ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼,୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼,୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ଜାଣନ୍ତୁ କେତେବେଳେ ଫିଟିବ ମହାପ୍ରଭୁଙ୍କ ଦ୍ୱାରଇଂରାଜୀ ନବବର୍ଷ ୨୦୨୬କୁ ସ୍ୱାଗତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷର ଆରମ୍ଭ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୩୧ ତାରିଖ ରାତି ୧୧ଟାରୁ ଜାନୁଆରୀ ୧ ତାରିଖ ରାତି ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଡ଼ ପଡ଼ିବ। ଏହି […]

Continue reading
ଜନଜୀବନର ଆତ୍ମା

ଜନଜୀବନର ଆତ୍ମା

ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳର ହଜାର ହଜାର ବର୍ଷର ଗୈାରବମୟ ଇତିହାସ ସହ ଆଜିର ଏହି କ୍ଷେତ୍ର ସମୂହର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆର ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନର ଆତ୍ମା  । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଶହଶହ ପ୍ରକାର ର ନୃତ୍ୟ  ଅଙ୍ଗାଙ୍ଗୀ ଭାବେ […]

Continue reading
ଦିଲ୍ଲୀ କର୍ତ୍ତବ୍ୟ ପଥରେ ଝଲସିବ ଓଡ଼ିଶା ଅସ୍ମିତା

ଦିଲ୍ଲୀ କର୍ତ୍ତବ୍ୟ ପଥରେ ଝଲସିବ ଓଡ଼ିଶା ଅସ୍ମିତା

କୃଷିରୁ ସେମିକଣ୍ଡକ୍ଟର, ବିଶ୍ୱ ଦେଖିବ ‘ଆତ୍ମନିର୍ଭର ଓଡ଼ିଶା’ର ରୂପରେଖଭୁବନେଶ୍ୱର : ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପୁଣି ଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଜୟଯାତ୍ରା ଦେଖିବାକୁ ମିଳିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିଛି। ଚଳିତ ବର୍ଷ ଓଡ଼ିଶାର ମେଢ ‘ସମୃଦ୍ଧିର ମନ୍ତ୍ର: ଆତ୍ମନିର୍ଭର ଭାରତ’ ବିଷୟବସ୍ତୁ ଉପରେ ଆଧାରିତ ହୋଇଛି, ଯେଉଁଥିରେ ରାଜ୍ୟର ପାରମ୍ପରିକ କୃଷିଠାରୁ ଆରମ୍ଭ କରି ଆଧୁନିକ ସେମିକଣ୍ଡକ୍ଟର ପ୍ରଯୁକ୍ତି ପର୍ଯ୍ୟନ୍ତ […]

Continue reading
ଆସନ୍ତା ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ , ସର୍ବାଧିକ ହଜାରେ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ

ଆସନ୍ତା ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ , ସର୍ବାଧିକ ହଜାରେ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ

ଭୁବନେଶ୍ୱର : ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ ଟା ଠାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଏଥି […]

Continue reading
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ତ୍ରିଦିବସୀୟ ସ୍ୱର୍ଣିମ ଅଧିବେଶନ ଉଦ ଯାପିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ୯:୩୦ ସମୟରେ ରାଜ୍ୟ ସଭାପତି ଡ.ସଞ୍ଜୀବ ନାୟକ, ସମ୍ପାଦକ ଶ୍ଵେତାଶୁ ବରାଇ ଆଲୋଚନା କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଦୁଇ ଗୋଟି ପ୍ରସ୍ତାବ ପାରିତ ହୋଇଥିଲା। ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମ ର ବ୍ୟବସ୍ଥା ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା ମାନଙ୍କର ପରିଚୟ ରଖାଯାଇଥିଲା ଏବଂ ଆଗାମୀ ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଓଡ଼ିଶା ପଶ୍ଚିମ ପ୍ରାନ୍ତ […]

Continue reading
ଓଡ଼ିଶାରେ କୋର୍ଟ କାର୍ଯ୍ୟ ଓଡ଼ିଆ (ମାତୃଭାଷା)ରେ ହେଲେ ସମାଜର ସବୁ ବର୍ଗର ଲୋକମାନେ ଉପକୃତ ହେବେ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ କୋର୍ଟ କାର୍ଯ୍ୟ ଓଡ଼ିଆ (ମାତୃଭାଷା)ରେ ହେଲେ ସମାଜର ସବୁ ବର୍ଗର ଲୋକମାନେ ଉପକୃତ ହେବେ- ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ମାଧ୍ୟମ ମାତୃଭାଷା ହେବା ଉଚିତ । ସେହିପରି ଭାରତର ନ୍ୟାୟ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଏହାକୁ ମାତୃଭାଷା ଆଧାରିତ କରିବାକୁ ହେବ । ଓଡ଼ିଶାର ସମସ୍ତ କୋର୍ଟରେ କାର୍ଯ୍ୟକାରୀ ଭାଷା ‘ଓଡ଼ିଆ'(ମାତୃଭାଷା) ହେବା ଆବଶ୍ୟକ । ମାତୃଭାଷା ହିଁ ଅଭିବ୍ୟକ୍ତିର ସବୁଠାରୁ ବଡ଼ ଓ ସହଜ ମାଧ୍ୟମ । ଭାଷାର ପ୍ରତିବନ୍ଧକ ଦୂର ହେଲେ ହିଁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ଉଚିତ ନ୍ୟାୟ […]

