ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ଦିନିକିଆ ସିରିଜ କବଜା କଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ଦିନିକିଆ ସିରିଜ କବଜା କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ବିଶାଖାପାଟନମରେ ଚାଲିଥିବା ତୃତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଲା ଭାରତ । ଏହାସହ ୨-୧ରେ ଦିନିକିଆ କଲା କବଜା । ୨୭୧ ରନର ବିଜଳ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଗୋଟିଏ ଓ୍ବିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏକମାତ୍ର ଓ୍ବିକେଟ ଭାବେ ହିଟ୍ ମ୍ୟାନ ରୋହିତ ଶର୍ମା ଆଉଟ ହୋଇଥିଲେ । ତେବେ ରୋହିତ […]

Continue reading
ଫିଫା ଶାନ୍ତି ପୁରସ୍କାର’ ଗ୍ରହଣ କରି ବିବାଦରେ ଟ୍ରମ୍ପ

ଫିଫା ଶାନ୍ତି ପୁରସ୍କାର’ ଗ୍ରହଣ କରି ବିବାଦରେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଦାନ କରାଯାଇଥିବା ‘ଫିଫା ଶାନ୍ତି ପୁରସ୍କାର’ ଏବଂ ତାଙ୍କ ବୟାନକୁ ନେଇ ବର୍ତ୍ତମାନ ବିଶ୍ୱସ୍ତରରେ ତୀବ୍ର ବିବାଦ ଓ ଚର୍ଚ୍ଚା ସୃଷ୍ଟି ହୋଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିବା ଚର୍ଚା ଜୋର ଧରିଛି । ସମ୍ମାନ ଗ୍ରହଣ କରିବା ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ, “ଏହି ଫିଫା ଶାନ୍ତି ପୁରସ୍କାର ମୋ ଜୀବନର ସବୁଠୁ ବଡ଼ ସମ୍ମାନ”। ଏହି […]

Continue reading

ସୁଭଦ୍ରା ପରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’: ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କା

ସୁଭଦ୍ରା ପରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’:  ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କା । ମୋହନ ସରକାର ଏନେଇ  ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ସରକାର ‘ସୁଭଦ୍ରା ଯୋଜନା’ ଘୋଷଣା ପରେ ଏବେ ଆଉ ଏକ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି। ଆର୍ଥିକ ଅନଗ୍ରସର ଓ ସ୍ୱତନ୍ତ୍ର ବର୍ଗର ଝିଅମାନଙ୍କ ବିବାହରେ ସହାୟତା କରିବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ପାଇଁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। […]

Continue reading
ଆତଙ୍କବାଦ ବିରୋଧରେ ବିଶ୍ୱ ଏକାଠି ହେଉ; ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ୨୮ଟି ଚୁକ୍ତି ସ୍ୱାକ୍ଷର

ଆତଙ୍କବାଦ ବିରୋଧରେ ବିଶ୍ୱ ଏକାଠି ହେଉ; ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ୨୮ଟି ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀରେ ଅନୁଷ୍ଠିତ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମିଳିତ ଭାବେ ଆତଙ୍କବାଦକୁ ମୁକାବିଲା କରିବା ପାଇଁ ସମଗ୍ର ବିଶ୍ୱକୁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଗସ୍ତ ସମୟରେ ମୋଟ ୨୮ଟି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରତିରକ୍ଷା କ୍ଷେତ୍ର ହେଉଛି ଆଲୋଚନାର କେନ୍ଦ୍ରବିନ୍ଦୁ। […]

Continue reading
ଭାରତର ସୌର ଶକ୍ତି ଯାତ୍ରା: ବିଶ୍ୱର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ଭାବରେ ଉଭା ହେବାରେ ସହାୟକ

ଭାରତର ସୌର ଶକ୍ତି ଯାତ୍ରା: ବିଶ୍ୱର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ଭାବରେ ଉଭା ହେବାରେ ସହାୟକ

