ଉତ୍ତରପ୍ରଦେଶ ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ୧୧ଟି ଆସନର ଚୂଡ଼ାନ୍ତ ଫଳାଫଳ ଆସିଯାଇଛି। ଏଥିରେ ବିଜେପି ୬ଟି ଆସନ ହାତେଇଥିବା ବେଳେ ବିରୋଧୀ ଦଳ ସମାଜବାଦୀ ପାର୍ଟି (ସପା) ହାତକୁ ୩ଟି ଆସନ ଯାଇଛି। ବାକି ଆସନ ଲାଗି ଭୋଟଗଣନା ଜାରି ରହିଛି। ଏହି ଏମଏଲସି ନିର୍ବାଚନରୁ ରାଜ୍ୟରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ସପା ମଧ୍ୟରେ ସମ୍ମାନର ଲଢେଇ ଭାବେ ଦେଖା ଯାଉଛି। ନିର୍ବାଚନରେ ବାରଣାସୀ ଶିକ୍ଷକ ନିର୍ବାଚନମଣ୍ଡଳିରେ ସମାଜବାଦୀ ପାର୍ଟିର ଲାଲବିହାରୀ […]
Continue reading
