‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’କୁ ସଫଳ କରିବା ପାଇଁ ନେବା ଦୃଢ଼ ସଂକଳ୍ପ – ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ ଶୁଭାରମ୍ଭ ହୋଇଯାଇଛି । ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଆମର ଯୁବଶକ୍ତି, ସମାଜ ଏବଂ ରାଷ୍ଟ୍ର ପ୍ରତି ଏକ […]
Continue readingDaily Archives: January 14, 2026
ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ
କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ପୋଙ୍ଗଲ –ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି । ପ୍ରତିଷ୍ଠାନର କମ୍ୟୁନିଟି ହଲ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସାମିଲ ହୋଇ ଅମଳର ଏହି ପର୍ବକୁ ଉପଭୋଗ କରିଥିଲେ । ଏହି ଅବସରରେ ଶ୍ରୀ […]
Continue readingମକର ସଂକ୍ରାନ୍ତି, ବ୍ୟାସକବି ଜୟନ୍ତୀ
ଆଧ୍ୟାତ୍ମିକତା ଓ ଅସ୍ମିତାର ମହାମିଳନ: ପବିତ୍ର ମକର ସଂକ୍ରାନ୍ତି ଓ ବ୍ୟାସକବି ଜୟନ୍ତୀ ପବିତ୍ର ମକର ସଂକ୍ରାନ୍ତି, ଯାହା ହଜାର ହଜାର ବର୍ଷ ଧରି ସମଗ୍ର ଭାରତ ବର୍ଷରେ କେବଳ ନୁହେଁ, ଅବିଭକ୍ତ ଭାରତ ତଥା ବିଦେଶର ଅନେକ ଦେଶରେ ସୂର୍ଯ୍ୟ ଉପାସନା ର କେବଳ ପର୍ବ ନୁହେଁ ଅଧିକନ୍ତୁ ବହୁବିଧ ଦର୍ଶନ ଆଧାରିତ ପର୍ବ ଭାବେ ପାଳିତ ହୋଇଆସୁଛି । ଆଜି ମହାଭାରତର ପିତାମହ ଭୀଷ୍ମଙ୍କ ମହାଭାରତମହାପ୍ରୟାଣ ଦିବସ ହୋଇଥିବା ବେଳେ ଓଡ଼ିଆ ଭାଷା ଆନ୍ଦୋଳନର […]
Continue readingବନ୍ଧୁ ସ୍ମୃତିରେ କ୍ରିକେଟ ମହାକୁମ୍ଭ
ଆସନ୍ତା ୧୭ରୁ ଆରମ୍ଭ ହେବ ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ ଟୁର୍ନାମେଣ୍ଟ ନିରାକାରପୁର: ନିଜ ପ୍ରିୟ ବନ୍ଧୁ ଗୁରୁପ୍ରସାଦ (ଗଗି)ଙ୍କ ଅମ୍ଲାନ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଆୟୋଜିତ ହେବାକୁ ଯାଉଛି ଏକ ଭବ୍ୟ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ। ଆସନ୍ତା ଜାନୁୟାରୀ ୧୭ ତାରିଖ (ଶନିବାର) ସନ୍ଧ୍ୟାରେ ଏହି ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ’ର ଶୁଭାରମ୍ଭ ହେବ। କ୍ରିକେଟର ରୋମାଞ୍ଚ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଦେଖିବାକୁ ମିଳିବ। ୧୭ ତାରିଖ ସନ୍ଧ୍ୟା ୫ଟାରୁ ରଙ୍ଗାରଙ୍ଗ ସାଂସ୍କୃତିକ […]