ଭାରତର ସୌର ଶକ୍ତି ଯାତ୍ରା ଏହାକୁ ସମଗ୍ର ବିଶ୍ୱରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାରେ ସାହାଯ୍ୟ କରୁଛି। ଗୁରୁଗ୍ରାମରେ ଇଣ୍ଟରନ୍ୟାସନାଲ୍ ସୋଲାର୍ ଆଲାଇନ୍ସ (ISA) ମୁଖ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଏବଂ ଆୟୋଜକ ଭାବରେ, ଭାରତ ୧୨୫ରୁ ଅଧିକ ସଦସ୍ୟ ରାଷ୍ଟ୍ରରେ ସୌର ଶକ୍ତି ସୁବିଧା ବିକାଶ, ଆର୍ଥିକ ସହାୟତା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର (Technology Transfer)ରେ ସାହାଯ୍ୟ କରିଛି। ଅକ୍ଟୋବର ୨୦୨୫ରେ, ଭାରତ ନୂଆଦିଲ୍ଲୀରେ ୮ମ ISA ସମ୍ମିଳନୀ (Assembly) […]

Continue reading
IND vs SA: ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଶୁବମନ-ହାର୍ଦ୍ଦିକ ଫେରିଲେ

IND vs SA: ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଶୁବମନ-ହାର୍ଦ୍ଦିକ ଫେରିଲେ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 (ଟି-୨୦) ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ଦଳ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ୯ ତାରିଖରୁ ଏହି ସିରିଜ୍ ଆରମ୍ଭ ହେବ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁବମନ ଗିଲ ଟି-୨୦ ଦଳକୁ ଫେରିଛନ୍ତି। ୨୦୨୫ ଏସିଆ କପ୍ ସମୟରେ ହାର୍ଦ୍ଦିକ ଆଘାତ ପାଇଥିଲେ। ସେ ପାକିସ୍ତାନ ବିପକ୍ଷରେ ଫାଇନାଲ ଖେଳିପାରି ନଥିଲେ। ଫଳସ୍ୱରୂପ, ସେ […]

Continue reading
ଇଣ୍ଡିଗୋ ବିମାନ ବାତିଲ ପରେ ଯାତ୍ରୀଙ୍କ ସୁବିଧା ପାଇଁ ୩୭ଟି ଟ୍ରେନରେ ୧୧୬ଟି କୋଚ୍ ଯୋଡ଼ିଲା ରେଳବାଇ

ଇଣ୍ଡିଗୋ ବିମାନ ବାତିଲ ପରେ ଯାତ୍ରୀଙ୍କ ସୁବିଧା ପାଇଁ ୩୭ଟି ଟ୍ରେନରେ ୧୧୬ଟି କୋଚ୍ ଯୋଡ଼ିଲା ରେଳବାଇ

ଏୟାରଲାଇନ୍ସରେ ହଠାତ୍ କର୍ମଚାରୀ ଅଭାବ ଏବଂ ବୈଷୟିକ ପରିଚାଳନା ସମ୍ବନ୍ଧୀୟ ସମସ୍ୟା, ଦେଶବ୍ୟାପୀ ହଜାର ହଜାର ଯାତ୍ରୀଙ୍କୁ ସମସ୍ୟାରେ ପକାଇଛି। ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ଜୟପୁର, ଇନ୍ଦୋର, କୋଚି, ତିରୁବନନ୍ତପୁରମ ସମେତ ଅନେକ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ହୋଇଛି। ଏହା ଫଳରେ ବିମାନବନ୍ଦର ଟର୍ମିନାଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଯାତ୍ରୀମାନେ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ଏମଧ୍ୟରେ ବାତିଲ ହେବା ପରେ ଟ୍ରେନ୍ […]

