ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ବୁଧବାର ବସିଥିବା ସର୍ବଦଳୀୟ ବୈଠକ ସଂପନ୍ନ ହୋଇଛି। ଦେଢ ଘଣ୍ଟା ଧରି ଚାଲିଥିବା ବୈଠକରେ ସରକାର ଭରସା ଦେଇଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ଉର୍ଜା ଭଣ୍ଡାର ମହଜୁଦ ରହିଛି। ଏହା ସହିତ ଅନେକ ଜାହାଜ ଏବେ ବି ଭାରତ ଅଭିମୁଖେ ଆସୁଛନ୍ତି। ବୈଠକରେ ସରକାର ବିରୋଧୀଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। ସରକାର ସମସ୍ତ ବିରୋଧୀ ଦଳର ନେତାଙ୍କୁ ଭରସା ଦେଇଛନ୍ତି ଯେ, ଦେଶରେ ଉର୍ଜା ସୁରକ୍ଷାର ସ୍ଥିତି […]
Continue readingMonthly Archives: March 2026
ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ
ଚର୍ଚ୍ଚାର ଅନ୍ତ ଘଟିଲା । ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି । ବାଲେଶ୍ଵର ଜିଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ରଘୁନାଥ ମହାନ୍ତି ଶେଷ ଥର ପାଇଁ ଆଇନ […]
Continue readingମଧ୍ୟପ୍ରାଚ୍ୟରେ ମହାସମର: ବିନାଶ ନୁହେଁ, ସମାଧାନ ପାଇଁ ଲୋଡ଼ା ଆଲୋଚନା ଓ ବିଶ୍ୱ ଶାନ୍ତି
ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧର ଲେଲିହାନ ଶିଖା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଇରାନ ଓ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଜାରି ରହିଥିବା ଆକ୍ରମଣ ବିଶ୍ୱକୁ ଏକ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ଛିଡ଼ା କରିଛି। ଆଜି ଇରାନ ପୁଣିଥରେ ଆମେରିକାର ସାମରିକ ଭିତ୍ତିଭୂମି ଉପରେ ଟାର୍ଗେଟ୍ ଆକ୍ରମଣ କରିଥିବା ବେଳେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ପ୍ରଚଣ୍ଡ ପ୍ରତିଶୋଧ ଜାରି ରଖିଛନ୍ତି। ଏଭଳି ଏକ ବିସ୍ଫୋରକ ସ୍ଥିତିରେ ବନ୍ଧୁକର ଗୁଳି ନୁହେଁ, ବରଂ ଆଲୋଚନାର […]
Continue readingମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିରେ ଓଡ଼ିଶା ସରକାରଙ୍କ ଐତିହାସିକ ପଦକ୍ଷେପ
ପୁରୀ : ଓଡ଼ିଆ ଅସ୍ମିତା ଓ ବିଶ୍ୱାସର ସର୍ବୋଚ୍ଚ କେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ଆଜିଠାରୁ ସଫଳତାର ସହ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ଏବଂ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଦୀର୍ଘ ଦଶନ୍ଧି ଧରି ଅପେକ୍ଷା କରିଥିବା ଏହି କାର୍ଯ୍ୟ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରଥମ ଦିନରେ ହିଁ ‘ଚଳନ୍ତି ଭଣ୍ଡାର’ର ୮୦ ପ୍ରତିଶତ ଅଳଙ୍କାର ଗଣତି ଶେଷ କରି ପ୍ରଶାସନ ନିଜର ଦକ୍ଷତା ପ୍ରମାଣିତ କରିଛି। […]
Continue readingଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି, ବିଶେଷ କରି ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଭବିଷ୍ୟତରେ ଦେଶର ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭବିଷ୍ୟତରେ ଦେଶର ତୈଳ ଆବଶ୍ୟକତାକୁ ସୁରକ୍ଷିତ ରଖିବା ପାଇଁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରତିଷ୍ଠା ହେବାକୁ ଥିବା ୪ ମିଲିୟନ୍ ମେଟ୍ରିକ୍ ଟନ୍ (ଏମଏମଟି) କ୍ଷମତା ବିଶିଷ୍ଟ ‘ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ’ […]
