ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ସହ ଡ଼ି.ପି.ଆଇ.ଏ.ଏସ.ଇ, ବ୍ରହ୍ମପୁର ଏବଂ ଡ଼ି.ଆଇ.ପି.ଏସ.ଇ.ଆର ବୁଝାମଣାପତ୍ର ସ୍ୱାକ୍ଷର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ସହ ଡ଼ି.ପି.ଆଇ.ଏ.ଏସ.ଇ, ବ୍ରହ୍ମପୁର ଏବଂ ଡ଼ି.ଆଇ.ପି.ଏସ.ଇ.ଆର ବୁଝାମଣାପତ୍ର ସ୍ୱାକ୍ଷର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଦିବାକର ପଟ୍ଟନାୟକ ଅଗ୍ରଗ୍ରାମୀ ଶିକ୍ଷା ପ୍ରତିଷ୍ଠାନ, ବ୍ରହ୍ମପୁର, ଓଡିଶା ଏବଂ ଦେବସଂଘ ବୃତ୍ତିଗତ ଅଧ୍ୟୟନ ଏବଂ ଶିକ୍ଷା ଗବେଷଣା ସଂସ୍ଥାନ, ଦେଓଘର, ଝାଡ଼ଖଣ୍ଡ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ର ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଗବେଷଣା, ଶୈକ୍ଷିକ ଆଦାନପ୍ରଦାନ ଏବଂ ଶୈକ୍ଷିକ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ସହଯୋଗକୁ ସୁଦୃଢ଼ କରିବ I ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହି ଅବସରରେ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ନିରନ୍ତର […]

Continue reading