Continue reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ଅଭିଯାନର ବାର୍ତ୍ତା କପିଳାସ ହାଫ୍ ମାରାଥନରେ ପ୍ରତିଧ୍ୱନିତ ହେଉଛି- ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁସ୍ଥ ଭାରତ ଗଢିବାର ଅଭିଯାନ – ‘ଫିଟ୍ ଇଣ୍ଆ ମୁଭମେଣ୍ଟ’, ଏକ ବିକଶିତ ରାଷ୍ଟ୍ର ପାଇଁ ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ାର ଏକ ଦୃଢ ମୂଳଦୁଆର ଗୁରୁତ୍ବକୁ ପ୍ରୋତ୍ସାହିତ କରେ। ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମେରାମଣ୍ଡଳୀ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ଟାଟା ଷ୍ଟିଲ କପିଳାଶ ହାଫ୍ ମାରାଥନ୍ ଏହି ବାର୍ତ୍ତା ବହନ କରୁଛି ବୋଲି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆସନ୍ତା ଜାନୁଆରୀ […]

Continue reading
S-500 ଏୟାର ଡିଫେନ୍ସ ସିଷ୍ଟମ୍‌? ଜାଣନ୍ତୁ S-400 ଠାରୁ କେତେ ଅଧିକ ଆଡଭାନ୍ସଡ୍ ଏହି ମିସାଇଲ୍ ରକ୍ଷା କବଚ

S-500 ଏୟାର ଡିଫେନ୍ସ ସିଷ୍ଟମ୍‌? ଜାଣନ୍ତୁ S-400 ଠାରୁ କେତେ ଅଧିକ ଆଡଭାନ୍ସଡ୍ ଏହି ମିସାଇଲ୍ ରକ୍ଷା କବଚ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଅବସରରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଚୁକ୍ତି ଉପରେ ଆଲୋଚନା ଜୋର୍ ଧରିଛି। ଭାରତୀୟ ବାୟୁସେନା (IAF) ଦ୍ୱାରା ‘ଗେମ୍ ଚେଞ୍ଜର୍‌’ ବୋଲି କୁହାଯାଉଥିବା S-400ର ସଫଳତା ପରେ, ଭାରତ ଏହାର ଆହୁରି ଉନ୍ନତ ସଂସ୍କରଣ S-500 ‘ପ୍ରୋମିଥିୟସ୍‌’ ପ୍ରତି ଆଗ୍ରହ ଦେଖାଇଛି। ସବୁଠାରୁ ବଡ଼ ଖବର ହେଉଛି, ଏହି ଅତ୍ୟାଧୁନିକ ମିସାଇଲ୍ ସିଷ୍ଟମର ସହ-ଉତ୍ପାଦନ (Joint Production) ଭାରତରେ ହେବାର ସମ୍ଭାବନା ବହୁତ ଅଧିକ।

Continue reading
ଚର୍ଚ୍ଚାରେ ମୋଦି-ପୁଟିନ ବସିଥିବା ହ୍ୱାଇଟ୍ ଫର୍ଚୁନର୍‌

ଚର୍ଚ୍ଚାରେ ମୋଦି-ପୁଟିନ ବସିଥିବା ହ୍ୱାଇଟ୍ ଫର୍ଚୁନର୍‌

‘ବିରଳ’ ଦୃଶ୍ୟ ପରେ ଫର୍ଚୁନର କାର୍‌ରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଯାତ୍ରା କାହିଁକି? ନୂଆଦିଲ୍ଲୀ, ଡିସେମ୍ବର ୫: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ ରହିଛି। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମ ଭାଙ୍ଗି ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ପରେ, ଉଭୟ ନେତା ଏକାଠି ଏକ ଧଳା ରଙ୍ଗର ଟୟୋଟା ଫର୍ଚୁନର୍ (Toyota Fortuner) କାର୍‌ରେ ବିମାନ ବନ୍ଦରରୁ ବାହାରିଥିଲେ। ଏହି […]

Continue reading