ଟନେଲ ଦୁର୍ଘଟଣାରେ ୨୦ ଶ୍ରମିକ ମୃତ, ମୃତକଙ୍କ ପରିବାରକୁ ୪ଲକ୍ଷ ଏବଂ  ଆହତ ଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା

ଟନେଲ ଦୁର୍ଘଟଣାରେ ୨୦ ଶ୍ରମିକ ମୃତ, ମୃତକଙ୍କ ପରିବାରକୁ ୪ଲକ୍ଷ ଏବଂ ଆହତ ଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା

ସିକ୍କିମରେ ଘଟିଥିବା ଟନେଲ ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହି ସ୍ଥାନରେ ଏବେ ବି କିଛି ଲୋକ ଫସି ରହିଥିବା ଜଣାପଡିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ଅନ୍ୟମାନଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା ମଧ୍ୟ ଜାରି ରହିଛି ବୋଲି ମଙ୍ଗଳବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି । ସୂଚନାନୁଯାୟୀ, ଜୁଲାଇ ୨୦ ତାରିଖରେ ସିକ୍କିମର ନାମଚି ଜିଲ୍ଲାରେ ହଠାତ୍ ନିର୍ମାଣଧୀନ ଟନେଲଟି ଭୁଶୁଡି […]

Continue reading
ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବ ଅନୁରାଗ ଜୈନ ହେଲେ ନୀତିଆୟୋଗର ସିଇଓ

ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବ ଅନୁରାଗ ଜୈନ ହେଲେ ନୀତିଆୟୋଗର ସିଇଓ

ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବ ଅନୁରାଗ ଜୈନ ନୀତିଆୟୋଗ ସିଇଓ ନିଯୁକ୍ତ ହୋଇଛନ୍ତି। ୧୯୮୯ ବ୍ୟାଚ୍ ଆଇଏଏସ ଅଫିସରଙ୍କ ଏହି ନିଯୁକ୍ତି ସହିତ ଗତ ୫ ମାସ ହେଲା ଜାରି ଅନ୍ତରୀଣ ବ୍ୟବସ୍ଥା ସମାପ୍ତ ହୋଇଯାଇଛି। ଏହି ସମୟରେ ନିଧି ଛିବର ଅତିରିକ୍ତ ପ୍ରଭାର ଭାବେ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ। କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଭାରତ ସରକାରଙ୍କ ସଚିବ ପଦ ଓ ବେତନରେ ଅନୁରାଗ ଜୈନଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଡିପାର୍ଟମେଣ୍ଟ ଓ ପର୍ସନେଲ […]

Continue reading
ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ଶୀଘ୍ର ପାଇବେ ନ୍ୟାୟ ,ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ହେବ

ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ଶୀଘ୍ର ପାଇବେ ନ୍ୟାୟ ,ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ହେବ

ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶୀଘ୍ର ଆଇନଗତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ, ୧୯୮୯ ଅଧୀନରେ ଆସୁଥିବା ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଏବଂ ଦଣ୍ଡବିଧାନ ପାଇଁ ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗ […]

Continue reading