S-500 ଏୟାର ଡିଫେନ୍ସ ସିଷ୍ଟମ୍‌? ଜାଣନ୍ତୁ S-400 ଠାରୁ କେତେ ଅଧିକ ଆଡଭାନ୍ସଡ୍ ଏହି ମିସାଇଲ୍ ରକ୍ଷା କବଚ

S-500 ଏୟାର ଡିଫେନ୍ସ ସିଷ୍ଟମ୍‌? ଜାଣନ୍ତୁ S-400 ଠାରୁ କେତେ ଅଧିକ ଆଡଭାନ୍ସଡ୍ ଏହି ମିସାଇଲ୍ ରକ୍ଷା କବଚ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଅବସରରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଚୁକ୍ତି ଉପରେ ଆଲୋଚନା ଜୋର୍ ଧରିଛି। ଭାରତୀୟ ବାୟୁସେନା (IAF) ଦ୍ୱାରା ‘ଗେମ୍ ଚେଞ୍ଜର୍‌’ ବୋଲି କୁହାଯାଉଥିବା S-400ର ସଫଳତା ପରେ, ଭାରତ ଏହାର ଆହୁରି ଉନ୍ନତ ସଂସ୍କରଣ S-500 ‘ପ୍ରୋମିଥିୟସ୍‌’ ପ୍ରତି ଆଗ୍ରହ ଦେଖାଇଛି। ସବୁଠାରୁ ବଡ଼ ଖବର ହେଉଛି, ଏହି ଅତ୍ୟାଧୁନିକ ମିସାଇଲ୍ ସିଷ୍ଟମର ସହ-ଉତ୍ପାଦନ (Joint Production) ଭାରତରେ ହେବାର ସମ୍ଭାବନା ବହୁତ ଅଧିକ।

Posted in ଦେଶ ବିଦେଶ.