ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୧ ବର୍ଷ : ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

୮ ଏପ୍ରିଲ୍‌ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ସଫଳତା ପୂର୍ବକ ୧୧ ବର୍ଷ ପୂରଣ କରିଛି। ଏହା ଭାରତର ତୃଣମୂଳସ୍ତରର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିଛି। ଆର୍ଥିକ ଉପଲବ୍ଧତାରେ ରହିଥିବା ଶୂନ୍ୟସ୍ଥାନ ଦୂର କରି ଏହି ଯୋଜନା ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ପ୍ରଦାନକୁ ଅଧିକ ବ୍ୟବସ୍ଥିତ ଓ ସୁବିଧାଜନକ କରିଛି। ଫଳରେ କ୍ଷୁଦ୍ର ବ୍ୟବସାୟୀମାନେ ଅଣକର୍ପୋରେଟ୍‌ ଏବଂ ଅଣକୃତି କାର୍ଯ୍ୟକଳାପ ଲାଗି ସହଜରେ ଋଣ […]

Continue reading
ଆମେରିକା-ଇରାନ ଯୁଦ୍ଧବିରତି,ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି

ଆମେରିକା-ଇରାନ ଯୁଦ୍ଧବିରତି,ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଘନଘଟା ଭିତରେ ତେହେରାନରେ ଥିବା ଭାରତୀୟ ଦୂତାବାସ ଏକ ବଡ଼ ପଦକ୍ଷେପ ନେଇଛି। ଦୁଇ ଦେଶ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା ହୋଇଥିବା ବେଳେ, ଏହି ସମୟ ମଧ୍ୟରେ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଦୂତାବାସ ପକ୍ଷରୁ ନୂତନ ପରାମର୍ଶାବଳୀ (Advisory) ଜାରି କରାଯାଇଛି। ଭାରତୀୟ ନାଗରିକଙ୍କୁ ସହାୟତା କରିବା ପାଇଁ ଦୂତାବାସ ପକ୍ଷରୁ ଜରୁରିକାଳୀନ ହେଲ୍ପଲାଇନ ନମ୍ବର ଓ ଏକ ଇମେଲ ଆଇଡି ମଧ୍ୟ […]

Continue reading
ଗୁଜରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କ୍ଷମା ମାଗିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଗୁଜରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କ୍ଷମା ମାଗିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

କେରଳ ନିର୍ବାଚନ ପ୍ରଚାର ସମୟରେ ଗୁଜରାଟର ଲୋକଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଶେଷରେ କ୍ଷମା ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସୋସିଆଲ ମିଡିଆ ‘ଏକ୍ସ’ (X) ମାଧ୍ୟମରେ ସେ ନିଜର ଦୁଃଖ ପ୍ରକାଶ କରିବା ସହ ଗୁଜରାଟର ଜନତାଙ୍କ ପ୍ରତି ତାଙ୍କର ସର୍ବୋଚ୍ଚ ସମ୍ମାନ ରହିଛି ବୋଲି କହିଛନ୍ତି। କ’ଣ ଥିଲା ବିବାଦୀୟ ବୟାନ? କେରଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିବାକୁ ଯାଇ କହିଥିଲେ, […]

Continue reading
ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ଡକ୍ଟର ସସ୍ମିତ ପାତ୍ର

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ଡକ୍ଟର ସସ୍ମିତ ପାତ୍ର

ବିଜୁ ଜନତା ଦଳ (ବିଜେଡି) ପାଇଁ ବୁଧବାର ସନ୍ଧ୍ୟା ଏକ ବଡ଼ ଝଟକା ନେଇ ଆସିଛି। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ବରିଷ୍ଠ ସାଂସଦ ଡକ୍ଟର ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି। ଇସ୍ତଫାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ, ଦଳ ଭିତରେ ତାଙ୍କ ବିରୋଧରେ ଚାଲିଥିବା ‘ମେଳି’ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା […]

Continue reading