ଟ୍ବେଣ୍ଟି-୨୦ ବିଶ୍ବକପ – ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକଙ୍କ ଆବେଦନଗୁଡ଼ିକୁ ଖାରଜ କଲେ  ଆଇସିସି

ଟ୍ବେଣ୍ଟି-୨୦ ବିଶ୍ବକପ – ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକଙ୍କ ଆବେଦନଗୁଡ଼ିକୁ ଖାରଜ କଲେ ଆଇସିସି

ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶ ଦଳକୁ ବାହାର କରିବା ପରେ ଏବେ ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଅନୁମତି ଦେବାକୁ ମନାକରିଦେଇଛି ।ସୂଚନା ଅନୁସାରେ ବାଂଲାଦେଶର ବିଭିନ୍ନ ଗଣମାଧ୍ୟମ ପାଇଁ କାମ କରୁଥିବା ପ୍ରାୟ ୧୫୦ ଜଣ କ୍ରୀଡ଼ା ସାମ୍ବାଦିକ ବିଶ୍ବକପ୍ ରିପୋର୍ଟ ନିମନ୍ତେ ଅଧିସ୍ବୀକୃତି ପାଇଁ ଆଇସିସି ନିକଟରେ ଆବେଦନ କରିଥିଲେ । କିନ୍ତୁ ଆଇସିସି ସେମାନଙ୍କ ଆବେଦନଗୁଡ଼ିକୁ ଖାରଜ କରିଦେଇଛି । ଇ-ମେଲ୍ […]

Continue reading
ସଂପ୍ରସାରଣ ହେବ ସମ୍ବଲପୁର ଲପଙ୍ଗା ସ୍ଥିତ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ – ମୁଖ୍ୟମନ୍ତ୍ରୀ

ସଂପ୍ରସାରଣ ହେବ ସମ୍ବଲପୁର ଲପଙ୍ଗା ସ୍ଥିତ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ – ମୁଖ୍ୟମନ୍ତ୍ରୀ

ସଂପ୍ରସାରଣ ହେବ ସମ୍ବଲପୁର ଲପଙ୍ଗା ସ୍ଥିତ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ ।  ୨୭ହଜାର କୋଟି ଟଙ୍କା ବ୍ୟୟରେ ହେବ ସଂପ୍ରସାରଣ ।  ଏହା ମାଧ୍ୟମରେ ୫୦୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମ୍ବଲପୁର ଲପଙ୍ଗା ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତ୍ୟାଧୁନିକ ଫ୍ଲାଟ ରୋଲଡ ପ୍ରଡକ୍ଟ ୟୁନିଟର ଲୋକାର୍ପଣ କରିଛନ୍ତି ।  ଏହା ଭାରତର ପ୍ରଥମ ଫ୍ଲାଟ ରୋଲଡ ପ୍ରଡକ୍ଟ ୟୁନିଟ । ଏହାର ଲୋକାର୍ପଣ କରି ଓଡ଼ିଶାର ନୂଆ ଶିଳ୍ପ ବିପ୍ଲବ ସୃଷ୍ଟି […]

Continue reading

ପଦ୍ମ ପୁରସ୍କାର- ୨୦୨୬’ ପାଇଁ ମନୋନୀତ ଓଡ଼ିଆ ପ୍ରତିଭାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

ତୃଣମୂଳ ସ୍ତରର ଅସାଧାରଣ ପ୍ରତିଭାଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ମୋନନୀତ କରି ମୋଦୀ ସରକାର ସେମାନଙ୍କୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତ ପୁରସ୍କାର ବିଜେତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାର ଗାରିମା ଓ ପ୍ରତିଭାକୁ ନିରନ୍ତର ଭାବେ ବିଶ୍ୱ ଦରବାରରେ ପରିଚିତ କରାଉଥିବାରୁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ […]

