ଟ୍ରେନ ସମୟସାରଣୀ (ଟିଏଜି) 2026 ଅଧୀନରେ ଭାରତୀୟ ରେଳବାଇ ନୂତନ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଏହା ବର୍ତ୍ତମାନର ସେବାକୁ ବିସ୍ତାର କରିବା ସହିତ ଟ୍ରେନ ଚଳାଚଳ ସଂଖ୍ୟାକୁ ବଢ଼ାଇଛି, କେତେକ ଟ୍ରେନକୁ ସୁପରଫାଷ୍ଟ ରୂପେ ପରିବର୍ତ୍ତନ କରିଛି ଏବଂ ବିଭିନ୍ନ ରେଳ ଜୋନରେ ସେବାକୁ ତ୍ୱରାନ୍ୱିତ କରିଛି। 2026 ଟ୍ରେନ ସମୟ ସାରଣୀ ଅଧୀନରେ, ସର୍ବମୋଟ 122ଟି ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି । 86ଟି ଟ୍ରେନର ସମ୍ପ୍ରସାରଣ କରାଯିବା ସହିତ 8ଟି […]
Continue readingDaily Archives: January 10, 2026
ଅତି ବିଶିଷ୍ଟ ରେଳ ସେବା ପୁରସ୍କାର 2025 ପ୍ରଦାନ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଦ୍ୱାରକା ସ୍ଥିତ ଯଶୋଭୂମି ଠାରେ 70ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କରିଛନ୍ତି। 100 ଜଣ ରେଳ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜୋନଗୁଡ଼ିକୁ 26ଟି ଶିଲ୍ଡ ପ୍ରଦାନ କରି ସ୍ୱୀକୃତି ଦିଆଯାଇଛି। ପୂର୍ବତଟ ରେଳବାଇରେ ତିନି ଜଣ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ସେମାନେ ହେଲେ ଗୁଡ୍ସ ଲୋକୋ ପାଇଲଟ୍ […]
Continue reading

