ଓଡ଼ିଶା ଆଜି ‘ପୂର୍ବୋଦୟର ଗେଟୱେ’ ଭାବେ ଛିଡ଼ା ହୋଇଛି

ଓଡ଼ିଶା ଆଜି ‘ପୂର୍ବୋଦୟର ଗେଟୱେ’ ଭାବେ ଛିଡ଼ା ହୋଇଛି

‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ । ଏହି ଆହ୍ୱାନ ମଧ୍ୟରେ ଥିବା ସମ୍ଭାବନାକୁ ବାସ୍ତବର ରୂପ ଦେବା ସହ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଦରକାର ବୋଲି ଭୁବନେଶ୍ୱର ଠାରେ ‘ପୂର୍ବୋଦୟ ଦୃଷ୍ଟିକୋଣ – ୨୦୨୫’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୈଦେଶିକ ବ୍ୟାପାର […]

Continue reading
କଂଗ୍ରେସର ପିଠା କଳି ତୁଟାଇପାରିବେ କି ସୋନିଆ ?

କଂଗ୍ରେସର ପିଠା କଳି ତୁଟାଇପାରିବେ କି ସୋନିଆ ?

ଓଡ଼ିଶା କଂଗ୍ରେସର ଦୁର୍ଗତିକୁ ବିଷୟରେ ଆଲୋଚନା ହେଉଛି । ବିଜେଡି ଓ ବିଜେପି ମଧ୍ୟରେ  ହଜିଗଲାଣି ଏହି ପୁରୁଣା ଦଳ । ଓଡ଼ିଶାର ରାଜନୀତିରେ ଏକଦା ଶାସନର କେନ୍ଦ୍ରବିନ୍ଦୁ ଥିବା ଭାରତୀୟ ଜାତୀୟ କଂଗ୍ରେସ ଆଜି ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି। ଗତ ଦୁଇ ଦଶନ୍ଧି ଧରି ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଭିତରେ କଂଗ୍ରେସ  ଧୀରେ ଧୀରେ ଦୁର୍ଗତିର ଶିକାର ହେଉଛି । କଂଗ୍ରେସର ସବୁଠାରୁ ବଡ଼ ଶତ୍ରୁ ହେଉଛି […]

Continue reading
ଜ୍ଞାନ ଆକାଶର ଧ୍ରୁବତାରା, ମହାମହୋପାଧ୍ୟାୟ ପଠାଣି ସାମନ୍ତ

ଜ୍ଞାନ ଆକାଶର ଧ୍ରୁବତାରା, ମହାମହୋପାଧ୍ୟାୟ ପଠାଣି ସାମନ୍ତ

ପ୍ରତ୍ୟେକ ଓଡ଼ିଆଙ୍କ ସର୍ବାନ୍ତକରଣରେ ସର୍ବକାଳୀନ ବନ୍ଦନୀୟ ଅତୁଳନୀୟ ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵ, ସମଗ୍ର ବିଶ୍ବାକାଶରେ ଓଡ଼ିଆ ମେଧା ପତାକା ଉଡ୍ଡୀୟାନ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୯୨ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।୧୮୩୫ ମସିହା ଡିସେମ୍ବର ୧୩ତାରିଖ, ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଚନ୍ଦ୍ରଶେଖର ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ଏହି ବାଳକ ଜନ୍ମଗ୍ରହଣ […]

Continue reading
ଜଗନ୍ନାଥ ସଂସ୍କୃତି ଓ ପର୍ବପର୍ବାଣୀ

ଜଗନ୍ନାଥ ସଂସ୍କୃତି ଓ ପର୍ବପର୍ବାଣୀ

ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ଜଗନ୍ନାଥ ସଂସ୍କୃତି। ଏହି ସଂସ୍କୃତି କେବଳ ଧର୍ମୀୟ ପରମ୍ପରାରେ ସୀମିତ ନ ରହି ଓଡ଼ିଆ ଜାତିର ସାମାଜିକ, ଆର୍ଥିକ ଓ କଳାତ୍ମକ ଜୀବନକୁ ପରିଚାଳିତ କରିଥାଏ। ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି “ବାର ମାସରେ ତେର ପର୍ବ” ପାଳିତ ହୁଏ, ଯାହାର ମୂଳ ଆଧାର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଏବଂ ତାଙ୍କୁ କେନ୍ଦ୍ର କରି ଗଢ଼ି ଉଠିଥିବା ସାମାଜିକ ସମନ୍ୱୟ। ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ, ଯାହାଙ୍କୁ କୌଣସି ନିର୍ଦ୍ଦିଷ୍ଟ ଧର୍ମ […]