Continue reading
 ୭୭ତମ ସାଧାରଣତନ୍ତ୍ର ଦିବସ: ବାରବାଟୀରେ ପତକା ଉତ୍ତଳନ କଲେ ମୁଖ୍ୟମନ୍ତ୍ରୀ

 ୭୭ତମ ସାଧାରଣତନ୍ତ୍ର ଦିବସ: ବାରବାଟୀରେ ପତକା ଉତ୍ତଳନ କଲେ ମୁଖ୍ୟମନ୍ତ୍ରୀ

 ବାରବାଟୀରେ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ଯେ ଅଗଷ୍ଟ ୧୫, ୧୯୪୭ ମସିହାରେ ପରାଧୀନତାର ଜଞ୍ଜିରରୁ ମୁକ୍ତ ହୋଇ ଭାରତମାତାକୁ ମିଳିଥିଲା ସ୍ଵାଧୀନତା। କିନ୍ତୁ, ସେଇ ସଂଗ୍ରାମ ସେଇଠି ସମାପ୍ତ ହୋଇ ନ ଥିଲା। ବରଂ ସ୍ଵାଧୀନତା ପରେ ଦୁଇଟି ବଡ ଆହ୍ଵାନର ସମ୍ମୁଖୀନ ହୋଇଥିଲା ଆମ […]

Continue reading
ଦେଶ ପାଳିଛି ୭୭ତମ ସାଧାରଣ ତନ୍ତ୍ର ଦିବସ,ଦିଲ୍ଲୀ କର୍ତ୍ତବ୍ୟପଥରେ ଓଡ଼ିଲା ତ୍ରିରଙ୍ଗା

ଦେଶ ପାଳିଛି ୭୭ତମ ସାଧାରଣ ତନ୍ତ୍ର ଦିବସ,ଦିଲ୍ଲୀ କର୍ତ୍ତବ୍ୟପଥରେ ଓଡ଼ିଲା ତ୍ରିରଙ୍ଗା

ଦେଶ ପାଳଛି ୭୭ତମ ସାଧାରଣ ତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଛି ଶୌର୍ଯ୍ୟ, ଶକ୍ତି ଓ ସଂସ୍କୃତିର ଅପୂର୍ବ ସମନ୍ୱୟ । ମାଟିକୁ ଥରାଇଥିଲା ଗୋଟିକ ପରେ ଗୋଟିଏ ପରେଡ୍, ଆକାଶ ଚିରିଥିଲା ବାୟୁସେନାର ଲଢ଼ୁଆ ବିମାନ । ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯାଇଥିବା ବେଳେ, ପ୍ରତିଟି ଓଡ଼ିଆଙ୍କୁ […]

Continue reading
ଓଡ଼ିଆ କଳା ଜଗତ ପାଇଁ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ କଳା ଜଗତ ପାଇଁ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ଜନପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ଅକାଳ ବିୟୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, “ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍‍ ମଜୁମଦାରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ନିଜର ନିଆରା ସଙ୍ଗୀତ ଶୈଳୀ ଓ ସୃଜନଶୀଳତା ମାଧ୍ୟମରେ ସେ ଦୀର୍ଘ ଦଶନ୍ଧି […]

Continue reading
ଖେଳରେ କେହି ହାରନ୍ତି ନାହିଁ ; ଜଣେ ଜିତେ, ଅନ୍ୟଜଣେ ଶିଖେ – ଧର୍ମେନ୍ଦ୍ର ପ୍ରଧାନ

ଖେଳରେ କେହି ହାରନ୍ତି ନାହିଁ ; ଜଣେ ଜିତେ, ଅନ୍ୟଜଣେ ଶିଖେ – ଧର୍ମେନ୍ଦ୍ର ପ୍ରଧାନ

ଖେଳରେ କେହି ହାରନ୍ତି ନାହିଁ; ଜଣେ ଜିତେ, ନଚେତ୍ ଅନ୍ୟଜଣେ ଶିଖେ । ଏହି ମନ୍ତ୍ରକୁ ଆଧାର କରି ଆଜିର ଯୁବ ଖେଳାଳିମାନେ ଆଗକୁ ବଢ଼ିବା ଉଚିତ୍ ବୋଲି ଶନିବାର ସମ୍ବଲପୁରର ୪ସି ପଡ଼ିଆରେ ଆୟୋଜିତ ‘ଚତୁର୍ଥ ବାଜି ରାଉତ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫-୨୬’ର ଉଦଯାପନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ, ଆମ ଦେଶର […]

