ଶିକ୍ଷାକୁ ରାଜନୀତିର ଉର୍ଦ୍ଧ୍ୱରେ ରଖିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ହେବ – ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷାକୁ ରାଜନୀତିର ଉର୍ଦ୍ଧ୍ୱରେ ରଖିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ହେବ – ଧର୍ମେନ୍ଦ୍ର ପ୍ରଧାନ

ବର୍ତ୍ତମାନ ସମୟରେ ଶିକ୍ଷା ବଦଳରେ ଭୋଟ୍ ବ୍ୟାଙ୍କ୍ ରାଜନୀତି ପଶ୍ଚିମବଙ୍ଗ ସରକାରଙ୍କ ପ୍ରାଥମିକତା ହୋଇଛି ବୋଲି ଆଜି କୋଲକାତା ଠାରେ ଆୟୋଜିତ ‘ମହାନଗର ଶିକ୍ଷକ ସମ୍ମିଳନୀ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପଶ୍ଚିମବଙ୍ଗ ପବିତ୍ର ମାଟି ଭାରତକୁ ବୌଦ୍ଧିକ ଏବଂ ବୈଚାରିକ ନେତୃତ୍ୱ ପ୍ରଦାନ କରିଛି । ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ […]

Continue reading
`ସେବାରେ ବ୍ରତୀ ଥିବା ଲୋକେ ଆମ ସୁପରହିରୋ’

`ସେବାରେ ବ୍ରତୀ ଥିବା ଲୋକେ ଆମ ସୁପରହିରୋ’

ସମାଜରେ ଅନେକ ଲୋକ ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି । ସେବା ହିଁ ପରମଧର୍ମ’ ବାର୍ତ୍ତାରେ ଉଦ୍‌ବୁଦ୍ଧ ହୋଇ ସେମାନେ କାର୍ଯ୍ୟ କରୁଛନ୍ତି । ସେବାରେ ବ୍ରତୀ ଥିବା ଲୋକମାନେ ଆମ ପାଇଁ ସୁପରହିରୋ, ସେମାନେ ସମାଜ ପାଇଁ ରୋଲ୍ ମଡେଲ୍ । ସେଭଳି ଉତ୍ତମ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବାର ସମୟ ଆସିଛି । ରାଜ୍ୟର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଅର୍ଗସ୍ ନ୍ୟୁଜ୍ ପକ୍ଷରୁ ଭୁବନେଶ୍ବରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅୟୋଜିତପ୍ରାଇଡ୍ ଅଫ୍ ଓଡ଼ିଶା – […]

Continue reading
ଟି20 ବିଶ୍ୱକପ: ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଜିମ୍ବାୱେ

ଟି20 ବିଶ୍ୱକପ: ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଜିମ୍ବାୱେ

ଟି20 ବିଶ୍ୱକପରେ ବଡ ବିପର୍ଯ୍ୟୟ । ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଜିମ୍ବାୱେ । ଲିଗ୍ ମୁକାବିଲାରେ ଜିମ୍ବାଓ୍ୱେ ବଡ ବିପର୍ଯ୍ୟୟ ଘଟାଇଛି । ଦଳ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରି ବିଜୟ ହାସଲ କରିଛି । ଟସ୍ ଜିତିଥିଲା ଅଷ୍ଟ୍ରେଲିଆ । ଦଳ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୨ ଓ୍ୱିକେଟ ହରାଇ ୧୬୯ ରନ୍ କରିଥିଲା । ବ୍ରାଏନ୍ ବେନେଟ୍ ଅପରାଜିତ ୬୪ ରନ୍ କରି […]

Continue reading
ସେବା ତୀର୍ଥର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେବା ତୀର୍ଥର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେବା ତୀର୍ଥର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠାରୁ ପ୍ରଧାନମନ୍ତ୍ରୀ ମୋଦି ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, “ସେବା ତୀର୍ଥ”କୁ ସ୍ଥାନାନ୍ତରିତ ହେବେ। ଏହିପରି ଦେଶର ଶକ୍ତି କେନ୍ଦ୍ର ରୂପାନ୍ତରିତ ହେବ। ପ୍ରାୟ ୧:୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦି “ସେବା ତୀର୍ଥ” ବିଲ୍ଡିଂ ନାମ ଉନ୍ମୋଚନ କରିଛନ୍ତି। ଏହି ସମ୍ମିଶ୍ରଣରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO), ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ରହିଛି। ୨୦୧୪ ମସିହାରୁ, ମୋଦି ସରକାର ଭାରତର ଔପନିବେଶିକ […]

