରଦର୍ଶନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି । ଦିଲ୍ଲୀ ଏବଂ ଦେଶରେ ବ୍ୟବସାୟୀଙ୍କ ଶୀର୍ଷ ସଂଗଠନ ଚାମ୍ୱର ଅଫ୍ ଟ୍ରେଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ବ୍ୟବସାୟିକ କ୍ଷତିର ଏକ ଅନୁମାନ ରଖିଛି । ସିଟିଆଇ କହିଛି ଯେ କେବଳ ଅକ୍ଟୋବର ୧୦ରେ  ଧାରଣା-ପ୍ରଦର୍ଶନ କାରଣରୁ ବ୍ୟବସାୟୀଙ୍କୁ ଆନୁମାନିକ […]

Continue reading →
ବଦଳିଲା ନୋଏଡା ଏୟାରପୋର୍ଟ ନାଁ , ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ

ବଦଳିଲା ନୋଏଡା ଏୟାରପୋର୍ଟ ନାଁ , ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି । ବଦଳିଲା ନୋଏଡା ଏୟାରପୋର୍ଟ ନାଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ । ଜେୱାର ଏୟାରପୋର୍ଟ ନାଁ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଛି । ଯୋଗୀ କ୍ୟାବିନେଟର ପ୍ରସ୍ତାବ ପାରିତ ହୋଇଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଜେୱାର ବିମାନ ବନ୍ଦରର ନାମକରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତରପ୍ରଦେଶ […]

Continue reading →
ସାଉଦି ଆରବର ରାଜଧାନୀ ରିୟାଦ ଓ ଆଭା ଏୟାରପୋର୍ଟରେ ହୁତି ବିଦ୍ରୋହୀଙ୍କ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣକୁ ଭାରତର କଡ଼ା ନିନ୍ଦା

ସାଉଦି ଆରବର ରାଜଧାନୀ ରିୟାଦ ଓ ଆଭା ଏୟାରପୋର୍ଟରେ ହୁତି ବିଦ୍ରୋହୀଙ୍କ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣକୁ ଭାରତର କଡ଼ା ନିନ୍ଦା

ସାଉଦି ଆରବର ରାଜଧାନୀ ରିୟାଦ ଓ ଆଭା ଏୟାରପୋର୍ଟରେ ହୁତି ବିଦ୍ରୋହୀଙ୍କ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ଏହାକୁ କଦାପୀ ଗ୍ରହଣ କରାଯିବ ନାହିଁ। ନୂଆଦିଲ୍ଲୀ ସାଉଦି ସରକାରଙ୍କ ସହ ଛିଡ଼ା ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁରୁବାର ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “ଗତ କିଛି ଦିନ ଧରି ରିୟାଦର ଆଭା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ […]

Continue reading →
ଦୁଇ ଗୋଷ୍ଠୀରେ ବିଭକ୍ତ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ,ଗୋଟିଏ ଅସଲି ସାଧୁଙ୍କର ଏବଂ ଅନ୍ୟଟି ନକଲି ସାଧୁଙ୍କର

ଦୁଇ ଗୋଷ୍ଠୀରେ ବିଭକ୍ତ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ,ଗୋଟିଏ ଅସଲି ସାଧୁଙ୍କର ଏବଂ ଅନ୍ୟଟି ନକଲି ସାଧୁଙ୍କର

ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ଦୀପକ ଲୋଧି ଓରଫ ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ସେପ୍ଟେମ୍ବର ୨୫ରେ ଗୁରୁ କୃପା କୁଞ୍ଜ ଆଶ୍ରମର ଛାତରୁ ଡେଇଁପଡ଼ି ଦୀପକ ଆତ୍ମହତ୍ୟା କରିଥିବା ଖବର ଆସିଥିଲା। ପରେ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। ଏହି ଘଟଣା ପରେ ନିଜ ନିଖୋଜ ପରିଜନଙ୍କ ସନ୍ଧାନରେ ଆସିଥିବା ତିନିଟି ପରିବାର ଆଶ୍ରମ ବାହାରେ ହଙ୍ଗାମା କରିଥିଲେ।ଏହାରି ମଧ୍ୟରେ ଶ୍ରୀକୃଷ୍ଣ […]

Continue reading →
ଏମ୍ଏମ୍‌ଡିଆର୍ ଆଇନକୁ ନେଇ ନବୀନ ପଟ୍ଟନାୟକ ବାରମ୍ବାର ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏମ୍ଏମ୍‌ଡିଆର୍ ଆଇନକୁ ନେଇ ନବୀନ ପଟ୍ଟନାୟକ ବାରମ୍ବାର ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ଏମ୍ଏମ୍‌ଡିଆର୍ ଆଇନ ଏବଂ ପ୍ରାକୃତିକ ସମ୍ପଦ ଯୋଗାଣକୁ ନେଇ ବିଜୁ ଜନତା ଦଳ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବାରମ୍ବାର ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡ଼ିଶାର ଜନସାଧାରଣ ଏତେ ବୋକା ନୁହଁନ୍ତି ଯେ, ଏକା ମିଛକୁ ବାରମ୍ବାର କହିଲେ ତାହାକୁ ସତ ବୋଲି ଗ୍ରହଣ କରିନେବେ । ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଗତକାଲିର ରାୟରୁ ସ୍ପଷ୍ଟ ହୋଇଛି ଯେ, ଗତ ବିଜେଡି ସରକାର […]

Continue reading →
ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁରଙ୍କ୧୨୩ ତମ ଜୟନ୍ତୀ

ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁରଙ୍କ୧୨୩ ତମ ଜୟନ୍ତୀ

ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁର ଶ୍ରୀବାସ୍ତବ ବା ଶାସ୍ତ୍ରୀଙ୍କର ୧୨୩ ତମ ଜୟନ୍ତୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ପାଳିତ ହେବାକୁ ଯାଉଛି । ରାଜଧାନୀରେ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସକାଳ ସାଢେ଼ ନଅଟା ସମୟରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରେ ବିଧାନସଭା ସମ୍ମୁଖରେ ଏବଂ ସାଢେ଼ ଆଠଟା ସମୟରେ ବିଧାନସଭା ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ […]

Continue reading →
ଇସ୍ରାଏଲର ବିମାନ ହାଇଜ୍ୟାକ୍ ମାମଲାକୁ ନେଇ ବଡ଼ ଖୁଲାସା: ବିମାନ ଅପହରଣ ନୁହେଁ ବରଂ ପାଇଲଟଙ୍କ ଝଗଡା ଯୋଗୁଁ ଡାଇଭର୍ଟ କରାଯାଇଥିଲା

ଇସ୍ରାଏଲର ବିମାନ ହାଇଜ୍ୟାକ୍ ମାମଲାକୁ ନେଇ ବଡ଼ ଖୁଲାସା: ବିମାନ ଅପହରଣ ନୁହେଁ ବରଂ ପାଇଲଟଙ୍କ ଝଗଡା ଯୋଗୁଁ ଡାଇଭର୍ଟ କରାଯାଇଥିଲା

ଇସ୍ରାଏଲର ବିମାନ ହାଇଜ୍ୟାକ୍ ମାମଲାକୁ ନେଇ ବଡ଼ ଖୁଲାସା ହୋଇଛି । ଫ୍ଲାଇ ଦୁବାଇ ବିମାନ ଅପହରଣ ନୁହେଁ ବରଂ ପାଇଲଟଙ୍କ ଝଗଡା ଯୋଗୁଁ ଡାଇଭର୍ଟ କରାଯାଇଥିଲା । କକପିଟ୍ ରେ ଥିବା ଜଣେ ପାଇଲଟ ବିମାନକୁ କ୍ରାସ କରିବାକୁ ଚାହୁଁଥିଲେ, ଯାହାକୁ ରୋକିବା ପାଇଁ ଅନ୍ୟ ପାଇଲଟ ଚେଷ୍ଟା କରିଥିଲେ । କକପିଟ୍ ଭିତରେ ପାଇଲଟଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଜଣେ ପାଇଲଟଙ୍କ ହାତ ବିମାନର ହାଇଜାକ୍ ବଟନରେ ବାଜିଥିଲା । ଫଳରେ ଦୁବାଇ-ତେଲ୍ ଅବିବ […]

Continue reading →
ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ ତମ ଜୟନ୍ତୀ

ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ ତମ ଜୟନ୍ତୀ

ପ୍ରଦ୍ୟୁମ୍ନ ଶତପଥୀ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।ବହୁମୁଖି ପ୍ରତିଭାଧର ଦୀନଦୟାଲ ଉପାଧ୍ୟାୟ ୧୯୧୬ ମସିହା, ସେପ୍ଟେମ୍ବର ୨୫ ତାରିଖ ଦିନ ମଥୁରା ଅନ୍ତର୍ଗତ ନଗଳା ଚନ୍ଦ୍ରଭାନ ଗ୍ରାମରେ ଭଗବତୀ ପ୍ରସାଦ ଉପାଧ୍ୟାୟଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ ଏହି ଇତିହାସ ସିଦ୍ଧ ଦାର୍ଶନିକ, ଐତିହାସିକ, ଅର୍ଥଶାସ୍ତ୍ର ବିଶାରଦ, ସାମ୍ବାଦିକ, ରାଜନୀତିଜ୍ଞ ତଥା ଜନସଂଘର ଅନ୍ୟତମ ପ୍ରତିଷ୍ଠାତା […]

Continue reading →
ଆଜି ପାଳିତ ହେବାକୁ ଯାଉଛି ଚତୁର୍ଦ୍ଦଶତମ ବିଶ୍ବ ସ୍ବପ୍ନ ଦିବସ

ଆଜି ପାଳିତ ହେବାକୁ ଯାଉଛି ଚତୁର୍ଦ୍ଦଶତମ ବିଶ୍ବ ସ୍ବପ୍ନ ଦିବସ

ଆଜି ପାଳିତ ହେବାକୁ ଯାଉଛି ଚତୁର୍ଦ୍ଦଶତମ ବିଶ୍ବ ସ୍ବପ୍ନ ଦିବସ । ଏହି ଅବସରରେ ଯାହାଙ୍କର ସ୍ବପ୍ନ ସମ୍ପର୍କିତ ଦର୍ଶନ ଆମକୁ ଖୁବ୍ ପ୍ରଭାବିତ କରିଛି , ସେ ହେଉଛନ୍ତି ଅତିବଡ଼ି ସନ୍ଥ ଜଗନ୍ନାଥ ଦାସ ଓ ବହୁ ସୁବେଶଷଣର ଅଧିକାରୀ ତଥା ଭାରତର ଲୋକ ରାଷ୍ଟ୍ରପତି ଡଃ ଏ ପି ଜେ ଅବଦୁଲ କାଲାମ , ସେମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ପ୍ରଥମେ ଜଣାଉଛୁ କୋଟି ପ୍ରଣାମ । ସେହିପରି ଯାହାଙ୍କ ସୃଷ୍ଟି ଆମକୁ […]

Continue reading →