Continue reading
ଓଳାଶୁଣୀ ସାଧକ ସନ୍ଥ ଅରକ୍ଷିତ

ଓଳାଶୁଣୀ ସାଧକ ସନ୍ଥ ଅରକ୍ଷିତ

ଆମେ ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି କ୍ରମାଗତ ଭାବେ କହି ଓ ଲେଖି ଆସିଛୁ ଯେ ଉତ୍କଳ ଜନନୀ ପ୍ରତିଭା ପ୍ରସବିନୀ । ଏହା ଉଲ୍ଲେଖ କରିବା ପୃଷ୍ଠଭୂମିରେ କୌଣସି ସମୟରେ ଜଣେ ଭାବପ୍ରବଣ ଓଡ଼ିଆ ଭାବେ ନୁହେଁ , ଏହା ଆମର ସୀମିତ ଅଧ୍ୟବସାୟ ତଥା ତତ୍ ଆଧାରିତ ଗବେଷଣା ଲବ୍ଧ ତଥ୍ୟ ସମୂହକୁ ଉପଜିବ୍ୟ କରି । ଆମର ଜନ୍ମମାଟି ଯେ ଦେବ ଭୂମିତଥା ସିଦ୍ଧସାଧକମାନଙ୍କର ପୁଣ୍ୟକ୍ଷେତ୍ର ଓ ସାଧନକ୍ଷେତ୍ର , […]

Continue reading

ସନ୍ଥ ଶିଶୁ ଅନନ୍ତ

ପଞ୍ଚ ସଖା ଯୁଗର ଶେଷ ସାଧକ ଅନନ୍ତ ମହାନ୍ତି ଓରଫ ଅନନ୍ତ ଦାସ, ଓରଫ୍ ଶିଶୁ ଅନନ୍ତଙ୍କ ଆଜି ୫୫୪ ତମ ଜୟନ୍ତୀ ତିଥି । ଅନେକ ଗବେଷକ ତାଙ୍କ ଜନ୍ମ ସମ୍ଭବତଃ ୧୪୯୩ରେ କୋଣାର୍କ ନିକଟବର୍ତ୍ତୀ କୈାଣସି ଗ୍ରାମରେ ବୋଲି ଉଲ୍ଲେଖ କରିଥିବା ସମୟରେ କେତେକ ଗବେଷକ ୧୪୭୨ ବୋଲି ଉଲ୍ଲେଖ କରିଛନ୍ତି । ଅନେକ ଗବେଷକ ଶିଶୁ ଅନନ୍ତଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମା’ଙ୍କ ନାମ ଗୌରୀ ଓ ତାଙ୍କ ଜନ୍ମ […]

Continue reading

ସବୁଜ ଷ୍ଟିକର ଏବଂପଲ୍ୟୁସନ ପ୍ରମାଣପତ୍ର ଯନ୍ତ୍ରଣା କୁ ଦୃଢ଼ ବିରୋଧ

ଭୁବନେଶ୍ୱର ତା 29 ରିଖ l ଓଡ଼ିଶାରେ ସବୁଜ ଷ୍ଟିକର ଏବଂପଲ୍ୟୁସନ ପ୍ରମାଣପତ୍ର ଯନ୍ତ୍ରଣା କୁ ଦୃଢ଼ ବିରୋଧ କରି ତୁରନ୍ତ ଏସବୁ ବନ୍ଦ କରି ବାକୁଆଜି ପରିବହନ ସଚିବ ଉଷା ପାଢୀଙ୍କୁ ଖାରବେଳ ଭବ ରେ ଭେଟି ଦାବୀ ଜଣାଇଛି ଆମ ଜନତା ଅଧିକାର l ସଂଗଠନର ଆବାହକ ମନୋଜ ଜେନା ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ବିକ୍ରମ ଜେନା, ସୂର୍ଯ୍ୟ ନାରାୟଣ ଜେନା ଭେଟି ଆଲୋଚନା କରିଥିଲେ […]

Continue reading

ଟାଟା ପାୱାର୍ ଦ୍ୱାରା ସ୍ମାର୍ଟ ମିଟର ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନଙ୍କୁ ଲୁଟ୍

ଟାଟା ପାୱାର୍ କମ୍ପାନୀ ଦ୍ୱାରା ବାଧ୍ୟତାମୂଳକ ସ୍ମାର୍ଟ ମିଟର ଲଗାଇବା ଫଳରେ ଗ୍ରାହକମାନେ ବ୍ୟାପକ ହଇରାଣ ଭୋଗୁଛନ୍ତି। ରାଜ୍ୟ ସରକାର ନୀରବ ଦର୍ଶକ ହୋଇ କର୍ପୋରେଟ ସ୍ୱାର୍ଥକୁ ସାଧାରଣ ଲୋକଙ୍କ ଟିକସରେ ସୁରକ୍ଷା ଦେଉଛନ୍ତି। ଘରେ ଘରେ ସ୍ମାର୍ଟ ମିଟର ଲଗାଇବା ପାଇଁ ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ପାଇଁ ୭୩୫ କୋଟି ଟଙ୍କା ବିନିଯୋଗ କରିବେ। ଗ୍ରାହକମାନେ ଟଙ୍କା ପ୍ରଦାନ କରିବା ପାଇଁ ବୋଝ ଭାବି ସ୍ମାର୍ଟ ମିଟର ସଂଯୋଗ କୁ ବିରୋଧ କରାଯାଉ […]

Continue reading