ଚିକିତ୍ସା ବିଜ୍ଞାନ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରି ଚାଲିଗଲେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ, ପ୍ରଖ୍ୟାତ ଶିକ୍ଷାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର। ଚିକିତ୍ସା କ୍ଷେତ୍ରକୁ କେବଳ ଏକ ବୃତ୍ତି ନୁହେଁ, ବରଂ ଈଶ୍ୱରୀୟ ସେବା ଭାବେ ଗ୍ରହଣ କରିଥିବା ଏହି ମହାନ ବ୍ୟକ୍ତିତ୍ୱଙ୍କ ବିୟୋଗରେ ସମଗ୍ର ଓଡ଼ିଶା ତଥା ଦେଶର ଚିକିତ୍ସା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ସେ କେବଳ ଜଣେ କୁଶଳୀ ନ୍ୟୁରୋସର୍ଜନ ନଥିଲେ, ବରଂ ଥିଲେ […]
Continue reading
