ପାଠ ପଢ଼ାବେଳେ, ହିଂସା, ନିଶାର ବିଷ; କାହାର ଅବହେଳା ପାଇଁ ବଳି ପଡ଼ୁଛି ଶୈଶବ?

ପାଠ ପଢ଼ାବେଳେ, ହିଂସା, ନିଶାର ବିଷ; କାହାର ଅବହେଳା ପାଇଁ ବଳି ପଡ଼ୁଛି ଶୈଶବ?

କନ୍ଧମାଳରୁ ନୟାଗଡ଼— ବ୍ରହ୍ମପୁରରୁ ବାଲେଶ୍ବର ଚିତ୍ର ସମାନ, କେବଳ ଚରିତ୍ର ବଦଳିଛି। ସପ୍ତମରୁ ନବମ,ଦଶମ ଶ୍ରେଣୀର ଛାତ୍ରମାନେ ପିଟା ପିଟି ହେବା ଏବଂ ନିଶା ପିଇ ମାତାଲ ହେବାର ଚିତ୍ର ବାରମ୍ବାର ଆସୁଛି । ବିଦ୍ୟାଳୟ ପରିସରରେ ମଦ୍ୟପାନ କରି ଅଚେତ ହୋଇ ପଡ଼ିବା କେବଳ ଏକ ଖବର ନୁହେଁ, ବରଂ ଏହା ଏକ ସାମାଜିକ ସଂକ୍ରମଣର ଭୟଙ୍କର ସୂଚନା। ଯେଉଁ ବୟସରେ ପିଲାଙ୍କ ହାତରେ କଲମ ଓ ବହି ରହିବା କଥା, ସେହି ବୟସରେ ହଣା […]

Continue reading

ବାତ୍ୟା-ସ୍ବପ୍ନ-ବାସ୍ତବତାର ଏକ କାହାଣୀ

ବିଗତ ପାଞ୍ଚ ଦଶନ୍ଧି ଧରି ଅକ୍ଟୋବର ମାସ ଆସିଲେ କେମିତି କେଜାଣି ଦେହ ଶୀତେଇ ଉଠେ । ବିଶେଷ କରି ଅକ୍ଟୋବର ୨୯ ଦିନ ସ୍ବତଃ ମନ ରେ ଭୟ ସଞ୍ଚାରିତ ହୁଏ । ୧୯୯୯ ର ସେହି ଭୟାନକ ପ୍ରଳୟଙ୍କରୀ ଦୃଶ୍ୟ ବାରମ୍ବାର ହୁଏ ପ୍ରତିଫଳିତ । ପ୍ରକୃତି ର କ୍ରୋଧ, ତା’ର ତାଣ୍ଡବଲୀଳା ଯେ କେତେ ଭୟଙ୍କର ହୋଇପାରେ ତାହା ର ଦୃଶ୍ୟ ହୁଏ ପରିଦୃଶ୍ୟ । ଅହଙ୍କାରୀ ମଣିଷ ଯେ କେତେ ନଗନ୍ୟ […]

Continue reading

ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ

ବଡ଼ ମାୟାବୀ ଜୀବ ନୋହେ କାହାରି——————————————      ମହାତ୍ମା ଯଶୋବନ୍ତ ଦାସ ————-ପାଶ୍ଚାତ୍ୟ ଭେଷଜ ବିଜ୍ଞାନୀ, ବୈଜ୍ଞାନିକ, ପଣ୍ଡିତ ମାନଙ୍କ ଶହଶହ ବର୍ଷ ପୂର୍ବରୁ ଓଡ଼ିଆ ସାଧକ ମାନେ ଯାହା ଯାହା ସବୁ ଦେଇ ଯାଇଛନ୍ତି, ତାହା ଅନାଲୋଚିତ, କାରଣ ଆମେ ଦାୟାଦମାନେ ବିଦେଶୀ ଶାସନରେ ଶହଶହ ବର୍ଷ ଗୋଲାମ ହୋଇ ସ୍ବାଭିମାନର ସଂଜ୍ଞା ଭୁଲି, ଯାହା ବିଦେଶୀ ତାହା ବହୁତ ଭଲ ବୋଲି ଗର୍ଵର ସହିତ କହିଥାଏ, ତାଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ସେମାନଙ୍କ ଅପେକ୍ଷା […]

Continue reading

ଶୂନ୍ୟ ତତ୍ତ୍ଵ

——୧୯୮୦ ମସିହାରେ ଆମେ ନିଷ୍ପତ୍ତି ନେଇଥିଲୁ ଶୂନ ଉପରେ ଗବେଷଣା କରିବା ପାଇଁ । ସେତେବେଳେ ଆମର ପରମ ପୂଜ୍ୟ ଗୁରୁ ତଥା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଗଣିତ ଶାସ୍ତ୍ରର ବିଭାଗୀୟ ମୁଖ୍ୟ ଚିର ବନ୍ଦନୀୟ ଦେବକୀ ନନ୍ଦନ ମହାନ୍ତି ଆମକୁ ପରାମର୍ଶ ଦେଲେ ଯେ ପ୍ରଥମେ ହାବାର୍ଡ ବିଶ୍ବ ବିଦ୍ୟାଳୟର ପ୍ରାଚାର୍ଯ୍ୟ ( ପ୍ରଫେସର)କପ୍ଲାନ ଙ୍କ ଶୂନ ଉପରେ ” ଦି ନଥିଙ୍ଗ ଡ୍ୟାଟ୍ ଇଜ୍” ପୁସ୍ତକ ପଢିବାକୁ । ଆମେ କେବଳ ଏହି ବହି […]

