ସର୍ବଦଳୀୟ ବୈଠକ ସଂପନ୍ନ,ଭରସା ଦେଲେ ସରକାର ,ଦେଶରେ ଉର୍ଜା ସୁରକ୍ଷାର ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି

ସର୍ବଦଳୀୟ ବୈଠକ ସଂପନ୍ନ,ଭରସା ଦେଲେ ସରକାର ,ଦେଶରେ ଉର୍ଜା ସୁରକ୍ଷାର ସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣରେ ରହିଛି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ବୁଧବାର ବସିଥିବା ସର୍ବଦଳୀୟ ବୈଠକ ସଂପନ୍ନ ହୋଇଛି। ଦେଢ ଘଣ୍ଟା ଧରି ଚାଲିଥିବା ବୈଠକରେ ସରକାର ଭରସା ଦେଇଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ଉର୍ଜା ଭଣ୍ଡାର ମହଜୁଦ ରହିଛି। ଏହା ସହିତ ଅନେକ ଜାହାଜ ଏବେ ବି ଭାରତ ଅଭିମୁଖେ ଆସୁଛନ୍ତି। ବୈଠକରେ ସରକାର ବିରୋଧୀଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। ସରକାର ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭରସା ଦେଇଛନ୍ତି ଯେ, ଦେଶରେ ଉର୍ଜା ସୁରକ୍ଷାର ସ୍ଥିତି […]

Continue reading
ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି । ବାଲେଶ୍ଵର ଜିଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ରଘୁନାଥ ମହାନ୍ତି ଶେଷ ଥର ପାଇଁ ଆଇନ […]

Continue reading
ମଧ୍ୟପ୍ରାଚ୍ୟରେ ମହାସମର: ବିନାଶ ନୁହେଁ, ସମାଧାନ ପାଇଁ ଲୋଡ଼ା ଆଲୋଚନା ଓ ବିଶ୍ୱ ଶାନ୍ତି

ମଧ୍ୟପ୍ରାଚ୍ୟରେ ମହାସମର: ବିନାଶ ନୁହେଁ, ସମାଧାନ ପାଇଁ ଲୋଡ଼ା ଆଲୋଚନା ଓ ବିଶ୍ୱ ଶାନ୍ତି

ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧର ଲେଲିହାନ ଶିଖା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଇରାନ ଓ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଜାରି ରହିଥିବା  ଆକ୍ରମଣ ବିଶ୍ୱକୁ ଏକ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ଛିଡ଼ା କରିଛି। ଆଜି ଇରାନ ପୁଣିଥରେ ଆମେରିକାର ସାମରିକ ଭିତ୍ତିଭୂମି ଉପରେ ଟାର୍ଗେଟ୍ ଆକ୍ରମଣ କରିଥିବା ବେଳେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ପ୍ରଚଣ୍ଡ ପ୍ରତିଶୋଧ ଜାରି ରଖିଛନ୍ତି। ଏଭଳି ଏକ ବିସ୍ଫୋରକ ସ୍ଥିତିରେ ବନ୍ଧୁକର ଗୁଳି ନୁହେଁ, ବରଂ ଆଲୋଚନାର […]

Continue reading
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିରେ ଓଡ଼ିଶା ସରକାରଙ୍କ ଐତିହାସିକ ପଦକ୍ଷେପ

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିରେ ଓଡ଼ିଶା ସରକାରଙ୍କ ଐତିହାସିକ ପଦକ୍ଷେପ

ପୁରୀ : ଓଡ଼ିଆ ଅସ୍ମିତା ଓ ବିଶ୍ୱାସର ସର୍ବୋଚ୍ଚ କେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ଆଜିଠାରୁ ସଫଳତାର ସହ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ଏବଂ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଦୀର୍ଘ ଦଶନ୍ଧି ଧରି ଅପେକ୍ଷା କରିଥିବା ଏହି କାର୍ଯ୍ୟ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରଥମ ଦିନରେ ହିଁ ‘ଚଳନ୍ତି ଭଣ୍ଡାର’ର ୮୦ ପ୍ରତିଶତ ଅଳଙ୍କାର ଗଣତି ଶେଷ କରି ପ୍ରଶାସନ ନିଜର ଦକ୍ଷତା ପ୍ରମାଣିତ କରିଛି। […]

Continue reading
ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି, ବିଶେଷ କରି ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଭବିଷ୍ୟତରେ ଦେଶର ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭବିଷ୍ୟତରେ ଦେଶର ତୈଳ ଆବଶ୍ୟକତାକୁ ସୁରକ୍ଷିତ ରଖିବା ପାଇଁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରତିଷ୍ଠା ହେବାକୁ ଥିବା ୪ ମିଲିୟନ୍ ମେଟ୍ରିକ୍ ଟନ୍ (ଏମଏମଟି) କ୍ଷମତା ବିଶିଷ୍ଟ ‘ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ’ […]

Continue reading