Continue reading
ଭାରତୀୟ ଗୁଣବତ୍ତା ପରିଷଦ ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ

ଭାରତୀୟ ଗୁଣବତ୍ତା ପରିଷଦ ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ

ଭାରତୀୟ ଗୁଣବତ୍ତା ପରିଷଦ ( କ୍ୟୁସିଆଇ) ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହାର ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟସେବା, ପରୀକ୍ଷାଗାର, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁଣବତ୍ତା ଇକୋସିଷ୍ଟମର ପ୍ରସାର । ଏହି କାର୍ଯ୍ୟକ୍ରମରେ ଗୁଣବତ୍ତା ପ୍ରସାର ଓ ପରମର୍ଶଦାତା ପରିଷଦ (କ୍ୟୁପିଏସି)ର ସଦସ୍ୟ, ରାଜ୍ୟର ବିଭିନ୍ନ ସରକାରୀ ପ୍ରତିନିଧି, ବିଭିନ୍ନ ହସପିଟାଲର ଶୀର୍ଷ ଅଧିକାରୀ, ପରୀକ୍ଷାଗାର ମୁଖ୍ୟ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ସଂସ୍ଥା, ସ୍କୁଲ ପରିଚାଳକ, ଶିଳ୍ପ ସଂଘ […]

Continue reading
ପୁଅ ପରୀକ୍ଷା ପାଇଁ ବାପା ରାତି ସାରା କାର ଚଳାଇଲେ

ପୁଅ ପରୀକ୍ଷା ପାଇଁ ବାପା ରାତି ସାରା କାର ଚଳାଇଲେ

ଇଣ୍ଡିଗୋ ଏୟାରଲାଇନ୍ସର ଅନେକ ବିମାନ ବାତିଲ ହେବା କାରଣରୁ ଦେଶବ୍ୟାପୀ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହରିଆଣାର ରୋହତକ ଜିଲ୍ଲାର ମାୟନା ଗାଁର ପଙ୍ଘାଲ୍ ପରିବାର ମଧ୍ୟ ଏହି ପରିସ୍ଥିତିରେ ହଇରାଣ ହୋଇଥିଲେ। ଯୁବ ଆନ୍ତର୍ଜାତୀୟ ବନ୍ଧୁକଚାଳନା ଖେଳାଳି ଆଶିଷ ଚୌଧୁରୀ ପଙ୍ଘାଲ୍, ଯିଏ ଇନ୍ଦୋରର ଡେଲି କଲେଜରେ ଦ୍ୱାଦଶ ଶ୍ରେଣୀର ଛାତ୍ର। ଆଶିଷଙ୍କର ପ୍ରି-ବୋର୍ଡ ପରୀକ୍ଷା ଡିସେମ୍ବର ୮ରୁ ଆରମ୍ଭ ହେବାର ଥିଲା। ସେହିପରି, ଡିସେମ୍ବର ୬ରେ ତାଙ୍କୁ ଏକ ସମ୍ମାନ ସମାରୋହରେ ମଧ୍ୟ […]

Continue reading
ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ଟଙ୍କା ମଞ୍ଜୁର 

ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ଟଙ୍କା ମଞ୍ଜୁର 

ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ ଯୋଜନା ଜରିଆରେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁଦାନ ଯୋଗାଇ ଦେଇଥିବା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଶ୍ରୀ ଶେଖାୱତ କହିଛନ୍ତି, 2024-25 ଆର୍ଥିକ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଓଡ଼ିଶାର ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ 99 କୋଟି 90 ଲକ୍ଷ ଟଙ୍କା ଏବଂ ସାତକୋଶିଆର ବିକାଶ ଲାଗି 99 […]

