ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ମୋଦୀ

ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ସେ ବିମାନବନ୍ଦରରେ MRO ସୁବିଧାର ଶିଳାନ୍ୟାସ ମଧ୍ୟ କରିଛନ୍ତି । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବା ସହ ଉତ୍ତର ପ୍ରଦେଶକୁ ୫ମ ଅନ୍ତର୍ଜାତୀୟ ବିମାନବନ୍ଦର ମିଳିଛି । ଏହି ବିମାନବନ୍ଦର କେବଳ […]

Continue reading

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

ସର୍ବଭାରତୀୟ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ (ଏଆଇଏସଏସଏସି) ପୋର୍ଟାଲରେ ପଞ୍ଜିକରଣ ୱିଣ୍ଡୋକୁ ଆଉ ୩ ଦିନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଅନିର୍ବାର୍ଯ୍ୟ କାରଣ ବଶତଃ ୨୮ ଫେବୃଆରୀ ସୁଦ୍ଧା ନିଜର ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇନଥିବା ଏଆଇଏସଏସଏସି-୨୦୨୬ର ଯୋଗ୍ୟ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ, ସଂଶୋଧନ ଏବଂ ସ୍କୁଲ୍‌ ଚୟନ ଭଳି ସମସ୍ତ ଆବଶ୍ୟକ ବାଧ୍ୟତାମୂଳକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ। ଏହି ୱିଣ୍ଡୋକୁ ୩୦ ମାର୍ଚ୍ଚ ୨୦୨୬ ଅପରାହ୍ଣ ୫ଟାରୁ ୧ ଏପ୍ରିଲ ୨୦୨୬ ରାତି ୧୧ଟା […]

Continue reading

ବିଶ୍ୱ ଅସ୍ଥିରତା ମଧ୍ୟରେ ମୋଦୀ ସରକାରଙ୍କ ନିଷ୍ପତି ସମୟୋଚିତ ଓ ସାହସିକ – ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମ ଏସିଆରେ ବଢୁଥିବା ଭୂ-ରାଜନୈତିକ ତିକ୍ତତା ଏବଂ ବିଶ୍ୱ ଉର୍ଜା ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ଭାରତ ସରକାରଙ୍କ ଜନକଲ୍ୟାଣକାରୀ ପଦକ୍ଷେପକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚ ପ୍ରଶଂସା କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ଏବଂ ବାଣିଜ୍ୟିକ କ୍ଷେତ୍ର ପାଇଁ ଏଲପିଜି ଆବଣ୍ଟନ ବୃଦ୍ଧି ନିଷ୍ପତ୍ତିକୁ ସେ ଏକ “ସମୟୋଚିତ ଓ ସାହସିକ” ପଦକ୍ଷେପ ଭାବେ ଅଭିହିତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି […]

Continue reading