ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ, ଭିଡ଼ିଓ ଭାଇରାଲ

ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ, ଭିଡ଼ିଓ ଭାଇରାଲ

ଉପସାଗରୀୟ କ୍ଷେତ୍ରରେ ଜାରି ଉତ୍ତେଜନା ମଧ୍ୟରେ ଶୁକ୍ରବାର ରାତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯାଇଛି। ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ ହୋଇଛି। ବର୍ଷା ଓ ଝଡତୋଫାନ ମଧ୍ୟରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଶୁକ୍ରବାର ୟୁଏଇର ଅନେକ ଅଞ୍ଚଳରେ ପାଗ ବଦଳି ଯାଇଛି। ଆବୁଧାବୀ, ସାରଜାହ ଓ ଦୁବାଇରେ ଭୀଷଣ ବର୍ଷା ସହ ଝଡ଼ତୋଫାନ ହୋଇଛି। ଏଥିରେ ବୁର୍ଜ […]

Continue reading
ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ କରାଯାଇଛି। ରାଜ୍ୟ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୧୩ ଗୁଣା ବୃଦ୍ଧି: ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ବାର୍ଷିକ ବ୍ୟୟବରାଦ ମାତ୍ର ୮୩୮ କୋଟି ଟଙ୍କା ଥିବାବେଳେ, ଏବେ ଏହା ପ୍ରାୟ ୧୩ […]

Continue reading
ଟିମ୍ ଇଣ୍ଡିଆ ଭାବରେ ଏକାଠି କାମ କରିବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଟିମ୍ ଇଣ୍ଡିଆ ଭାବରେ ଏକାଠି କାମ କରିବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ପଶ୍ଚିମ ଏସିଆରେ ଲାଗି ରହିଥିବା ସ୍ଥିତିକୁ ନେଇ ଶୁକ୍ରବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଭର୍ଚୁଆଲ୍ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକର ପ୍ରସ୍ତୁତି ବିଷୟରେ ପଚାରି ବୁଝିଥିଲେ। ଏହି ବୈଠକରେ ପିଏମ ମୋଦୀ ରାଜ୍ୟମାନଙ୍କୁ ଟିମ୍ ଇଣ୍ଡିଆ ଭାବରେ ଏକାଠି କାମ କରିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି। ପିଏମ କହିଛନ୍ତି କୌଣସି ଲକଡାଉନ୍ ଲାଗୁ କରାଯିବ ନାହିଁ। ଟିମ୍ ଇଣ୍ଡିଆ […]

Continue reading