ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ‘ଭୋଟ୍ ଚୋରି’ର ମିଥ୍ୟା ନାଟକ କରୁଛି କଂଗ୍ରେସ- ଧର୍ମେନ୍ଦ୍ର ପ୍ରଧାନ

ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ‘ଭୋଟ୍ ଚୋରି’ର ମିଥ୍ୟା ନାଟକ କରୁଛି କଂଗ୍ରେସ- ଧର୍ମେନ୍ଦ୍ର ପ୍ରଧାନ

ଦେଶର ଜନସାଧାରଣ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମଜବୁତ ନେତୃତ୍ୱ ଉପରେ ନିଜର ଆସ୍ଥା ପ୍ରକଟ କରିଛନ୍ତି । ଜନାଦେଶର ଏହି ନିରନ୍ତର ସମର୍ଥନକୁ କଂଗ୍ରେସ ସହ୍ୟ କରିପାରୁନାହିଁ । ନିଜର ରାଜନୈତିକ ବିଫଳତା ଓ କ୍ରମାଗତ ପରାଜୟର ଫଳାଫଳକୁ ସ୍ୱୀକାର କରିବା ପରିବର୍ତ୍ତେ କଂଗ୍ରେସ ଦଳ ଏବେ ନିର୍ବାଚନ ଆୟୋଗ ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ଆରୋପ ଲଦିବାରେ ବ୍ୟସ୍ତ ଅଛି ବୋଲି କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ […]

Continue reading →