ଭାରତୀୟ ନୌସେନା ତାର ସମୁଦ୍ର ମନିଟରିଂ ଓ ଗୁଇନ୍ଦା ସୂଚନା ସଂଗ୍ରହ କ୍ଷମତା ବଢାଇବାକୁ ଯାଉଛି। ଏଥି ପାଇଁ ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନ-୨ରେ ସୋମବାର ଆମେରିକୀୟ କମ୍ପାନୀ ‘ଜେନେରାଲ ଏଟମିକ୍ସ ଏରୋନଟିକାଲ ସିଷ୍ଟମସ୍ ଇଂକ୍’ ସହ ଏକ ଗୁରୁତ୍ୱପୂର୍ଣ୍ଣ ଲିଜ୍ ଏଗ୍ରୀମେଣ୍ଟ ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁସାରେ ଭାରତୀୟ ନୌସେନାକୁ ୩୦ ମାସ ନିମନ୍ତେ ଦୁଇଟି ‘ଏମକ୍ୟୁ-୯ବି ସି ଗାର୍ଡିଆନ’ ହାଇଅଲ୍ଟିଟ୍ୟୁଡ ଲଙ୍ଗ ଏଣ୍ଡ୍ୟୋରେନ୍ସ (ଏଚଏଏଲଇ) ରିମୋଟଲି ପାଇଲଟେଡ (ବିନା ପାଇଲଟ) ଏୟାରକ୍ରାଫ୍ଟ ଲିଜରେ ମିଳିବ। […]
Continue readingDaily Archives: August 17, 2026
ବିଜେପି ପାର୍ଟିର ନୂଆ ସୋସିଆଲ ମିଡିଆ ସଂଯୋଜକ ଭାବେ ନିଯୁକ୍ତ ହେଲେ ଦୀପକ ମହସ୍କେ
କେତେକ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ବିଜେପି ପାର୍ଟିର ଜାତୀୟ ଟିମ୍ ରେ ପରିବର୍ତ୍ତନ କରାଯାଇଛି। ଏଥିରେ ଦୀପକ ମହସ୍କେ ନୂଆ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ମହସ୍କେଙ୍କୁ ସୋସିଆଲ ମିଡିଆ ସହସଂଯୋଜକ ନିଯୁକ୍ତ ପ୍ରୀତି ଗାନ୍ଧି, ଶିବାନନ୍ଦ ଦ୍ୱିବେଦୀ, ଆଲୋକ ଭଟ୍ଟ ଓ ଅଋଣ ଯୋଦବଙ୍କ ସହଯୋଗ ମିଳିବ। ସେହିପରି ପାର୍ଟି ଅନିଲ ବଲୁନୀଙ୍କୁ ମିଡିଆ ସମନ୍ୱୟକ ନିଯୁକ୍ତ କରିଛି। ଯୁଗ୍ମ ସମନ୍ୱୟକ ଆଶିଷ ଉଷା ଅଗ୍ରୱାଲ, ପ୍ରଦୀପ ଭଣ୍ଡାରୀ ଓ ସିଦ୍ଧାର୍ଥ […]
Continue readingନୂଆ ଟିମ ଘୋଷଣା କଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ,ପାର୍ଟିର ନୂଆ ଟିମରେ ବିନୋଦ ତାୱଡେ ଏବଂ ସ୍ମୃତି ଇରାନୀଙ୍କୁ ‘ରାଷ୍ଟ୍ରୀୟ ମହାସଚିବ’ ଦାୟିତ୍ୱ
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି । ନୂଆ ରାଷ୍ଟ୍ରୀୟ ଟିମରେ ବହୁ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ଘୋଷଣା କରିଛି । ବିଜେପିର ନୂଆ ଟିମରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜଣେ ରାଷ୍ଟ୍ରୀୟ ମହାସଚିବ (ସଂଗଠନ), ଦୁଇ ଜଣ ରାଷ୍ଟ୍ରୀୟ ଉପ-ମହାସଚିବ (ସଂଗଠନ), ଆଠ ଜଣ […]
Continue reading