Continue reading

ଅଦୃଶ୍ୟ, ଅନାଲୋଚିତ

————-ବିଶ୍ବ ଇତିହାସକୁ ସଠିକ୍ ଭାବେ ଗର୍ଭାନୁଶୀଳନ କରି ତଥ୍ୟବନ୍ତ ହୋଇଥିବା ଯେକୌଣସି ଭାରତୀୟ  ଅଧୁନା  ଭାରତର ଗଣତନ୍ତ୍ରର ପବିତ୍ର ମନ୍ଦିର ” ସଂସଦ” ରେ ଓ ସଂସଦ ବାହାରେ ଯେଉଁ ସବୁ ନାଟକୀୟତା ,  ବିଶେଷ କରି ସମ୍ବିଧାନକୁ ଆଧାର କରି ହେଉ ଅବା ଆମ୍ବେଦକରଙ୍କୁ ଆଧାର କରି ହେଉ କିମ୍ବା ଆଦାନୀ, ଅମ୍ବାନୀଙ୍କୁ ଆଧାର କରି ଢଗ ଢମାଳି, ପ୍ରବଚନ, ତଥାକଥିତ ଆଦର୍ଶର ଉଦଘୋଷଣା ଭଳି ସୁଆଙ୍ଗ , ଦାବି,ପ୍ରତିବାଦ, ହିଂସାର ବାତାବରଣ ସୃଷ୍ଟି ହୋଇଛି […]

Continue reading

ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ

ବିଗତ ଚାରି ଦଶନ୍ଧି ଧରି ଆମେ କଳ ଗାଉଣା ଯନ୍ତ୍ର ସଂରକ୍ଷିତ ସ୍ବର ଭଳି ଗୋଟିଏ ଵାକ୍ୟକୁ କହି ଓ ଲେଖିଆସିଛୁ ଯେ ଏଯାବତ୍ ଓଡ଼ିଶାର ସଠିକ୍ ଇତିହାସ ଲେଖା ଯାଇ ପାରିଲା ନାହିଁ । କାରଣ ଦର୍ଶାଇ କହି ଲେଖି ଆସିଛୁ ଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସେ ସ୍ବଭାବିକ ଭାବେ ନିଜକୁ ମହିମା ମଣ୍ଡିତ କରିଥାଏ ଓ ପରାଜିତ କୁ ମସିଲିପ୍ତ କରିଥାଏ ।” ତାହାହିଁ ପ୍ରତିଫଳିତ […]

Continue reading

ବୋଉ ଏକ ଆସ୍ଥା,ଏକ ଆସ୍ଥାନ

—————-+“मातः सोऽहमुपस्तितोऽस्मि पुरतः पूर्वप्रतिज्ञां स्मरन्,प्रत्यश्रावि पुराहि तेऽन्त्य समये प्राप्तुं समीपं तव ।ग्राहग्रासमिषाद्यया ह्यनुमतस्तुर्याश्रमं प्राप्तुवान्,यत्प्रीत्यै च समागतोऽहमधुना तस्यै जनन्यै नमः ““नास्ति मातृसमा छाया, नास्ति मातृसमा गतिः।नास्ति मातृसमं त्राण, नास्ति मातृसमा प्रिय ।—————-+ ପ୍ରତ୍ୟେକ ସନ୍ତାନ ର ଆଦ୍ୟ ଗୁରୁ, ତା’ର ଜନ୍ମଦାତ୍ରୀ । ଏପରିକି ପୃଥିବୀର ଆଲୋକ ସ୍ପର୍ଶ କରିବା ପୂର୍ବରୁ, ଅର୍ଥାତ୍ ଭୂମିଷ୍ଠ ହେବା ପୂର୍ବରୁ ,ମାତୃଗର୍ଭ ରେ ସନ୍ତାନ ଶିକ୍ଷା ଗ୍ରହଣ କରିଥାଏ […]

Continue reading

ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା

ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା————-+ ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା  ଚିର ବନ୍ଦନୀୟା ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ।‌ ଏହି ଐତିହାସିକ ଵୀରାଙ୍ଗନା  ୧୯୦୪ ମସିହା, ଅଗଷ୍ଟ ୧୯ ତାରିଖରେ ( ଅଗଷ୍ଟ ୯ ନୁହେଁ) ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା […]

Continue reading

ଏ ଦାୟିତ୍ୱ କାହାର ? (୨)

ଏ ଦାୟିତ୍ୱ କାହାର ? (୨)ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳ ର ହଜାର ହଜାର ବର୍ଷ ର ଗୈାରବମୟ ଇତିହାସ ସହ ଆଜି ର ଏହି କ୍ଷେତ୍ର ସମୂହ ର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆ ର ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନ ର ଆତ୍ମା  । ଓଡ଼ିଆ […]

Continue reading