Continue reading
‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।  ନବରଙ୍ଗପୁର ସମେତ ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁର ଠାରୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି ।  ଆସନ୍ତା ୪ ବର୍ଷରେ ଏହି ଯୋଜନାରେ  ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ।  ଚଳିତ ବର୍ଷ ୫ଟି ଜିଲ୍ଲାରୁ ପ୍ରାୟ ୫୦୦୦ ଶ୍ରଦ୍ଧାଳୁ  ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, […]

Continue reading
ଶିକ୍ଷା ପକ୍ରିୟାକୁ ସହଜ କରିବ “ବୋଧନ ଏଆଇ” – ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ପକ୍ରିୟାକୁ ସହଜ କରିବ “ବୋଧନ ଏଆଇ” – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଫେବୃୟାରୀ ୧୨- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଆୟୋଜିତ ‘ଭାରତ ବୋଧନ ଏଆଇ କନକ୍ଲେଭ’ରେ ଯୋଗଦେଇ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରିଛନ୍ତି। ଭାରତକୁ ଏକ ‘ଏଆଇ ଲିଡର’ ଦେଶ ଭାବେ ଗଢିତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ଦୋହରାଇ ସେ ଶିକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷା […]

Continue reading
ଭାରତ-ନାମିବ୍ୟା ବିଶ୍ୱକପ୍‌ ମୁକାବିଲା

ଭାରତ-ନାମିବ୍ୟା ବିଶ୍ୱକପ୍‌ ମୁକାବିଲା

ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ଅଣ୍ଡରଡଗ୍ ନାମିବ୍ୟା। ପାକିସ୍ତାନ ବିପକ୍ଷ ହାଇଭୋଲ୍‌ଟେଜ୍ ମ୍ୟାଚ୍ ପୂର୍ବରୁ ନିଜର ବ୍ୟାଟିଂ ଦକ୍ଷତା ପରଖିବା ଏବଂ ଆତ୍ମବଳ ବୃଦ୍ଧି କରିବା ପାଇଁ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ରାତି ୭ଟାରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ମାନେ ପୂର୍ବ ଭୁଲ୍ ସୁଧାରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ମ୍ୟାଚ୍ ପୂର୍ବରୁ ଭାରତୀୟ ଶିବିରକୁ ଏକ ଶକ୍ତ ଧକ୍କା […]

Continue reading
ବାଂଲାଦେଶ ନିର୍ବାଚନ: ଅସ୍ଥିରତାର ୧୮ ମାସ ପରେ ଗଣତନ୍ତ୍ରର ପରୀକ୍ଷା, ଭାରତ ପାଇଁ ବଢ଼ିବ କି ଚିନ୍ତା?

ବାଂଲାଦେଶ ନିର୍ବାଚନ: ଅସ୍ଥିରତାର ୧୮ ମାସ ପରେ ଗଣତନ୍ତ୍ରର ପରୀକ୍ଷା, ଭାରତ ପାଇଁ ବଢ଼ିବ କି ଚିନ୍ତା?

ଢାକା: ଅଗଷ୍ଟ ୨୦୨୪ର ସେହି ରକ୍ତାକ୍ତ ବିଦ୍ରୋହ ଏବଂ ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତ ପରେ ବାଂଲାଦେଶ ଆଜି ଏକ ନିର୍ଣ୍ଣାୟକ ମୋଡ଼ରେ ଛିଡ଼ା ହୋଇଛି। ପ୍ରାୟ ୧୮ ମାସର ପ୍ରବଳ ହିଂସା, ଅରାଜକତା ଏବଂ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଶାସନ ପରେ ଦେଶରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନ କେବଳ ବାଂଲାଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବ ନାହିଁ, ବରଂ ସମଗ୍ର ଦକ୍ଷିଣ ଏସିଆର ଭୂ-ରାଜନୈତିକ ସମୀକରଣକୁ ବଦଳାଇବାର କ୍ଷମତା ରଖିଛି। […]

Continue reading
ପାଠ ପଢ଼ାବେଳେ, ହିଂସା, ନିଶାର ବିଷ; କାହାର ଅବହେଳା ପାଇଁ ବଳି ପଡ଼ୁଛି ଶୈଶବ?

