ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଦ୍ୱାରା ପ୍ରସ୍ତୁତ ଏକ ନୂଆ ରିପୋର୍ଟ ଅନୁସାରେ ୨୦୨୪-୨୫ରେ ଜାତୀୟ ରାଜନୈତିକ ଦଳମାନଙ୍କ ଚାନ୍ଦା ପିଛିଲା ଆର୍ଥିକ ବର୍ଷ ତୁଳନାରେ ୧୬୧% ବଢିଛି। ଏଥିରେ ଶାସକ ବିଜେପିକୁ ସବୁଠୁ ଅଧିକ ଚାନ୍ଦା ମିଳିଛି, ଯାହା ଅନ୍ୟ ସବୁ ଜାତୀୟ ଦଳଙ୍କୁ ମିଳିଥିବା ମୋଟ ଚାନ୍ଦାର ୧୦ ଗୁଣାରୁ ଅଧିକ ବୋଲି କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ଆର୍ଥିକ ବର୍ଷରେ ଜାତୀୟ ରାଜନୈତିକ ଦଳଙ୍କ ଦ୍ୱାରା ଘୋଷିତ ୨୦,୦୦୦ରୁ ଅଧିକ […]
Continue readingDaily Archives: March 26, 2026
ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ , ଚୁକ୍ତି ପାଳନ ନ କଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ
ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ କେବେ ବନ୍ଦ ହେବ, ସେନେଇ କାହା ପାଖରେ କିଛି ତଥ୍ୟ ନାହିଁ । ମିଡିଲ୍ ଇଷ୍ଟର ଏହି ସଙ୍କଟ କରୋନା ମହାମାରୀ ଭଳି ଭୟଙ୍କର । ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମସ୍କୋରେ ଏକ ବ୍ୟବସାୟ ଫୋରମକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ, ଏହି ସଂଘର୍ଷ ଲଜିଷ୍ଟିକ୍ସ, ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳାକୁ ବାଧା ଦେଇଛି । ହାଇଡ୍ରୋକାର୍ବନ, ମେଟାଲ ଏବଂ ସାର କ୍ଷେତ୍ର ଉପରେ ଚାପ […]
Continue readingରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି ,ବଢ଼ିବ ମଦ ଦର
ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି । ୩ ବର୍ଷିଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର । ନୂଆ ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ନିଶାମୁକ୍ତି ପାଇଁ ଲାଗୁ ହେବ ସ୍ବତନ୍ତ୍ର ସେସ୍ ।ଅର୍ଥାତ୍ ପ୍ରଥମ ଥର ପାଇଁ ଅବକାରୀ ଶୁଳ୍କ ଉପରେ ୦.୫% ‘ଡି ଆଡିକ୍ସନ ସେସ୍ ଲାଗୁ କରାଯିବ । ଫଳରେ ମଦ ଦର ବଢ଼ିବ । ନୂଆ ଅବକାରୀ ପଲିସିରେ ମଦ ହୋମ୍ […]
Continue reading


