୫୭ତମ ଭାରତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଇଫି)ର ଅଂଶ ସ୍ୱରୂପ ଆଜି ଗୋଆର କଳା ଏକାଡେମୀଠାରେ ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ର ଷଷ୍ଠ ସଂସ୍କରଣ ଉଦଘାଟିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏହି ପଦକ୍ଷେପକୁ ରାଷ୍ଟ୍ରୀୟ ଫିଲ୍ମ ବିକାଶ ନିଗମଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ଏହି ପଦକ୍ଷେପ ସମଗ୍ର ଭାରତରୁ ୧୦୦ ଜଣ ଯୁବ ସୃଜନଶୀଳ ପ୍ରତିଭାଙ୍କୁ ଏକାଠି କରିଛି, ଯାହା ସେମାନଙ୍କୁ ପରସ୍ପର ସହ ମିଶି କାମ କରିବା, ନିଜର ଦକ୍ଷତା ପ୍ରଦର୍ଶନ କରିବା ଏବଂ […]
Continue readingDaily Archives: November 21, 2026
ମାତ୍ର ୯ ମାସ ମଧ୍ୟରେ ୧ କୋଟି ଏଚପିଭି ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ
ଭାରତ ଜରାୟୁ ଗ୍ରୀବା କର୍କଟ ବା ସର୍ଭାଇକାଲ୍ କ୍ୟାନସର୍ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ‘ଜାତୀୟ ଏଚ୍ପିଭି ଟିକାକରଣ ଅଭିଯାନ’ ଆରମ୍ଭ ହେବାର ନଅ ମାସରୁ କମ୍ ସମୟ ମଧ୍ୟରେ ହ୍ୟୁମାନ୍ ପାପିଲୋମାଭାଇରସ୍ (ଏଚ୍ପିଭି) ଟିକାର ୧ କୋଟିରୁ ଅଧିକ ଡୋଜ୍ ପ୍ରଦାନ କରାଯାଇଛି । ଏହି ସଫଳତା କିଶୋରୀମାନଙ୍କୁ ଜରାୟୁ ଗ୍ରୀବା କର୍କଟ ସୃଷ୍ଟିକାରୀ ଏଚ୍ପିଭି ସଂକ୍ରମଣରୁ ସୁରକ୍ଷା ଦେବା ଦିଗରେ ଏକ ବଡ଼ ପଦକ୍ଷେପ । ଏହି ଉପଲବ୍ଧି ସମଗ୍ର […]
Continue readingନୀତୀଶ ସେତୁ ସମେତ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବିହାରର ବୈଶାଳୀ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନୀତୀଶ ସେତୁ ସମେତ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଗଙ୍ଗା ନଦୀ ଉପରେ ନିର୍ମିତ ନୀତୀଶ ସେତୁକୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ପ୍ରାୟ ୪,୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଲମ୍ବ ୧୯.୭ କିଲୋମିଟର । ଏହା ଏକ ଏକ୍ସଟ୍ରାଡୋଜ୍ଡ କେବୁଲ୍-ଷ୍ଟେ ବ୍ରିଜ୍ । ଏହି ସେତୁ ପାଟନା ଜିଲ୍ଲାର କଚ୍ଚି ଦରଗାହକୁ ବୈଶାଳୀ ଜିଲ୍ଲାର […]
Continue reading


