ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଭାରତୀୟ ଜନତା ପାର୍ଟିର ଏକ ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟାଳୟର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟାଳୟ ହେଉଛି ଜଣେ କର୍ମକର୍ତ୍ତାଙ୍କ ପାଇଁ ସେବାର କେନ୍ଦ୍ର। ଏହି ନୂତନ କାର୍ଯ୍ୟାଳୟ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା ଶୁଣିବା ଏବଂ ସରକାରଙ୍କ […]
Continue readingMonthly Archives: March 2026
ଅନୁଗୋଳ ବାଗଡିଆରେ ‘ଅଲ୍ ଇଣ୍ଡିଆ ଭଲିବଲ୍ ଟୁର୍ଣ୍ଣାମେଣ୍ଟ’ର ଭବ୍ୟ ଉଦ୍ଯାପନ; ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବାଗଡିଆଠାରେ ଆୟୋଜିତ ‘ଅଲ୍ ଇଣ୍ଡିଆ ଇନଭିଟେସନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬’ ଏକ ରଙ୍ଗାରଙ୍ଗ ପରିବେଶରେ ଉଦ୍ଯାପିତ ହୋଇଯାଇଛି। ଏହି ଉଦ୍ଯାପନୀ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କ୍ରୀଡ଼ାର ମହତ୍ତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଏଭଳି ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ ହେବା ଦ୍ୱାରା ସ୍ଥାନୀୟ […]
Continue readingହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି,୨୩ ତାରିଖରୁ ମିଳିବ ଅଧିକ ୨୦% ଗ୍ୟାସ୍
ହୋଟେଲ ଓ ଢାବା ପାଇଁ ବଡ଼ ଆଶ୍ୱସ୍ତି ! ୨୩ ତାରିଖରୁ ମିଳିବ ଅଧିକ ୨୦% ଗ୍ୟାସ୍ । ରାଜ୍ୟ ପାଇଁ ଅଧିକ ୨୦% ଗ୍ୟାସ କୋଟା । ସରକାରୀ କ୍ୟାଣ୍ଟିନ୍ ଓ ଡାଏରୀ ଶିଳ୍ପକୁ ମିଳିବ ପ୍ରାଥମିକତା । ଦେଶରେ ଚାଲିଥିବା ଗ୍ୟାସ୍ ସଂକଟ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଯୋଗାଣ କମାଇ ଦିଆଯାଇଛି । ଫଳରେ ଲୋକଙ୍କୁ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୂର କରିବା ପାଇଁ […]
Continue readingଆମେରିକାର ଶକ୍ତିଶାଳୀ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରେ ଇରାନର ଆଟାକ
ଭାରତ ମହାସାଗରରେ ଯୁଦ୍ଧର ନିଆଁ । ଆମେରିକାର ସବୁଠାରୁ ବଡ଼ ଘାଟି ‘ଡିଏଗୋ ଗାର୍ସିଆ’କୁ ଟାର୍ଗେଟ କଲା ଇରାନ । ଭାରତ ମହାସାଗରରେ ଥିବା ଆମେରିକାର ଶକ୍ତିଶାଳୀ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରେ ଇରାନର ଆଟାକ । ଆମେରିକା ଓ ବ୍ରିଟେନର ମିଳିତ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରକୁ ଦୁଇଟି ଶକ୍ତିଶାଳୀ ମିସାଇଲ ମାଡ଼ କରିଛି ତେହେରାନ । ଯଦିଓ ଏହି ଆକ୍ରମଣ ବିଫଳ ହୋଇଛି, କିନ୍ତୁ ଏହା ବିଶ୍ୱ ପାଇଁ ଏକ ବଡ଼ […]
Continue readingରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ୬ଜଣ ବିଧାୟକ ନିଲମ୍ବିତ କଲା ବିଜେଡ଼ି
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜୁ ଜନତା ଦଳ (ବିଜେଡି)ର ୬ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ। ଆଜି ସନ୍ଧ୍ୟାରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। […]
Continue readingଆଜି ଅନ୍ତର୍ଜାତୀୟ ଜଙ୍ଗଲ ଦିବସ