Continue reading
‘ରାଜନୀତିରେ ବାପ-ପୁଅ ସମ୍ପର୍କ ନାହିଁ’ :ପ୍ରଫୁଲ୍ଲ ସାମଲ

‘ରାଜନୀତିରେ ବାପ-ପୁଅ ସମ୍ପର୍କ ନାହିଁ’ :ପ୍ରଫୁଲ୍ଲ ସାମଲ

ପୁଅମାନଙ୍କର ଦଳ ପରିବର୍ତ୍ତନ ଘଟଣା ଉପରେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି:”ପାରିବାରିକ ଜୀବନ ଓ ରାଜନୈତିକ ଜୀବନ ସମାନ କଥା ନୁହେଁ। ରାଜନୀତିରେ ବାପ-ପୁଅର ସମ୍ପର୍କ ନାହିଁ। ପୁଅ ଦଳ ବଦଳାଇଲେ ଏଥିରେ ମୋର କିଛି କରିବାର ନାହିଁ। ମୁଁ ବିଜେଡି ଦଳରେ ଅଛି। ଆମ ନେତା ନବୀନ ପଟ୍ଟନାୟକ। ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜେଡି ପାଇଁ କାମ କରୁଛୁ।”ସେ […]

Continue reading

ଅନୁପ୍ରବେଶକାରୀ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବାଛି ପାରିବେ ନାହିଁ : ଗୃହମନ୍ତ୍ରୀ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଲୋକସଭାରେ ନିର୍ବାଚନ ସଂସ୍କାର ଉପରେ କହିଥିଲେ ଯେ ଯେକୌଣସି ପ୍ରସଙ୍ଗ ହେଉନା କାହିଁକି, ସଂସଦର ନିୟମ ଅନୁଯାୟୀ ଆମେ ସର୍ବଦା ଆଲୋଚନା ପାଇଁ ପ୍ରସ୍ତୁତ। ଅମିତ ଶାହ କହିଥିଲେ ଯେ SIR ଉପରେ ଗତ ଚାରି ମାସ ହେଲା ଏକତରଫା ମିଥ୍ୟା ପ୍ରଚାର କରାଯାଉଛି ଏବଂ ଦେଶର ଜନତାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ସେ କହିଥିଲେ ଯେ ଦେଶର ସମ୍ବିଧାନରରେ ନିର୍ବାଚନ ଆୟୋଗର ଅଧିକାର […]

Continue reading
ଭାରତ ରତ୍ନ ପ୍ରଣବ ମୁଖାର୍ଜୀ: ଭାରତୀୟ ରାଜନୀତିର ସର୍ବଗୁଣ ସମ୍ପନ୍ନ ନେତା

ଭାରତ ରତ୍ନ ପ୍ରଣବ ମୁଖାର୍ଜୀ: ଭାରତୀୟ ରାଜନୀତିର ସର୍ବଗୁଣ ସମ୍ପନ୍ନ ନେତା

ଆଜି ପୂର୍ବତନ ରାଷ୍ଟ୍ରପତି ତଥା ‘ଭାରତ ରତ୍ନ’ ଆଦରଣୀୟ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ । ଏହି ଅବସରରେ ସାରା ଦେଶ ଜଣାଉଛି ବିନମ୍ର ଶ୍ରଦ୍ଧାଞ୍ଜଳି। ଭାରତୀୟ ରାଜନୀତିରେ ‘ପ୍ରଣବ ଦା’ ନାମରେ ପରିଚିତ ଏହି ମହାନ ବ୍ୟକ୍ତିତ୍ୱ ତାଙ୍କର ସୂକ୍ଷ୍ମ ଦୃଷ୍ଟି, ଗଭୀର ଅଧ୍ୟୟନ ଏବଂ ସନ୍ତୁଳିତ ନେତୃତ୍ୱ ବଳରେ ଦେଶର ଶାସନ-ପ୍ରଶାସନ ଓ ନୀତି-ନିର୍ମାଣକୁ ଏକ ନୂଆ ଦିଗ ଦେଇଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ସାର୍ବଜନୀନ ଜୀବନ କେବଳ ରାଜନୀତିରେ […]

Continue reading