ନେପାଳ ବନ୍ୟା : ମୃତ୍ୟୁ ସଂଖ୍ୟା ୫୪୭ ଟପିଲାଣି,୩୨୦ରୁ ଅଧିକ ଭାରତୀୟ ନିଖୋଜ

ନେପାଳ ବନ୍ୟା : ମୃତ୍ୟୁ ସଂଖ୍ୟା ୫୪୭ ଟପିଲାଣି,୩୨୦ରୁ ଅଧିକ ଭାରତୀୟ ନିଖୋଜ

ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ୫୪୭ ଟପିଲାଣି । ଆହୁରି ବଢ଼ିବା ଆଶଂକା । ଅନେକ ଲୋକ ନିଖୋଜ ରହିଛନ୍ତି । ପ୍ରାୟ ୧୫ ଶହ ଲୋକ ନିଖୋଜ ଥିବା ଏପର୍ଯ୍ୟନ୍ତ ଆକଳନ କରାଯାଇଛି । ନେପାଳରେ ୯୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ସେହିଭଳି ତିବ୍ବତର ଗିରୋଙ୍ଗ କାଉଣ୍ଟିରେ ୫୫୦ରୁ ଅଧିକ ନିଖୋଜ । ଜୀବନ ସନ୍ଧାନରେ ସମୟ ବିପକ୍ଷରେ ଦୌଡ଼ୁଛନ୍ତି ଉଦ୍ଧାରକାରୀ । ନେପାଳ-ତିବ୍ବତରେ ବିଶାଳ ସର୍ଚ୍ଚ […]

Continue reading
କେନ୍ଦ୍ର ସରକାରଙ୍କ ଉପରେ ଖୁସି ଅଛନ୍ତି ଭୋଟର

କେନ୍ଦ୍ର ସରକାରଙ୍କ ଉପରେ ଖୁସି ଅଛନ୍ତି ଭୋଟର

 ଏବେ କେମିତି ଅଛି ଭୋଟରଙ୍କ ମୁଡ୍ । କେନ୍ଦ୍ର ସରକାରଙ୍କ ଉପରେ ଖୁସି ଅଛନ୍ତି ନା ବଦଳାଇବାକୁ ଚାହୁଁଛନ୍ତି ସରକାର । ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ସେମାନଙ୍କର କେତେ ଭରସା ଅଛି । ନା ବିରୋଧୀ ଦଳଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ଜେନ୍-ଜିଙ୍କ ସମେତ ଭୋଟର । କିଛି ଏପରି ପ୍ରଶ୍ନକୁ ନେଇ ଆସିଛି ସର୍ଭେ ରିପୋର୍ଟ । ଯେଉଁଥିରେ ଜନତାଙ୍କ ମୁଡ୍ ଜଣାପଡିଛି । ରିପୋର୍ଟ ଅନୁସାରେ, ସର୍ଭେ କରିଛି ଇଣ୍ଡିଆ ଟୁଡେ ଏବଂ […]

Continue reading