Continue reading
‘ରିଲ୍’ ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରେ କିନ୍ତୁ ଭଲ ବହି ସାରା ଜୀବନକୁ ପ୍ରଭାବିତ କରେ – ଧର୍ମେନ୍ଦ୍ର ପ୍ରଧାନ

‘ରିଲ୍’ ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରେ କିନ୍ତୁ ଭଲ ବହି ସାରା ଜୀବନକୁ ପ୍ରଭାବିତ କରେ – ଧର୍ମେନ୍ଦ୍ର ପ୍ରଧାନ

ପୁସ୍ତକ ମେଳା ବିଚାର ଓ ଆଚାରର ଏକ ଉତ୍ସବ । ବହି ପଢ଼ିବା ଦ୍ୱାରା ଜ୍ଞାନର ଗଭୀରତା ବଢ଼େ ଏବଂ ଆଗକୁ ଯିବାର ପଥ ମିଳେ । ଆଜିକାଲିର ମୋବାଇଲ ଓ ୩୦ ସେକେଣ୍ଡର ‘ରିଲ୍’ ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରିପାରେ, କିନ୍ତୁ ଗୋଟିଏ ଭଲ ବହି ସାରା ଜୀବନକୁ ପ୍ରଭାବିତ କରିଥାଏ । ଯିଏ ପଢ଼େ, ସେ କେବଳ ଟ୍ରେଣ୍ଡ୍ ବନାଏ ନାହିଁ, ସେ ଇତିହାସ ବନାଏ । ଗାନ୍ଧିଜୀ ଯଦି ଗୀତା […]

Continue reading
ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ , ନିଜେ ନବୀନ ବାବୁ ମିଛ କହୁଛନ୍ତି – ନିଲମ୍ବନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର

ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ , ନିଜେ ନବୀନ ବାବୁ ମିଛ କହୁଛନ୍ତି – ନିଲମ୍ବନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର

ନିଲମ୍ବନ ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର l ଶନିବାର ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅରବିନ୍ଦ କହିଛନ୍ତି, ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ l ନିଜେ ନବୀନ ବାବୁ ମିଛ କହୁଛନ୍ତି l ମୋ ସମ୍ପର୍କରେ ବିଜେଡି ନେତାମାନେ ୮ ପ୍ରକାରରୁ ଅଧିକ ମିଛ କହିଥିବା ଅରବିନ୍ଦ ମହାପାତ୍ର କହିଛନ୍ତି […]

Continue reading
ମହମ୍ମଦ ମୋକିମଙ୍କ ସମର୍ଥକ ମାନେ ଦଳରୁ ଯାଇଛନ୍ତି – କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ

ମହମ୍ମଦ ମୋକିମଙ୍କ ସମର୍ଥକ ମାନେ ଦଳରୁ ଯାଇଛନ୍ତି – କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ

କଂଗ୍ରେସରୁ ୪୧ ନେତାଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ । ସେ କହିଛନ୍ତି କିଛି ମାସ ପୂର୍ବରୁ ଦଳରୁ ବିଦା ହୋଇଥିବା ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ସମର୍ଥକ ମାନେ ଦଳରୁ ଯାଇଛନ୍ତି । ଯେଉଁମାନେ ଆଜି ସାମ୍ବାଦିକ ସମ୍ମିଳନୀ କରୁଥିଲେ ସେମାନେ କଂଗ୍ରେସର ନୁହନ୍ତି । ତେଣୁ ସେମାନେ ଗଲେ କି ରହିଲେ କଂଗ୍ରେସର କିଛି ଫରକ ପଡ଼ିବାରେ ନାହିଁ । ପିସିସି ସଭାପତି ଭକ୍ତ ଚରଣ […]

Continue reading