୨୦୨୩ ଓ ୨୦୨୪ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୨୩ ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର – ମିଳିତ ଭାବେ, ‘ପୁଷ୍କରା’, ‘ମାଇଁ ସ୍ବିଟ୍ ହାଉସ୍ ଓ୍ବାଇ

୨୦୨୩ ଓ ୨୦୨୪ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୨୩ ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର – ମିଳିତ ଭାବେ, ‘ପୁଷ୍କରା’, ‘ମାଇଁ ସ୍ବିଟ୍ ହାଉସ୍ ଓ୍ବାଇ

୨୦୨୩ ଓ ୨୦୨୪ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୩୫ ଓ ୩୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଉଭୟ ବର୍ଷ ପାଇଁ ୩୨ଟି ଲେଖାଏଁ ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି । ପୁରସ୍କୃତ ହେବାକୁ ଯାଉଥିବା କଳାକାର ୭ ଜଣ ଜୁରିଙ୍କ ଦ୍ଵାରା ମନୋନୟନ ହୋଇଛନ୍ତି । ଏନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ସହ ଜୁରି ଅଧ୍ୟକ୍ଷ ପ୍ରଣବ ଦାସ ଓ ସଂସ୍କୃତି ବିଭାଗ ସଚିବ ଉପସ୍ଥିତ ।

୨୦୨୩ ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର – ମିଳିତ ଭାବେ, ‘ପୁଷ୍କରା’, ‘ମାଇଁ ସ୍ବିଟ୍ ହାଉସ୍ ଓ୍ବାଇଫ୍

୨୦୨୩ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ – ପିନାକୀ ସିଂ

୨୦୨୩ ପାଇଁ ଶ୍ରେଷ୍ଠ ଅଭିନେତା –  ହରିହର ମହାପାତ୍ର, ‘ଭଗିଆ ଭାରିଜା’

୨୦୨୩ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ – ମିଳିତ ଭାବେ, ନୈନା ଦାସ, ସୁପ୍ରିୟା ନାୟକ

୨୦୨୪ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର – ଆଶ୍ରମ

୨୦୨୪ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ – ଅଶୋକ ପତି

୨୦୨୪ ପାଇଁ ଶ୍ରେଷ୍ଠ ଅଭିନେତା – ତନ୍ମୟ ମହାନ୍ତି (ବାବୁସାନ୍)

୨୦୨୪ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ – ଦେବଯାନୀ ବେଘୁରିଆ

୨୦୨୩ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ – ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ

୨୦୨୪ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ – ନମ୍ରତା ଦାସ

Posted in ରାଜ୍ୟ, ମନୋରଞ୍ଜନ.