Continue readingଶ୍ରୀକ୍ଷେତ୍ରରେ ସାହିତ୍ୟ ଓ ସଂସ୍କୃତିର ମହାମିଳନ: ‘ଶ୍ରୀପର୍ଣ୍ଣା’ର ୩୯ତମ ମକର ଉତ୍ସବରେ ପୁସ୍ତକ “ଆରବୀୟ ରଜନୀ କାହାଣୀ” ଲୋକାର୍ପିତ
ପୁରୀ, ୧୪/୦୧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀସ୍ଥିତ ୟୁଥ୍ ହଷ୍ଟେଲ ସଭାକକ୍ଷରେ ଅନୁଷ୍ଠାନ ‘ଶ୍ରୀପର୍ଣ୍ଣା’ ପକ୍ଷରୁ ୩୯ତମ ମକର ମିଳନ, କବିତା ପାଠ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ସୁଜାତା ସିହ୍ନାଙ୍କ ଦ୍ୱାରା ଇଂରାଜୀର ବିଖ୍ୟାତ ଶିଶୁ କିଶୋର ଗଳ୍ପ ପୁସ୍ତକ “ଆରବୀୟ ରଜନୀ”ର ଓଡ଼ିଆ ଅନୁବାଦ “ଆରବୀୟ ରଜନୀ କାହାଣୀ” ଲୋକାର୍ପିତ ହୋଇଛି। ସାରସ୍ୱତ ଆସରର ଶୁଭାରମ୍ଭ ପ୍ରଖ୍ୟାତ ପ୍ରାବନ୍ଧିକ […]
Continue readingସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଓଡ଼ିଆ ଭାଷାର ଉତ୍ତରାଧିକାରୀ
ମକର ଚାଉଳର ମହକ ସହ ମନେପଡ଼ନ୍ତି ଓଡ଼ିଆ ଭାଷାର ମହାମାନ୍ୟ ସ୍ରଷ୍ଟା ଫକୀର ମୋହନ। ଭୁବନେଶ୍ୱର, ୧୪ ଜାନୁୟାରୀ ,ମକର ସଂକ୍ରାନ୍ତି: ଆଜି ପବିତ୍ର ମକର ସଂକ୍ରାନ୍ତି। ପ୍ରକୃତିର ପରିବର୍ତ୍ତନ ଓ ପରମ୍ପରାର ମହାମିଳନର ଏକ ଶୁଭ ମୁହୂର୍ତ୍ତ। ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକର ରାଶିକୁ ଗମନ କରିବା ସହ ଆରମ୍ଭ ହୁଏ ଦେବତାଙ୍କ ଦିନ ତଥା ‘ଉତ୍ତରାୟଣ’ ଯାତ୍ରା। ଏହି ଦିନଟି ଓଡ଼ିଆ ସଂସ୍କୃତିରେ କେବଳ ଏକ ପର୍ବ ନୁହେଁ, ବରଂ ଶ୍ରଦ୍ଧା, ବିଶ୍ୱାସ […]
Continue readingସାହିତ୍ୟରୁ ରାଜନୀତି: ଅନ୍ନଦା ପ୍ରସାଦ ରାୟଙ୍କ ଅମୃତ ସ୍ମୃତି ପ୍ରତି କୋଟି ପ୍ରଣାମ
ଶ୍ରଦ୍ଧାଞ୍ଜଳି: ମନେପଡ଼ନ୍ତି ବହୁମୁଖୀ ପ୍ରତିଭା ଅନ୍ନଦା ପ୍ରସାଦ ରାୟ; ଜୟନ୍ତୀ ଅବସରରେ ଓଡ଼ିଶା ମାଟିର ଏହି ବରେଣ୍ୟ ସନ୍ତାନଙ୍କୁ କୋଟି ପ୍ରଣାମ ଜଣାଇଲେ ବୁଦ୍ଧିଜୀବୀ ଭୁବନେଶ୍ୱର, ୧୪/୦୧ : ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତର ଜଣେ ଦୀପ୍ତିମନ୍ତ ନକ୍ଷତ୍ର, ବରେଣ୍ୟ ସାରସ୍ୱତ ସାଧକ ତଥା ସମ୍ଭ୍ରାନ୍ତ ରାଜନେତା ଅନ୍ନଦା ପ୍ରସାଦ ରାୟଙ୍କ ଆଜି ଜୟନ୍ତୀ। ୧୯୩୭ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ବହୁମୁଖୀ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କ ଅମ୍ଲାନ ଅମୃତ ସ୍ମୃତି ପ୍ରତି […]
