ପାଇରେଟେଡ୍ ଚଳଚ୍ଚିତ୍ର ଏବଂ OTT ବିଷୟବସ୍ତୁର ପ୍ରସାରକୁ ରୋକିବା ପାଇଁ ଟେଲିଗ୍ରାମକୁ ନିର୍ଦ୍ଦେଶ

ପାଇରେଟେଡ୍ ଚଳଚ୍ଚିତ୍ର ଏବଂ OTT ବିଷୟବସ୍ତୁର ପ୍ରସାରକୁ ରୋକିବା ପାଇଁ ଟେଲିଗ୍ରାମକୁ ନିର୍ଦ୍ଦେଶ

ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ସିନେମା ଏବଂ OTT ପ୍ଲାଟଫର୍ମରୁ ପାଇରେଟେଡ୍ ବିଷୟବସ୍ତୁ ପ୍ରସାରଣକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ଟେଲିଗ୍ରାମକୁ ଏକ ନୋଟିସ୍ ଜାରି କରିଛନ୍ତି । କପି ରାଇଟ୍ ଉଲ୍ଲଂଘନ କରୁଥିବା ଚ୍ୟାନେଲ ଏବଂ କଣ୍ଟେଣ୍ଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁଯାୟୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପାଇରେଟେଡ୍ ଚଳଚ୍ଚିତ୍ର ଏବଂ OTT ବିଷୟବସ୍ତୁର ପ୍ରସାରକୁ ରୋକିବା […]

Continue reading
ଭାରତ ସରକାର UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି

ଭାରତ ସରକାର UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି

ଭାରତ ସରକାର UAPA ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ଏହି ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଜି ଗେଜେଟ୍ ବିଜ୍ଞପ୍ତି ଜାରି କରିଛି । ଏହି ବିଜ୍ଞପ୍ତିରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ସହିତ ଜଡିତ ଅନେକ ପାକିସ୍ତାନଭିତ୍ତିକ ଆତଙ୍କବାଦୀଙ୍କ ନାମ ସାମିଲ ରହିଛି । ଏହି ସମସ୍ତ ବ୍ୟକ୍ତି ନିଯୁକ୍ତି, ତାଲିମ, ପାଣ୍ଠି ଯୋଗାଣ, ଅସ୍ତ୍ରଶସ୍ତ୍ର ଯୋଗାଣ, ଅନୁପ୍ରବେଶ ଏବଂ ଆତଙ୍କବାଦୀ ଆକ୍ରମଣ କରିବା ଭଳି କାର୍ଯ୍ୟକଳାପରେ ସାମିଲ ରହିଛନ୍ତି । କେନ୍ଦ୍ର […]

Continue reading
ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ,ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ

ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ,ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ

ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ଏ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଡାକ୍ତର ମାନେ ଆଜିଠୁ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା ରହିଛି । ଓମ୍‌ସାର ଦାବିର ସମାଧାନ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ହୋଇଛି । କମିଟିରେ ସ୍ବାସ୍ଥ୍ୟ ସଚିବ, ଜିଏ ସଚିବ, ଅର୍ଥ ସଚିବ, ଆଇନ ସଚିବ […]

Continue reading