Continue readingକେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ରେଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ ପ୍ରତିନିଧି ଦଳ
ନୂଆଦିଲ୍ଲୀ – ଖଡ଼ଗପୁର ସ୍ଥିତ ‘ରେଲୱେ ଏମ୍ପ୍ଲୋଇ କଲଚରାଲ ଆସୋସିଏସନ’ (RECA) ର ଦୀର୍ଘ ଦିନରୁ ପଡ଼ି ରହିଥିବା ଜମି ଆବଣ୍ଟନ ସମସ୍ୟାର ସମାଧାନ ପାଇଁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦମାନଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଖଡ଼ଗପୁରର ନ୍ୟୁ ସେଟେଲମେଣ୍ଟ ଅଞ୍ଚଳରେ ଥିବା ପ୍ରାୟ ୫୯୧୫ ବର୍ଗ ମିଟର ପରିମିତ ରେଳ […]
Continue readingନାଲକୋ କର୍ମଚାରୀଙ୍କ ପାଇଁ ‘ଉତ୍ପାଦନ ପ୍ରୋତ୍ସାହନ ରାଶି’ ଘୋଷଣା କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ଢେଙ୍କାନାଳ ଓ ମୟୂରଭଞ୍ଜ ସାଂସଦ, ଅନୁଗୋଳ ବିଧାୟକ ଏବଂ ବିଏମଏସି ସମନ୍ୱୟ କମିଟିର ସଦସ୍ୟମାନେ ମଧ୍ୟ ଭେଟି କଲେ ଅନୁରୋଧ• ଆର୍ଥିକ ବର୍ଷ ୨୦୨୪-୨୫ରେ ନାଲକୋ ୭,୧୩୫ କୋଟି ଟଙ୍କାର ରେକର୍ଡ ଲାଭ ହାସଲ କରିଛି• ଏହି ସଫଳତା ପଛରେ କମ୍ପାନୀର ପ୍ରତ୍ୟେକ ଶ୍ରମିକ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଏବଂ ନିଷ୍ଠା ରହିଛି• ଏହି ପଦକ୍ଷେପ ନାଲକୋ ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବ ନୂଆଦିଲ୍ଲୀ, ୨୪ ମାର୍ଚ୍ଚ – ନ୍ୟାସନାଲ ଆଲୁମିନିୟମ କମ୍ପାନୀ […]
Continue readingଆଗାମୀ ୫ ଦିନ ପର୍ଯ୍ୟନ୍ତ ଇରାନର ପାୱାର ପ୍ଲାଣ୍ଟ ଆକ୍ରମଣ ନିଷ୍ପତ୍ତିକୁ ଟାଳିଛନ୍ତି ଟ୍ରମ୍ପ, ଉପହାସ କଲା ତେହେରାନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଘୋଷଣାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଇରାନର ପାୱାର ପ୍ଲାଣ୍ଟ ଆକ୍ରମଣ ନିଷ୍ପତ୍ତିକୁ ଟାଳିଛନ୍ତି। ଟ୍ରମ୍ପ ଶନିବାର ଘୋଷଣା କରିଥିଲେ ଯେ ଯଦି ହୋର୍ମୁଜକୁ ଇରାନ ଆଗାମୀ ୪୮ ଘଣ୍ଟାରେ ନ ଖୋଲେ ତେବେ ଆମେରିକା ତାର ପାୱାର ପ୍ଲାଣ୍ଟ ଓ ଭିତ୍ତିଭୂମି ଉପରେ ଆକ୍ରମଣ କରିବ। ଟ୍ରମ୍ପଙ୍କ ଏହି ଘୋଷଣା ବିଶ୍ୱର ଉଦବେଗ ବଢାଇ ଦେଇଥିଲା। କାରଣ ଟ୍ରମ୍ପ ଦେଇଥିବା ମହଲତ ୨୩ ମାର୍ଚ୍ଚ ସୋମବାର ସମାପ୍ତ ହେଉଥଲା। […]
Continue readingଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ରେକର୍ଡ । ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଜନୈତିକ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଜଣେ ‘ଶାସନ ମୁଖ୍ୟ’ ଭାବରେ ସେ ସବୁଠାରୁ ଅଧିକ ଦିନ କାର୍ଯ୍ୟ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ମୋଦୀଙ୍କ ଶାସନ କାଳ ମୋଟ ୮ ହଜାର ୯୩୧ ଦିନ। ପ୍ରଥମେ ସେ […]
Continue readingପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଅଶୋଧିତ ତୈଳ ଓ ଗ୍ୟାସ ସଂକଟ ଉପରେ ରଣନୀତି ପ୍ରସ୍ତୁତ
ନୂଆଦିଲ୍ଲୀ: ଦେଶର ବର୍ତ୍ତମାନର ଆର୍ଥିକ ଓ ଶକ୍ତି ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରିପରିଷଦର ଅନେକ ବରିଷ୍ଠ ସଦସ୍ୟ ଯୋଗ ଦେଇ ଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ଏଥିସହିତ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ବିଜେପି […]
Continue reading