ପାଠ ପଢ଼ାବେଳେ, ହିଂସା, ନିଶାର ବିଷ; କାହାର ଅବହେଳା ପାଇଁ ବଳି ପଡ଼ୁଛି ଶୈଶବ?

କନ୍ଧମାଳରୁ ନୟାଗଡ଼— ବ୍ରହ୍ମପୁରରୁ ବାଲେଶ୍ବର ଚିତ୍ର ସମାନ, କେବଳ ଚରିତ୍ର ବଦଳିଛି। ସପ୍ତମରୁ ନବମ,ଦଶମ ଶ୍ରେଣୀର ଛାତ୍ରମାନେ ପିଟା ପିଟି ହେବା ଏବଂ ନିଶା ପିଇ ମାତାଲ ହେବାର ଚିତ୍ର ବାରମ୍ବାର ଆସୁଛି । ବିଦ୍ୟାଳୟ ପରିସରରେ ମଦ୍ୟପାନ କରି ଅଚେତ ହୋଇ ପଡ଼ିବା କେବଳ ଏକ ଖବର ନୁହେଁ, ବରଂ ଏହା ଏକ ସାମାଜିକ ସଂକ୍ରମଣର ଭୟଙ୍କର ସୂଚନା। ଯେଉଁ ବୟସରେ ପିଲାଙ୍କ ହାତରେ କଲମ ଓ ବହି ରହିବା କଥା, ସେହି ବୟସରେ ହଣା […]

Continue reading
ରେଳ ବିଦ୍ୟୁତୀକରଣ ଦ୍ୱାରା ୨୦୨୪-୨୫ ବର୍ଷରେ ଡିଜେଲ ବ୍ୟବହାର ୧୭୮ କୋଟି ଲିଟର ହ୍ରାସ ପାଇଛି

ରେଳ ବିଦ୍ୟୁତୀକରଣ ଦ୍ୱାରା ୨୦୨୪-୨୫ ବର୍ଷରେ ଡିଜେଲ ବ୍ୟବହାର ୧୭୮ କୋଟି ଲିଟର ହ୍ରାସ ପାଇଛି

ବିଦ୍ୟୁତିକରଣ ସହିତ, ଭାରତୀୟ ରେଳବାଇରେ ଡିଜେଲ ବ୍ୟବହାର ହ୍ରାସ ପାଇଛି। ଭାରତୀୟ ରେଳବାଇ ୨୦୧୬-୧୭ ତୁଳନାରେ ୨୦୨୪-୨୫ ବର୍ଷରେ ୧୭୮ କୋଟି ଲିଟର ଡିଜେଲ ବ୍ୟବହାର ସଞ୍ଚୟ କରିପାରିଛି, ଯାହା ୬୨% ସଞ୍ଚୟ, ଯାହା ଫଳରେ ଅଶୋଧିତ ତୈଳର ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇଛି। ୨୦୨୪-୨୫ ସମୟରେ ଟ୍ରାକ୍ସନ ପାଇଁ ମୋଟ ଶକ୍ତି ବ୍ୟବହାର ଉପରେ ଭାରତୀୟ ରେଳବାଇ ଦ୍ୱାରା ଖର୍ଚ୍ଚ ହୋଇଥିବା ପରିମାଣ ଟ.୩୨,୩୭୮ କୋଟି। ବୈଦ୍ୟୁତିକ ଏବଂ ଡିଜେଲ ଲୋକୋମୋଟିଭ୍ ରକ୍ଷଣାବେକ୍ଷଣ ପାଇଁ ଭାରତୀୟ ରେଳ ଦ୍ୱାରା ଖର୍ଚ୍ଚ […]

Continue reading