ଆମ ଦଳରେ ବିବାଦ ନାହିଁ କି ଝଗଡା ନାହିଁ ,ଦଳରେ କୌଣସି କନ୍ଦଳ ନାହିଁ ,ଭାଇରାଲ ଭିଡିଓକୁ ଆମେ ବିଶ୍ୱାସ କରୁନାହୁଁ -ରାଜ୍ୟ ସଭାପତି ମନମୋହନ ସାମଲ

ଆମ ଦଳରେ ବିବାଦ ନାହିଁ କି ଝଗଡା ନାହିଁ ,ଦଳରେ କୌଣସି କନ୍ଦଳ ନାହିଁ ,ଭାଇରାଲ ଭିଡିଓକୁ ଆମେ ବିଶ୍ୱାସ କରୁନାହୁଁ -ରାଜ୍ୟ ସଭାପତି ମନମୋହନ ସାମଲ

ଝାରସୁଗୁଡାରେ ବିଜେପି କନ୍ଦଳ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ବିଜେପିରେ ସମସ୍ତେ ଏକ ହୋଇ କାମ କରୁଛନ୍ତି । ଆମେ ଏକ ହୋଇ ନଥିଲେ ଖଣ୍ଡେ ଭୋଟ୍ ମିଳିନଥାନ୍ତା । ଏକାଠି ଅଛୁ ବୋଲି ସରକାର କରିଛୁ ଓ ୨୦ ସାଂସଦ ଜିତିଛୁ ବୋଲି ମନମୋହନ କହିଛନ୍ତି ।ମନମୋହନ କହିଛନ୍ତି, ଆମ ଦଳରେ ବିବାଦ ନାହିଁ କି ଝଗଡା ନାହିଁ । ଦଳରେ କୌଣସି କନ୍ଦଳ ନାହିଁ । ଭାଇରାଲ […]

Continue reading
ଭାରତୀୟ ନୌବାହିନୀରେ ବିଧିବଦ୍ଧ ଭାବେ ସାମିଲ ହେଲା ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମହେନ୍ଦ୍ରଗିରି

ଭାରତୀୟ ନୌବାହିନୀରେ ବିଧିବଦ୍ଧ ଭାବେ ସାମିଲ ହେଲା ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମହେନ୍ଦ୍ରଗିରି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି। ଏହାସହିତ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମହେନ୍ଦ୍ରଗିରି ଭାରତୀୟ ନୌବାହିନୀରେ ବିଧିବଦ୍ଧ ଭାବେ ସାମିଲ ହୋଇଛି। ମହେନ୍ଦ୍ରଗିରି ପର୍ବତମାଳାର ନାମ ଅନୁସାରେ ନାମିତ ଏହି ଯୁଦ୍ଧଜାହାଜ ସ୍ଥିରତା, ଶକ୍ତି ଏବଂ ଅଟଳ ସଂକଳ୍ପର ପ୍ରତୀକ ବୋଲି ରାଜନାଥ କହିଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।ମହେନ୍ଦ୍ରଗିରି ଭାରତର ସାମୁଦ୍ରିକ […]

Continue reading
ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ,ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ

ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ,ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ

ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ। ଦୀର୍ଘ ଦିନ ଧରି ଶଙ୍ଖ ଦଳର ପ୍ରମୁଖ ଚେହେରା ସାଜିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶହ ଶହ ସମର୍ଥକଙ୍କ ଗହଣରେ ଆସି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ ବିଶ୍ଵାଳ। ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ […]

Continue reading