ଆଜି ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ଅବସରରେ ସକଳ ବନ୍ଧୁ ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜଣାଉଛୁ ଶୁଭାଭିନନ୍ଦନ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ୨୦୧୨ ମସିହାରେ ଜାତିସଂଘର ସାଧାରଣ ସଭା ଦ୍ବାରା ଘୋଷଣା କରାଯାଇଥିଲା ଯେ ପ୍ରତି ବର୍ଷ ମାର୍ଚ୍ଚ ୨୧ ତାରିଖକୁ ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ରୂପେ ପାଳନ କରାଯିବ। ସବୁ ପ୍ରକାର ଜଙ୍ଗଲର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ। ଜଙ୍ଗଲ ଦିବସରେ ପୃଥିବୀର ଦେଶମାନଙ୍କୁ ଆଞ୍ଚଳିକ, ଜାତୀୟ […]
Continue readingଗିନିଜ ୱାଲର୍ଡ ରେକଡର୍ସରେ ଓଡ଼ିଶା ପଖାଳ
ବିଶ୍ୱ ରେକର୍ଡ କଲା ଓଡ଼ିଆ ପଖାଳ: ଗିନିଜ୍ ବୁକ୍ରେ ସ୍ଥାନ ପାଇଲା ୧୧୭୭ କେଜିର ପଖାଳ କଂସା ଭୁବନେଶ୍ୱର (ନ୍ୟୁଜ୍ ଡେସ୍କ): ଓଡ଼ିଆଙ୍କ ଅସ୍ମିତା ଓ ସଂସ୍କୃତିର ପ୍ରତୀକ ‘ପଖାଳ’ ଏବେ ବିଶ୍ୱସ୍ତରରେ ଏକ ନୂଆ ଇତିହାସ ରଚିଛି। ବିଶ୍ୱ ପଖାଳ ଦିବସ ଅବସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ ୧,୧୭୭ କିଲୋଗ୍ରାମ ଓଜନର ବିଶାଳ ପଖାଳ କଂସାକୁ ‘ଗିନିଜ୍ ୱାର୍ଲ୍ଡ ରେକର୍ଡସ୍’ (Guinness World Records) ରେ ସ୍ଥାନ ମିଳିଛି। ୧୧୭୭ କେଜିର ଭବ୍ୟ […]
Continue readingଆମେରିକା ବିନା ନୋଟୋ କେବଳ ଏକ ‘କାଗଜ ବାଘ’ – ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ହୋର୍ମୁଜ ଷ୍ଟ୍ରେଟ୍ କୁ ସୁରକ୍ଷିତ କରିବାରେ ସହାୟତା ନ କରିବା କାରଣରୁ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ଉପରେ ବର୍ଷିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସାଲରେ ନାଟୋକୁ ଭୟାଳୁ ବୋଲି କହିଥିବା ବେଳେ ଆମେରିକା ବିନା ନୋଟୋ କେବଳ ଏକ ‘କାଗଜ ବାଘ’ ବୋଲି କହିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ସହଯୋଗୀ ଦେଶ ଇରାନର ପରମାଣୁ ବିପଦକୁ ରୋକିବା ଲଢେଇରେ ସାମିଲ […]
Continue readingଦଳ ବିରୋଧୀ କର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ଧଳରୁ ନିଲମ୍ବିତ କଲା ବିଜେଡି
ଦଳ ବିରୋଧୀ କର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ଧଳରୁ ନିଲମ୍ବିତ କଲା ବିଜେଡି। ଶୁକ୍ରବାର ଏନେଇ ଦଳ ପକ୍ଷରୁ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ନିଲମ୍ବିତଙ୍କ ମଧ୍ୟରୁ ୭ ଜଣ ଛାତ୍ର ନେତା ହୋଇଥିବା ବେଳେ ୩ ଯୁବ ନେତା ଅଛନ୍ତି। ବିଜେଡିରୁ ନିଲମ୍ବିତ ହୋଇଥିବା ୩ ଯୁବ ନେତା ହେଲେ- ସାଧାରଣ ସମ୍ପାଦକ ଅଶୋକ ମିଶ୍ର,ଶୋଭନ ମହାନ୍ତି ଏବଂ ଅନୁପମ ଶତପଥି। ସେହିଭଳି ନିଲମ୍ବିତ ହୋଇଥିବା ବିଜୁ […]
Continue readingବିଶ୍ୱ ପଖାଳ ଦିବସ: ଓଡ଼ିଆ ଜାତିର ଅସ୍ମିତା ଓ ଅନନ୍ୟ ପରମ୍ପରାର ପର୍ବ
ଆଜି ମାର୍ଚ୍ଚ ୨୦ ତାରିଖ, ଓଡ଼ିଆଙ୍କ ପ୍ରିୟ ‘ବିଶ୍ୱ ପଖାଳ ଦିବସ’। ସ୍ୱଳ୍ପ ଆୟ କରୁଥିବା ଶ୍ରମିକ ହେଉ କିମ୍ବା କୋଟିପତି ବ୍ୟବସାୟୀ, ପ୍ରତିଟି ଓଡ଼ିଆଙ୍କ ହୃଦୟରେ ପଖାଳ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ପଖାଳ କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ଆମର ପରିଚୟ ଓ ଭାବପ୍ରବଣତା। ଓଡ଼ିଆ ଖାଦ୍ୟର ଲୋକପ୍ରିୟତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ୨୦୧୧ ମସିହାରୁ ମାର୍ଚ୍ଚ ୨୦କୁ ‘ବିଶ୍ୱ ପଖାଳ ଦିବସ’ […]
Continue reading









