ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଥମ ଥର ଭାରତରେ ଗଣମାଧ୍ୟମ ସାମ୍ନାକୁ ଆସିବେ। ଭାରତରେ ଶରଣ ନେବାର ପାଖାପାଖି ୨ ବର୍ଷ ପରେ ଏହା ପ୍ରଥମ ଥର ଯେଉଁଥିରେ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ ହସିନା ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ନୂଆ ଦିଲ୍ଲୀରେ ଫରେନ କରସପଣ୍ଡେଣ୍ଟସ୍ କ୍ଲବ ଅଫ ସାଉଥ ଏସିୟା (ଏଫସିସିଏସଏ) ଦ୍ୱାରା ଭର୍ଚୁଆଲି ହୋଷ୍ଟ କରାଯିବା, ଯେଉଁଥିରେ ଶେଖ ହସିନା ତାଙ୍କ ଭବିଷ୍ୟତର ଯୋଜନା ଓ ବାଂଲାଦେଶ ଫେରିବା ବାବଦେ କହି ପାରନ୍ତି। […]
Continue readingDaily Archives: August 2, 2026
ରାଜ୍ୟରେ ସୁଧୁରୁଛି ବନ୍ୟା ପରିସ୍ଥିତି, ୨୩ଟି ଜିଲ୍ଲା ପ୍ରଭାବିତ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିଥିଲେ ମଧ୍ୟ ମୌସୁମୀ ମାସ ସାରା ଓଡ଼ିଶା ପାଇଁ ବିପଦ ଆଶଙ୍କା ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ବନ୍ୟା ଯୋଗୁଁ ରାଜ୍ୟର ୨୩ଟି ଜିଲ୍ଲା ପ୍ରଭାବିତ ହୋଇଛି । ବିଶେଷକରି ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଏବଂ ଯାଜପୁର ସର୍ବାଧିକ ପ୍ରଭାବିତ ହୋଇଛି । ଏହାସହ ମହାନଦୀରେ ବନ୍ୟା […]
Continue readingଆମର ଶତ୍ରୁମାନେ ନିଶାରେ ବୁଡ଼ି ରହିଥିବା ଯୁବକଙ୍କୁ କବଜାକୁ ନେଇ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶା ମୁକ୍ତ ଯୁବ(ଯୁବପିଢି) – ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି । ନିଶା ବିରୋଧରେ ୧୦୦ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାରାଦେଶରୁ ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବକମାନେ ଯୋଡ଼ି ହୋଇଥିଲେ । ମାଇ ଭାରତ ଭଲଣ୍ଟିୟର୍ସ, ୟୁଥ୍ କ୍ଲବ୍, ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟ, ଅଣ-ସରକାରୀ ସଂଗଠନ, ଶିଳ୍ପ ସଂଗଠନ ଏବଂ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ […]
Continue reading


