ଆମେରିକା ଓ ଇସ୍ରାଏଲ ବାୟୁସେନାର ମିଳିତ ଆକ୍ରମଣ ରେ ଇରାନର ସବୁଠୁ ଉଚ୍ଚା ବି-୧ ବ୍ରିଜ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ

ଆମେରିକା ଓ ଇସ୍ରାଏଲ ବାୟୁସେନାର ମିଳିତ ଆକ୍ରମଣ ରେ ଇରାନର ସବୁଠୁ ଉଚ୍ଚା ବି-୧ ବ୍ରିଜ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ

ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ଯୁଦ୍ଧରେ ଗୁରୁବାର ଇରାନକୁ ଏକ ବହୁତ ବଡ଼ ରଣନୈତିକ ଓ ଆର୍ଥିକ ଝଟକା ଲାଗିଛି। ଆମେରିକା ଓ ଇସ୍ରାଏଲ ବାୟୁସେନାର ମିଳିତ ଆକ୍ରମଣ ରେ ଇରାନର ଅଲବୋର୍ଜ ପ୍ରାନ୍ତରେ ଥିବା ମଧ୍ୟପ୍ରାଚ୍ୟର ସବୁଠୁ ଉଚ୍ଚା ବି-୧ ବ୍ରିଜ୍ କୁ ଟାର୍ଗେଟ କରାଯାଇଛି। ଏଥିରେ ପୋଲଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହା ଏକ ନିର୍ମାଣାଧୀନ ପୋଲ ଓ ଏହାକୁ ଦେଶର ପ୍ରମୁଖ ଇଞ୍ଜିନିୟରିଂ ଉପଲବ୍ଧି ମନେ କରାଯାଉଥିଲା। ଏହି ପୋଲର […]

Continue reading
ରାଜ୍ୟରେ ୭୦ ରୁ ୮୦ ପ୍ରତିଶତ ଗାଡି ପିୟୁସିସି କରିଛନ୍ତି । ଆଉ ୨୦ ପ୍ରତିଶତ ଅମାନିଆ ରହିଛନ୍ତି-ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ରାଜ୍ୟରେ ୭୦ ରୁ ୮୦ ପ୍ରତିଶତ ଗାଡି ପିୟୁସିସି କରିଛନ୍ତି । ଆଉ ୨୦ ପ୍ରତିଶତ ଅମାନିଆ ରହିଛନ୍ତି-ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

 ରାଜ୍ୟରେ ୭୦ ରୁ ୮୦ ପ୍ରତିଶତ ଗାଡି ପିୟୁସିସି କରିଛନ୍ତି । ଆଉ ୨୦ ପ୍ରତିଶତ ଅମାନିଆ ରହିଛନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶକୁ ମାନି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଅବମାନନା କରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡେଡ୍ ଲାଇନ ମାର୍ଚ୍ଚ ମାସ ୩୧ ତାରିଖ ଦିଆଯାଇଥିଲା । ଅବଧି ସରିଲା, ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପ୍ରିଲ ୨ ତାରିଖଠାରୁ […]

Continue reading
ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ – ୬୩ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ  ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ – ୬୩ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାରେ କୋଇଲା ପରିବହନ ଏବଂ ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି ସମ୍ପର୍କରେ ଏକ ପତ୍ର ଲେଖି ଶ୍ରୀ ପ୍ରଧାନ ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ (ଏସଏଚ- ୬୩) ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ପାଇଁ ପ୍ରସ୍ତାବ ଦେବା ସହ ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ପାଇଁ ଅନୁରୋଧ କରିଛନ୍ତି […]

Continue reading