ଟେକ୍ନୋଲୋଜି ବହୁତ ଉନ୍ନତ ହୋଇଛି, ଲୋକେ ଗାଡ଼ି ମଟରରେ ଯିବାର ସୁବିଧା ଉଠାଉଛନ୍ତି । କିନ୍ତୁ ପୁରୁଣା ସମୟରେ ଲୋକେ ଅଳ୍ପ ଦୂରକୁ ଯିବା ପାଇଁ ରିକ୍ସା ଉପରେ ହିଁ ନିର୍ଭର କରୁଥିଲେ । ଯାହାର ମଜା କିଛି ଭିନ୍ନ ଥିଲା । କିନ୍ତୁ ଆପଣ କେବେ ଭାବିଛନ୍ତି କି ‘ରିକ୍ସା’ ଶବ୍ଦ କେଉଁଠୁ ଆସିଛି ? ଭାରତରେ ରିକ୍ସା ଇତିହାସ ବହୁତ ପୁରୁଣା । ଯେତେବେଳେ ରାସ୍ତାରେ ଅନ୍ୟ କୌଣସି ଗାଡ଼ି ଚଳପ୍ରଚଳ ହେଉନଥିଲା, ସେତେବେଳେ […]
Continue readingDaily Archives: November 23, 2026
ଗଞ୍ଜାମ ବାତ୍ୟା ପୀଡ଼ିତଙ୍କୁ ସରକାରଙ୍କ ଆଶ୍ୱାସନ, ରାସନ କାର୍ଡ ନଥିଲେ ବି ମିଳିବ ସହାୟତା
ଗଞ୍ଜାମରେ ବାତ୍ୟା ଏବଂ ବର୍ଷା ଜନିତ କ୍ଷୟକ୍ଷତିରେ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଅଞ୍ଚଳରେ ପହଞ୍ଚି ବାତ୍ୟା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଚାଷ ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଛତ୍ରପୁର ବ୍ଲକ୍ର ବାଉଳଗାଁ ଗସ୍ତ କରିଥିଲେ । ସେଠାରେ ଫସଲର କ୍ଷୟକ୍ଷତି ଆକଳନ ଓ ସ୍ଥିତି ସମୀକ୍ଷା କରିଛନ୍ତି । ଏହାପରେ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ […]
Continue reading

