ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,କ୍ୟାବିନେଟ୍ ସମ୍ପ୍ରସାରଣ ଓ ଓଡ଼ିଶା ବିକାଶ ଉପରେ ହେଲା ବଡ଼ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,କ୍ୟାବିନେଟ୍ ସମ୍ପ୍ରସାରଣ ଓ ଓଡ଼ିଶା ବିକାଶ ଉପରେ ହେଲା ବଡ଼ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।  କ୍ୟାବିନେଟ୍ ସମ୍ପ୍ରସାରଣ ଓ ଓଡ଼ିଶା ବିକାଶ ଉପରେ ହେଲା ବଡ଼ ଆଲୋଚନା ।  ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ ଓଡ଼ିଶାର ପ୍ରଗତି ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବେଶ୍ କିଛି ସମୟ ଧରି ବିସ୍ତୃତ ଆଲୋଚନା ହୋଇଥିବା କୁହାଯାଉଛି । ଆଲୋଚନା ସମୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମୋହନ ମାଝି ମାଗିଲେ ଗ୍ରୀନ୍ ସିଗନାଲ୍!। ରାଜନୈତିକ […]

Continue reading
ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ଅଘଟଣ, ବୁଡ଼ିଗଲେ ୩୧ ଜଣ ଶ୍ରଦ୍ଧାଳୁ, ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ

ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ଅଘଟଣ, ବୁଡ଼ିଗଲେ ୩୧ ଜଣ ଶ୍ରଦ୍ଧାଳୁ, ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ

ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ସୋମବାର ବଦାୟୁଁ ଓ ବରେଲୀରେ ୩୧ ଜଣ ଶ୍ରଦ୍ଧାଳୁ ନଦୀରେ ବୁଡି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ ଅଛି। ବାକି ଲୋକଙ୍କୁ ବୁଡ଼ାଳୀ ଉଦ୍ଧାର କରିଛନ୍ତି। ଗଙ୍ଗା ଦଶହରା ପାଇଁ ବଦାୟୁଁରେ ଡିଏମ ଅବିନାଶ ରାୟ ଓ ଏସଏସପି ଅଙ୍କିତା ଶର୍ମା ଗଙ୍ଗା ଘାଟକୁ ପହଞ୍ଚି ଲୋକଙ୍କୁ ଗଭୀର ପାଣିକୁ ନ ଯିବା ପାଇଁ ବାରମ୍ବାର ନିବେଦନ କରିଥିଲେ। ତେବେ […]

Continue reading
ମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ମଜଭୁତ କରିବା – ଧର୍ମେନ୍ଦ୍ର ପ୍ରଧାନ

ମାତୃଭାଷା ମାଧ୍ୟମରେ ଶିକ୍ଷାଦାନକୁ ମଜଭୁତ କରିବା – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ‘ଜାତୀୟ ଶିକ୍ଷା ନୀତି’ର ସଫଳ ରୂପାୟନ ନେଇ ମେଘାଳୟର ମୁଖ୍ୟମନ୍ତ୍ରୀ ଶ୍ରୀ କନରାଡ଼ ସାଙ୍ଗମାଙ୍କ ସହ ଏକ ସାରଗର୍ଭକ ଓ ଗଠନମୂଳକ ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଶେଷ ଭାବେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ମଡେଲ୍‌କୁ ପ୍ରଶଂସା କରିଛନ୍ତି । ମେଘାଳୟରେ ଆନୁଷ୍ଠାନିକ ଶିକ୍ଷା ସହିତ କ୍ରୀଡ଼ା, ଶାରୀରିକ ଶିକ୍ଷା, ଉଦ୍ୟାନ କୃଷି ଏବଂ ସ୍ଥାନୀୟ […]

Continue reading