ନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

ନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

ନିରାକାରପୁର: ସରକାର ସ୍ୱାସ୍ଥ୍ୟ ସେବାକୁ ଘରେ ଘରେ ପହଞ୍ଚାଇବା ପାଇଁ ‘ଆମ ହସ୍ପିଟାଲ୍’ ଭଳି ଅନେକ ଯୋଜନା କରୁଛନ୍ତି, କିନ୍ତୁ ନିରାକାରପୁର ଅଞ୍ଚଳରେ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ଏଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବେ  ଅବ୍ୟବସ୍ଥାର ଶିକାର ହୋଇ ରୋଗ ଶଯ୍ୟାରେ ପଡ଼ିଛି। ସ୍ଥାୟୀ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ଏବଂ ଭିତ୍ତିଭୂମିର ବିପର୍ଯ୍ୟୟ ଯୋଗୁଁ ଏହା ଏବେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଅପେକ୍ଷା ‘ରେଫରାଲ୍ ସେଣ୍ଟର’ ଭାବେ ଅଧିକ ପରିଚିତ ହେଉଛି। ନିରାକାରପୁର ଏବଂ ଏହାର ଆଖପାଖ […]

Continue reading
ଅଭିଯୋଗ ପ୍ରକୋଷ୍ଠକୁ ଆସିଲେଣି ୫୬ ହଜାରରୁ ଉର୍ଦ୍ଧ୍ୱ ; ଅଭିଯୋଗର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଅଭିଯୋଗ ପ୍ରକୋଷ୍ଠକୁ ଆସିଲେଣି ୫୬ ହଜାରରୁ ଉର୍ଦ୍ଧ୍ୱ ; ଅଭିଯୋଗର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଏହି ଜନାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ସାଧାରଣ ଲୋକଟିଏ ତା’ର ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛି । ସରକାରଙ୍କ ପକ୍ଷରୁ ମଧ୍ୟ ସବୁ ଅଭିଯୋଗକୁ ସମାନ ଗୁରୁତ୍ୱ ଦିଆଯାଇ ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୫ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୩,୩୫୮ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା 9୫ […]

Continue reading
ପୁରୁଣା ସ୍ମୃତିର ପୁଣି ଜମିବ ଆସର: କେବି ଏକାଡେମୀର  ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ବଣଭୋଜି

ପୁରୁଣା ସ୍ମୃତିର ପୁଣି ଜମିବ ଆସର: କେବି ଏକାଡେମୀର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ବଣଭୋଜି

ନିରାକାରପୁର: ସମୟ ବଦଳିଯାଏ, ହେଲେ ସ୍କୁଲ ଦିନର ସେହି ସ୍ମୃତି କେବେ ବି ପୁରୁଣା ହୁଏନାହିଁ। ପୁଣି ଥରେ ସେହି ପୁରୁଣା ସାଙ୍ଗସାଥୀ, ହସଖୁସି ଏବଂ ପିଲାଦିନର ସ୍ମୃତିକୁ ସାଉଁଟିବା ପାଇଁ ପ୍ରସ୍ତୁତ ହେଉଛି ବଣଭୋଜି । ଆସନ୍ତା ଜାନୁଆରୀ ୧୧ ତାରିଖ ରବିବାର ଦିନ କ୍ଷେତ୍ରବାସୀ ଏକାଡେମୀର 1995 ବ୍ୟାଚ୍ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଭବ୍ୟ ବନ୍ଧୁମିଳନ ତଥା ବଣଭୋଜି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରକୃତିର କୋଳରେ ବନ୍ଧୁମିଳନ: ନିରାକାରପୁରର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥଳ […]

Continue reading