ନୂଆପଡ଼ା ଓ ବଲାଙ୍ଗୀର ପାଇଁ ଖୁସି ଖବର, ଓଡ଼ିଶାରେ ନୂଆ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ୪୪୭ କୋଟି ଟଙ୍କା

ନୂଆପଡ଼ା ଓ ବଲାଙ୍ଗୀର ପାଇଁ ଖୁସି ଖବର, ଓଡ଼ିଶାରେ ନୂଆ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ୪୪୭ କୋଟି ଟଙ୍କା

ନୂଆପଡ଼ା ଓ ବଲାଙ୍ଗୀର ପାଇଁ ଖୁସି ଖବର । ଓଡ଼ିଶାରେ ନୂଆ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ୪୪୭ କୋଟି ଟଙ୍କା । ​ଓଡ଼ିଶାରେ ସଡ଼କ ଯୋଗାଯୋଗକୁ ଅଧିକ ମଜବୁତ କରିବା ପାଇଁ ସରକାର କୁରୁମପୁରୀରୁ ରାଜଖରିଆର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୪୪୭.୧୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲା ଦେଇ ଯାଇଥିବା NH-353 ଏବଂ NH-59 ର ମୋଟ ୧୦୩.୫୨ କିଲୋମିଟର […]

Continue reading