ଓବିସି ଏବଂ ବୁଣାକାର ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ବେଙ୍ଗାଲୁରୁ ଠାରେ ଦେବାଙ୍ଗ ସଂଘର ଶତବାର୍ଷିକୀ ସମାରୋହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେବାଙ୍ଗ ସମ୍ପ୍ରଦାୟ ଭାରତର ବୟନ ଶିଳ୍ପର ସଂରକ୍ଷକ । ଦେବାଙ୍ଗ ମହର୍ଷିଙ୍କ ପବିତ୍ର ପରମ୍ପରାକୁ ପାଥେୟ କରି ଏହି ସମ୍ପ୍ରଦାୟ ଶତାବ୍ଦୀ ଶତାବ୍ଦୀ ଧରି ଦେଶର ଅର୍ଥନୀତି ଓ ସଂସ୍କୃତିକୁ […]
Continue readingMonthly Archives: January 2026
“ନୃତ୍ୟ ମହ୍ଲାର” ପକ୍ଷରୁ ଏହାର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’।
ରାଜ୍ୟର ଅନ୍ୟତମ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରାଉରକେଲାର “ନୃତ୍ୟ ମହ୍ଲାର” ପକ୍ଷରୁ ଏହାର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’।ଏହି ଏକଦିନିଆ ସାଂସ୍କୃତିକ ମହୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର, ଅତିଥି ଓ କଳାପ୍ରେମୀ ଦର୍ଶକମାନଙ୍କ ସମେତ ପ୍ରାୟ ୧୫୦୦ରୁ ଉର୍ଦ୍ଧ ଲୋକଙ୍କ ଉପସ୍ଥିତି ସିଭିକ ସେଣ୍ଟର୍ ରେ ଦେଖିବାକୁ ମିଳିଥିଲା। ନୃତ୍ୟ ମହ୍ଲାରର ଅଧ୍ୟକ୍ଷା, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗବେଷକ ଓ ସ୍ୱର୍ଣ୍ଣ ପଦକ ପ୍ରାପ୍ତା ସୁଶ୍ରୀ […]
Continue readingଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଏକ ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀ, “ଦି ଲାଇଟ୍ ଆଣ୍ଡ୍ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆଓ୍ବେକେନଡ୍ ୱାନ୍”କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏକ ଶହ ପଚିଶ ବର୍ଷର ଅପେକ୍ଷା ପରେ ଭାରତର ଏହି ମହାନ ଐତିହ୍ୟ ଫେରି ଆସିଛି । ଆଜିଠାରୁ ଭାରତର ଲୋକମାନେ […]
Continue readingଜାତୀୟ ପକ୍ଷୀ ଦିବସ
ପ୍ରତି ବର୍ଷ ଜାନୁଆରୀ ୫ତାରିଖରେ ଜାତୀୟ ପକ୍ଷୀ ଦିବସ ପ୍ରାୟତଃ ସମଗ୍ର ବିଶ୍ଵରେ ପାଳିତ ହୋଇଆସୁଛି । ବିଶେଷ କରି ଆମ ଓଡ଼ିଶା ପରିପ୍ରେକ୍ଷୀରେ ଏହି ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମରାଳ ମାଳିନୀ ନୀଳାମ୍ବୁ ଚିଲିକା ସମେତ ଅଂଶୁପା ଆଦି ବିଭିନ୍ନ କ୍ଷେତ୍ରର ସ୍ଥିତି କୁ ଉପଜିବ୍ୟ କରି ଏହା ଆମର ନିର୍ଦ୍ଦିଷ୍ଟ ମତ । ଏହା ନିର୍ବିବାଦୀୟ ସତ୍ୟ ଯେ ପକ୍ଷୀ ସ୍ଥାନାନ୍ତରଣ ଏକ ପ୍ରାକୃତିକ ଚମତ୍କାର । ସ୍ଥାନାନ୍ତରିତ ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଖାଇବାକୁ, […]
Continue readingଓଡ଼ିଆ ଭାଷାର ଅନନ୍ୟ ପରିଚିତି ‘ବୋଉ’: ଭୁବନେଶ୍ୱରରେ ୧୧ଶ ରାଜ୍ୟସ୍ତରୀୟ ବୋଉ ଦିବସ ପାଳିତ
ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସଂସ୍କୃତିରେ ‘ବୋଉ’ ଶବ୍ଦର ମହତ୍ତ୍ୱ ଏବଂ ମାତୃତ୍ୱର ଗୌରବକୁ ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ୧୧ଶ ରାଜ୍ୟସ୍ତରୀୟ ‘ବୋଉ ଦିବସ’ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ବୋଉ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ।ବୋଉ ମଣିଷ-୨୦୨୨ ସମ୍ମାନଏହି ଅବସରରେ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦେବଦାସ ଛୋଟରାୟ ଏବଂ ଡାକ୍ତର ସେବା ମହାପାତ୍ରଙ୍କୁ […]
Continue readingଦାସତ୍ୱ ମାନସିକତା ଛାଡ଼ି ସ୍ୱାଭିମାନର ସହ ଆଗକୁ ବଢୁଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ
ମାକାଉଲେ’ ମାନସିକତାରୁ ବାହାରି ନିଜର ସଂସ୍କୃତି ଓ ସ୍ୱାଭିମାନକୁ ଆଗେଇ ନେବାରେ ଆମେ ଅଗ୍ରସର ବୋଲି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଗପୁର ଗସ୍ତ ଅବସରରେ ବିଭିନ୍ନ ସାମାଜିକ, ଆଧ୍ୟାତ୍ମିକ ଏବଂ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି । ଶ୍ରୀ ପ୍ରଧାନ ଏହି ଗସ୍ତକାଳରେ ଭୋନ୍ସଲା ମିଲିଟ୍ରି ସ୍କୁଲର ୨୭ତମ ବାର୍ଷିକୋତ୍ସବରେ ଯୋଗଦେଇ ମାନବସେବା ଓ ରାଷ୍ଟ୍ରନିର୍ମାଣର ସଂକଳ୍ପକୁ ଦୋହରାଇଥିଲେ । ସେ କହିଥିଲେ, ଦେଶକୁ […]
Continue readingଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ସହ ଡ଼ି.ପି.ଆଇ.ଏ.ଏସ.ଇ, ବ୍ରହ୍ମପୁର ଏବଂ ଡ଼ି.ଆଇ.ପି.ଏସ.ଇ.ଆର ବୁଝାମଣାପତ୍ର ସ୍ୱାକ୍ଷର
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଦିବାକର ପଟ୍ଟନାୟକ ଅଗ୍ରଗ୍ରାମୀ ଶିକ୍ଷା ପ୍ରତିଷ୍ଠାନ, ବ୍ରହ୍ମପୁର, ଓଡିଶା ଏବଂ ଦେବସଂଘ ବୃତ୍ତିଗତ ଅଧ୍ୟୟନ ଏବଂ ଶିକ୍ଷା ଗବେଷଣା ସଂସ୍ଥାନ, ଦେଓଘର, ଝାଡ଼ଖଣ୍ଡ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ର ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଗବେଷଣା, ଶୈକ୍ଷିକ ଆଦାନପ୍ରଦାନ ଏବଂ ଶୈକ୍ଷିକ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ସହଯୋଗକୁ ସୁଦୃଢ଼ କରିବ I ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହି ଅବସରରେ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ନିରନ୍ତର […]
Continue reading






