ଭତ୍ତା ପାଇଁ ଆଉ ବର୍ଷ ବର୍ଷ ଅପେକ୍ଷା ନାହିଁ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ । ଆବେଦନ ମଞ୍ଜୁରିର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା, upmp ପୋର୍ଟାଲ୍ ରେ ସରଳ ହେବ ସମ୍ପୂର୍ଣ୍ଣ ପ୍ରକ୍ରିୟା। ସାମାଜିକ ସୁରକ୍ଷା ଭତ୍ତାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ଭତ୍ତା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ […]
Continue readingDaily Archives: November 10, 2026
ନିଜ ଜୀବନର ଏକ ଅତ୍ୟନ୍ତ ଦୁଃଖଦ ଓ ବ୍ୟକ୍ତିଗତ ଘଟଣାକୁ ପ୍ରଥମଥର ପାଇଁ ସାର୍ବଜନୀନ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ
ପ୍ରଥମ ସନ୍ତାନ ପାଇବାର ଖୁସି କେବଳ ଜଣେ ମାଆ ବୁଝିପାରିବେ । କିନ୍ତୁ ଜନ୍ମ ପରେ ତୁରନ୍ତ ସନ୍ତାନକୁ ହରାଇବାର ଯନ୍ତ୍ରଣା କେହି ବୁଝିପାରିବେ ନାହିଁ । ସୋନିଆ ଗାନ୍ଧୀ ତାଙ୍କର ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ପ୍ରଥମ ଥର ପାଇଁ ଏହି ଯନ୍ତ୍ରଣାକୁ ସେୟାର କରିଛନ୍ତି । ନିଜ ଜୀବନର ଏକ ଅତ୍ୟନ୍ତ ଦୁଃଖଦ ଓ ବ୍ୟକ୍ତିଗତ ଘଟଣାକୁ ପ୍ରଥମଥର ପାଇଁ ସାର୍ବଜନୀନ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ନିଜର […]
Continue reading

