ଏଭରେଷ୍ଟ ଉପରେ ଉଡ଼ିବ ହେଲିକପ୍ଟର : ମୋଦୀ-ମାକ୍ରୋନଙ୍କ ବଡ଼ ଘୋଷଣା, ଏବେ ହିମାଳୟରେ ରକ୍ଷା ପାଇବ ଜୀବନ

ଏଭରେଷ୍ଟ ଉପରେ ଉଡ଼ିବ ହେଲିକପ୍ଟର : ମୋଦୀ-ମାକ୍ରୋନଙ୍କ ବଡ଼ ଘୋଷଣା, ଏବେ ହିମାଳୟରେ ରକ୍ଷା ପାଇବ ଜୀବନ

ନୂଆଦିଲ୍ଲୀ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ପରେ ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ବିଶେଷ କରି ମାଉଣ୍ଟ ଏଭରେଷ୍ଟ ଭଳି ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଉଡ଼ିବାକୁ ସକ୍ଷମ ହେଲିକପ୍ଟର ନିର୍ମାଣ ଓ ପରିଚାଳନା ନେଇ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ସାଧାରଣତଃ ଅତ୍ୟଧିକ ଉଚ୍ଚତାରେ ପବନର ଚାପ କମ୍ ରହୁଥିବାରୁ ହେଲିକପ୍ଟର ଉଡ଼ିବା କଷ୍ଟକର ହୋଇଥାଏ। […]

Continue reading
ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ: ୭୫ଟି ‘ସିଏମ୍ ଶ୍ରୀ’ ସ୍କୁଲର ଶୁଭାରମ୍ଭ, ସରୋଜିନୀ ନଗରରେ ଅତ୍ୟାଧୁନିକ ବିଦ୍ୟାଳୟ ଉଦ୍‌ଘାଟିତ

ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ: ୭୫ଟି ‘ସିଏମ୍ ଶ୍ରୀ’ ସ୍କୁଲର ଶୁଭାରମ୍ଭ, ସରୋଜିନୀ ନଗରରେ ଅତ୍ୟାଧୁନିକ ବିଦ୍ୟାଳୟ ଉଦ୍‌ଘାଟିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଶିକ୍ଷା ମନ୍ତ୍ରୀ ଶ୍ରୀ ଆଶିଷ ସୁଦଙ୍କ କରକମଳରେ ଆଜି ଦିଲ୍ଲୀରେ ୭୫ଟି ‘ସିଏମ୍ ଶ୍ରୀ’ (CM Shri) ସ୍କୁଲର ଶୁଭାରମ୍ଭ ହୋଇଯାଇଛି। ଏହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ସରକାରଙ୍କୁ ଢ଼େର ପ୍ରଶଂସା କରିଛନ୍ତି । ଏହି ଅବସରରେ ସରୋଜିନୀ ନଗରଠାରେ ଏକ ଅତ୍ୟାଧୁନିକ ‘ସିଏମ୍ ଶ୍ରୀ’ ସ୍କୁଲର ଉଦ୍‌ଘାଟନ […]

Continue reading
ଦିଲ୍ଲୀରେ ଓଡ଼ିଶାର ଦବଦବା: ‘ଇଣ୍ଡିଆ ଏଆଇ ସମ୍ମିଳନୀ’ରେ କୋଣାର୍କ ଚକ ଓ AIର ସମନ୍ୱୟ, ପ୍ରଶଂସା କଲେ ଅଶ୍ୱିନୀ ବୈଷ୍ଣବ

ଦିଲ୍ଲୀରେ ଓଡ଼ିଶାର ଦବଦବା: ‘ଇଣ୍ଡିଆ ଏଆଇ ସମ୍ମିଳନୀ’ରେ କୋଣାର୍କ ଚକ ଓ AIର ସମନ୍ୱୟ, ପ୍ରଶଂସା କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଚାଲିଥିବା ବିଶ୍ୱର ସର୍ବବୃହତ୍‌ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ’ରେ ଓଡ଼ିଶାର ଜୟଯାତ୍ରା ଦେଖିବାକୁ ମିଳିଛି। ସମ୍ମିଳନୀର ହଲ୍ ନମ୍ବର ୫ରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ସ୍ଥାପିତ ପାଭିଲିୟନ ପରିଦର୍ଶକଙ୍କ ମନ ମୋହିଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପାଭିଲିୟନ ପରିଦର୍ଶନ କରି ଏଆଇ (AI) କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶା ପାଭିଲିୟନର ମୁଖ୍ୟ ଆକର୍ଷଣ ପାଲଟିଛି ବିଶ୍ୱପ୍ରସିଦ୍ଧ କୋଣାର୍କ […]

Continue reading
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ଭାରତ ଆଜି ବିଶ୍ୱର ଏକ ପ୍ରମୁଖ ବୈଷୟିକ ଶକ୍ତି ଭାବେ ଉଭା ହେଉଥିବା ବେଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏହି ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ଭାରତ ମଣ୍ଡପମ୍‌ ଠାରେ “ପୁସିଂ ଦ ଫ୍ରଣ୍ଟିୟର୍ ଅଫ୍ ଏଆଇ ଇନ୍ ଇଣ୍ଡିଆ” […]

Continue reading
ସମ୍ବଲପୁରରେ ଦିଶା ବୈଠକରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ ଦିଶା ବୈଠକରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

​ସମ୍ବଲପୁରରେ ଜିଲ୍ଲାସ୍ତରୀୟ ‘ଦିଶା’ ବୈଠକ: ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା​ସମ୍ବଲପୁର: ଆଜି ସମ୍ବଲପୁରଠାରେ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି ବା ‘ଦିଶା’ (DISHA) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।​ସମ୍ବଲପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତା ଏବଂ ଅଗ୍ରଗତି ନେଇ ବୈଠକରେ […]

Continue reading