ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଧାୟକମାନେ କାଳେ ‘କ୍ରସ୍ ଭୋଟିଂ’ କରିବେ, ସେହି ଭୟ ଏବେ ସବୁ ପ୍ରମୁଖ ରାଜନୈତିକ ଦଳକୁ ଘାରିଛି। ନିଜ ନିଜର ବିଧାୟକମାନଙ୍କୁ ଏକଜୁଟ ରଖିବା ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। ବିଜେପିର ପାରାଦୀପ ଯାତ୍ରା ଓ କଂଗ୍ରେସର ବେଙ୍ଗାଲୁରୁ କ୍ୟାମ୍ପ ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରେ ‘ରିସର୍ଟ ପଲିଟିକ୍ସ’ର ଏକ ନୂଆ ରୂପ ଦେଖିବାକୁ ମିଳିଛି। କଂଗ୍ରେସ ଦଳ […]
Continue readingDaily Archives: March 14, 2026
ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ
ବିଶ୍ୱ ଇନ୍ଧନ ସଂକଟ ମଧ୍ୟରେ ସୁରକ୍ଷିତ ଭାରତ: ଶକ୍ତି କ୍ଷେତ୍ରରେ ବଢୁଛି ଆତ୍ମନିର୍ଭରଶୀଳତା ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଓ ସଂଘର୍ଷ କାରଣରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବ୍ୟାରେଲ୍ ପିଛା ୧୨୦ ଡଲାରରେ ପହଞ୍ଚିଥିବା ବେଳେ ସାମୁଦ୍ରିକ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋର୍ମୁଜ୍ ପ୍ରଣାଳୀରେ ସୃଷ୍ଟି ହୋଇଥିବା ପ୍ରତିବନ୍ଧକ ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି। ବିଶ୍ୱର ମାତ୍ର ଏକ ପଞ୍ଚମାଂଶ […]
Continue readingନିଜକୁ ଓଡ଼ିଆର ପରିଚୟ ଦେବାର ସାହସ ଓ ଗର୍ବ ରଖନ୍ତୁ ଯୁବପିଢ଼ି – ଧର୍ମେନ୍ଦ୍ର ପ୍ରଧାନ
ଆମର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଯୁବକ ଯୁବତୀମାନେ ଦେଶରେ ନିଜର ପରିଚୟକୁ ପ୍ରତିପାଦିତ କରନ୍ତୁ ଏବଂ ଓଡ଼ିଆ ଭାବେ ନିଜକୁ ପରିଚୟ ଦେବାର ଗର୍ବ ଓ ସାହସ ଦେଖାନ୍ତୁ । ଶୁକ୍ରବାର ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ କମ୍ପ୍ଲେକ୍ସ ଠାରେ ଆୟୋଜିତ ‘ଓଡ଼ିଶା ପର୍ବ-୨୦୨୬’କୁ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଏହି […]
Continue reading