Continue readingଉତ୍କଳ ଜନନୀର ବରେଣ୍ୟ ସନ୍ତାନଙ୍କୁ ଜୟନ୍ତୀ ଶ୍ରଦ୍ଧାଞ୍ଜଳି: ମନେପଡ଼ନ୍ତି ଶିକ୍ଷାବିତ୍ ମହେନ୍ଦ୍ର ରାଉତ, ଡାକ୍ତର ମଧୁସୂଦନ ଖାଡ଼ଙ୍ଗା ଓ ସାମ୍ବାଦିକ ଅଶୋକ ସିଂ।
ଓଡ଼ିଶାର ତିନି ବରେଣ୍ୟ ସନ୍ତାନଙ୍କ ଜୟନ୍ତୀ: ଶୈକ୍ଷିକ, ଚିକିତ୍ସା ଓ ସାମ୍ବାଦିକତା ଜଗତର ଅମ୍ଲାନ ପ୍ରତିଭାଙ୍କୁ ମନେପକାଉଛି ଉତ୍କଳ ଜନନୀ ଭୁବନେଶ୍ୱର, ୧୪/୦୧ : ଆଜି ପବିତ୍ର ମକର ସଂକ୍ରାନ୍ତି ତଥା ନୂତନ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିର ଶୁଭ ଅବସରରେ ଓଡ଼ିଶା ମାଟିର ତିନି ଜଣ ମହାନ୍ ବ୍ୟକ୍ତିତ୍ୱଙ୍କ ଜୟନ୍ତୀ ପାଳିତ ହେଉଛି। ଶୈକ୍ଷିକ ଜଗତର ମହାନ୍ ବ୍ୟକ୍ତିତ୍ୱ ପ୍ରଫେସର ଡଃ ମହେନ୍ଦ୍ର କୁମାର ରାଉତ, ଚିକିତ୍ସା ବିଜ୍ଞାନର ଅନନ୍ୟ ପ୍ରତିଭା ପ୍ରଫେସର ଡାକ୍ତର ମଧୁସୂଦନ ଖାଡ଼ଙ୍ଗା […]
Continue readingକେବି ଏକାଡେମୀ ୧୯୯୫ ବ୍ୟାଚ୍ର ଭବ୍ୟ ବନ୍ଧୁମିଳନ ଓ ବଣଭୋଜି: ସୃତିର ପାହାଡ଼ ତଳେ ବନ୍ଧୁତାର ଆସର
ନିରାକାରପୁର : ସମୟ ବଦଳିଯାଏ, ଜୀବନର କର୍ମମୟ ପରିସର ମଧ୍ୟରେ ଅନେକ କିଛି ପୁରୁଣା ହୋଇଯାଏ, କିନ୍ତୁ ସ୍କୁଲ ଦିନର ସେହି ଅଭୁଲା ସ୍ମୃତି କେବେ ବି ମଉଳେ ନାହିଁ। ଏହି ଉକ୍ତିକୁ ଆଉ ଥରେ ପ୍ରମାଣିତ କରିଥିଲେ ନିରାକାରପୁରସ୍ଥିତ ପ୍ରତିଷ୍ଠିତ କ୍ଷେତ୍ରବାସୀ (କେବି) ଏକାଡେମୀର ୧୯୯୫ ବ୍ୟାଚ୍ର ପୂର୍ବତନ ଛାତ୍ରଛାତ୍ରୀ। ଜାନୁଆରୀ ୧୧ ତାରିଖ ରବିବାର ଦିନ ମା’ ଭୈରବୀଙ୍କ ପବିତ୍ର ପୀଠ ଚିତ୍ରକୂଟ ପାହାଡ଼ ପାଦଦେଶରେ ଜମିଥିଲା ପୁରୁଣା ସାଙ୍ଗମାନଙ୍କ ମେଳି।ପ୍ରକୃତି କୋଳରେ ପିଲାଦିନର […]
Continue readingଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ ପରିବର୍ତନ ଆଣିବ‘ଭିବି ଜି ରାମ ଜି’
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଦୁର୍ନୀତି ଚାଲିଥିଲା । ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଂଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ୨୦୨୫ ବିଲ୍କୁ ଆଇନରେ ପ୍ରଣୟନ କରାଯାଇଛି । ‘ଭିବି ଜି ରାମ ଜି’ ବିଲ୍ ପୁରା ଦେଶର ଗ୍ରାମାଂଚଳରେ ରହୁଥିବା ଗରିବ, ଚାଷୀ, ମଜୁରିଆ, ବେକାର ଯୁବତୀ ଯୁବକଙ୍କ ଜୀବନରେ […]
Continue reading








