ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍: ଷଷ୍ଠ ଥର ବିଶ୍ୱ ବିଜୟୀ ହେଲା ଭାରତ

ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍: ଷଷ୍ଠ ଥର ବିଶ୍ୱ ବିଜୟୀ ହେଲା ଭାରତ

ଷଷ୍ଠ ଥର ବିଶ୍ୱ ବିଜୟୀ ହେଲା ଭାରତ। । ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ରେ ପରେ ଏବେ ୨୦୨୬ର ଟାଇଟଲ ହାତେଇଲା। ଶୁକ୍ରବାର ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରିଛି। ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍ ଇଣ୍ଡିଆର ବ୍ୟାଟରମାନେ ଧୂଆଁଦାର ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୪୧୨ ରନ୍‌ରେ […]

Continue reading
ପାକିସ୍ତାନରେ ନମାଜ ବେଳେ  ବିସ୍ଫୋରଣ,ବର୍ତ୍ତମାନ ସୁଦ୍ଧା ୩୯ ଜଣଙ୍କର ମୃତ, ୧୬୯ରୁ ଅଧିକ ଆହତ

ପାକିସ୍ତାନରେ ନମାଜ ବେଳେ ବିସ୍ଫୋରଣ,ବର୍ତ୍ତମାନ ସୁଦ୍ଧା ୩୯ ଜଣଙ୍କର ମୃତ, ୧୬୯ରୁ ଅଧିକ ଆହତ

ଶୁକ୍ରବାର ପାକିସ୍ତାନରେ ପୁଣି ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩୯ ଜଣଙ୍କର ମୃତ୍ୟୁ ହୋଇଛି। ୧୬୯ରୁ ଅଧିକ ଆହତ ହୋଇଛନ୍ତି। ଡନର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ରାଜଧାନୀ ଇସ୍ଲାମାବାଦର ଶେହଜାଦ ଟାଉନ୍ ଅଞ୍ଚଳର ତରଲାଇ ଇମାମବାରଗାରେ ଏହି ବିସ୍ଫୋରଣ ଘଟିଛି। ଶୁକ୍ରବାର ନମାଜ ବେଳେ ଏହି ବିସ୍ଫୋରଣ କରାଯାଇଥିବା ମିଡିଆରେ ଖବର ପ୍ରକାଶ ପାଇଛି।  ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍)ର ଜଣେ ମୁଖପାତ୍ରଙ୍କ ଠାରୁ ରିପୋର୍ଟ ନେଇନ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ […]

Continue reading
ପରୀକ୍ଷା ପେ ଚର୍ଚ୍ଚା’ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ସାଜିଛି – ଧର୍ମେନ୍ଦ୍ର ପ୍ରଧାନ

ପରୀକ୍ଷା ପେ ଚର୍ଚ୍ଚା’ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ସାଜିଛି – ଧର୍ମେନ୍ଦ୍ର ପ୍ରଧାନ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ଦେଶର କୋଟି କୋଟି ବିଦ୍ୟାର୍ଥୀଙ୍କୁ ନୂଆ ରାସ୍ତା ଦେଖାଉଛି । ପ୍ରଧାନମନ୍ତ୍ରୀଙ୍କ ଛୋଟ ଛୋଟ ଟିପ୍ସ ଏବଂ ସରଳ ଉଦାହରଣ ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଦୂର କରି ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସବୁଠୁ ବଡ ମାର୍ଗଦର୍ଶକ ସାଜିବାରେ ସହାୟକ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

Continue reading