ସଂସଦର ମୌସୁମୀ ଅଧିବେଶନ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିବା ଏକ ନୂଆ ଇତିହାସ ରଚିଛି। ଅଗଷ୍ଟ ୧୩ ତାରିଖ ଦିନ ସଂସଦର ଉଭୟ ସଦନ ସ୍ଥଗିତ ଘୋଷଣା ପରେ ବିନା ସତ୍ରାବସନାରେ ୮୮ ଦିନ ବିତିଲାଣି। ଫଳରେ ୨୦୦୮ ମସିହାର ୮୭ ଦିନର ରେକର୍ଡ ଭାଙ୍ଗିଛି। ଏହି ଅପ୍ରତ୍ୟାସୀତ ନିରନ୍ତରତା ଯୋଗୁ ରାଜନୈତିକ ଅଳିନ୍ଦରେ ଫୁସରଫାସର ମଧ୍ୟ ଆରମ୍ଭ ହୋଇଗଲାଣି। ଏବେ ସମସ୍ତେ ଏ ନେଇ ଚିନ୍ତିତ ଯେ ପର୍ଦ୍ଦା ପଛରେ ଚାଲିଛି କ’ଣ? ୯ […]
Continue readingDaily Archives: November 9, 2026
୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ,ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣରେ ସାମିଲ ହେବେ
୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସି.ପି ରାଧାକ୍ରିଷ୍ଣନ । ୧୬ ତାରିଖରେ ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣରେ ସାମିଲ ହେବେ ଉପ ରାଷ୍ଟ୍ରପତି। ନୂଆ ବିଧାୟକଙ୍କ ନେଇ ହେବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ସେହିପରି ୨୮ ରେ ଓଡ଼ିଶା ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଗସ୍ତରେ କିଛି ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ନଭେମ୍ବର ମାସରେ ଓଡ଼ିଶାକୁ ଆସିବେ ଦୁଇ ହାଇପ୍ରୋଫାଇଲ୍ ଅତିଥି […]
Continue reading

