ଏଥର ପୁଣି ଜିତିବେ କି ଦିଲ୍ଲୀପ ?

ଏଥର ପୁଣି ଜିତିବେ କି ଦିଲ୍ଲୀପ ?

ଭୁବନେଶ୍ୱର:ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଚତୁର୍ଥ ଆସନ ଉପରେ ରହିଛି। ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ମଇଦାନକୁ ଓହ୍ଲାଇବା ପରେ ଏହି ଆସନ ପାଇଁ ଲଢ଼େଇ ବେଶ୍ ରୋଚକ ହୋଇଛି ।ଓଡ଼ିଶାରୁ ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ମୁକାବିଲା ହେବ ଦିଲ୍ଲୀପ ବନାମ ଦତ୍ତେଶ୍ବର । କଂଗ୍ରେସ ସମର୍ଥନରେ ଦତ୍ତେଶ୍ବରଙ୍କୁ ରାଜ୍ୟସଭା ପଠାଇ ପାରିବେ ତ ନବୀନ ? ନା […]

Continue reading
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର, ଆଜି ଦାଖଲର ଶେଷ ଦିନ

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର, ଆଜି ଦାଖଲର ଶେଷ ଦିନ

ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ରାଜ୍ୟସଭା ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ ପାଇଛି। ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୩ ସେଟ୍ ନାମାଙ୍କନ ଦାଖଲ: ବିଧାନସଭା ପରିସରରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସଂତୃପ୍ତ ମିଶ୍ର ୩ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଦଳର ବହୁ ବରିଷ୍ଠ ନେତା […]

Continue reading

ଆଜି ନାମାଙ୍କନ ଭରିବେ ୫ ପ୍ରାର୍ଥୀ, ଚତୁର୍ଥ ଆସନ ପାଇଁ ଘମାଘୋଟ ଲଢ଼େଇ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ହେବ ନାମାଙ୍କନ ପର୍ବ। ମୋଟ ୫ ଜଣ ପ୍ରାର୍ଥୀ ଆଜି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବା ବେଳେ ରାଜନୈତିକ ସମୀକରଣ ବେଶ୍ ରୋଚକ ହୋଇପଡ଼ିଛି। ଦଳ ପକ୍ଷରୁ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀ ହୋଇଛନ୍ତି। ବିଧାୟକ ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ଦୁଇଟି ଆସନ ସହଜରେ ହାତେଇବାର ସମ୍ଭାବନା ରହିଛି। ଦଳର ସଭାପତି ନବୀନ ପଟ୍ଟନାୟକ ସଂତୃପ୍ତ ମିଶ୍ରଙ୍କୁ ଦଳୀୟ […]

Continue reading
ଦୋଳଯାତ୍ରା ଓଡ଼ିଆ ସଂସ୍କୃତି ଓ ଏକତାର ଅନନ୍ୟ ପରିଚୟ – ଧର୍ମେନ୍ଦ୍ର ପ୍ରଧାନ

ଦୋଳଯାତ୍ରା ଓଡ଼ିଆ ସଂସ୍କୃତି ଓ ଏକତାର ଅନନ୍ୟ ପରିଚୟ – ଧର୍ମେନ୍ଦ୍ର ପ୍ରଧାନ

ଦୋଳ ପୂର୍ଣ୍ଣିମା ଆଧ୍ୟାତ୍ମିକ ବିଜୟର ଉତ୍ସବ । ଓଡ଼ିଆ ସଂସ୍କୃତି ଓ ଏକତାର ଅନନ୍ୟ ପରିଚୟ । ପ୍ରଭୁ ଶ୍ରୀକୃଷ୍ଣ ଓ ମାତା ରାଧାଙ୍କର ଏହି ଦିବ୍ୟ ମିଳନ ପ୍ରେମ ଓ ଭକ୍ତି ହିଁ ଜୀବନର ଶ୍ରେଷ୍ଠ ପୁଞ୍ଜି ବୋଲି ବାର୍ତ୍ତା ଦେଇଥାଏ । ଶୁକ୍ରବାର ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ଧଉରାପାଲି ଗ୍ରାମଠାରେ ଆୟୋଜିତ ଐତିହାସିକ ‘ଦୋଳଯାତ୍ରା ଶତବାର୍ଷିକୀ ମହୋତ୍ସବ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ […]

Continue reading
ଯୁବପିଢ଼ିଙ୍କୁ ‘ୱେଲଥ୍ କ୍ରିଏଟର’ ଭାବେ ତିଆରି କରିବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ଯୁବପିଢ଼ିଙ୍କୁ ‘ୱେଲଥ୍ କ୍ରିଏଟର’ ଭାବେ ତିଆରି କରିବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳର ଶିଳ୍ପ ସମୃଦ୍ଧିକୁ ଏକ ନୂତନ ଶିଖରରେ ପହଞ୍ଚାଇବା ସହ ଜିଲ୍ଲାରେ ଏକ ଅତ୍ୟାଧୁନିକ ବ୍ୟବସାୟିକ ବାତାବରଣ ପ୍ରସ୍ତୁତ କରିବା ଏବଂ ଯୁବପିଢ଼ିଙ୍କୁ ‘ୱେଲଥ୍ କ୍ରିଏଟର’ ଭାବେ ତିଆରି କରିବା ଆମର ମୂଳ ଲକ୍ଷ୍ୟ ହେବା ଦରକାର ବୋଲି ଶନିବାର ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ସଂଘ(ଏଡିସିସିଆଇ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ନିଜ ପୂଜ୍ୟ ପିତାଙ୍କ ସ୍ମୃତିରେ […]

Continue reading