ଏସଆଇଆର ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟ ପକ୍ଷରୁ ‘ଦିଲ୍ଲୀ ଚଲୋ’ ମହାରାଲି ଆରମ୍ଭ ହୋଇଯାଇଛି । ତେବେ ଏହି ରାଲିକୁ ସମାଲୋଚନା କରିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଚଣ୍ଡୀଗଡ଼ରେ ଏକ ସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ, ବିରୋଧୀଙ୍କ ‘ନକାରାତ୍ମକତା ଏବଂ ବାଧା ସୃଷ୍ଟି କରିବାର ରାଜନୀତି’ ସେମାନଙ୍କୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କ୍ଷମତାରୁ ଦୂରରେ ରଖିବ। […]
Continue readingDaily Archives: November 1, 2026
ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବାତ୍ୟା ଅର୍ଣ୍ଣବ କ୍ଷୟକ୍ଷତି ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ବିପନ୍ନ ପରିବାରକୁ ୫୦ କିଲୋ ଚାଉଳ ସହ ୨୫୦୦ ଟଙ୍କା ଦେବା ରାଜ୍ୟ ସରକାର । ପ୍ରେସମିଟରେ ଏ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଦିନ ଧରି ବନ୍ୟାରେ ଫସିଥିବା ପୋଷାକ ପାଇଁ ୨୫୦୦ ଟଙ୍କା, ବାସନ ପାଇଁ ମିଳିବ ୨୫୦୦ ଟଙ୍କା ମିଳିବ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, […]
Continue reading

